ଆଶ୍ଚର୍ଯ୍ୟ ! ୬୫ ବର୍ଷୀୟା ହିରୋଇନ୍ ଙ୍କ ସହ ଫିଲ୍ମ୍ କରିବାକୁ ଯାଉଛନ୍ତି ଅଭିନେତା ସମ୍ବିତ ଜାଣନ୍ତୁ ସେ ହିରୋଇନ ଜଣଙ୍କ କିଏ ?

0

ତରଙ୍ଗ ସିନେ ପ୍ରଡକ୍ସନ ଦ୍ଵାରା ଆସିବାକୁ ଯାଉଛି ଏକ ନୂତନ କଥାଚିତ୍ର ଯାହାର ନାମ ରହିଛି ଚୁମୁକି ମାଇଁ ଡାର୍ଲିଙ୍ଗ । ସବୁଠି ଚର୍ଚ୍ଚିତ କଥା ହେଉଛି ଯେ ଏହି ଫିଲ୍ମ୍ ରେ 25 ବର୍ଷ ବୟସ ର ଯୁବକ ହିରୋ ସାଜିଥିବା ବେଳେ ତାଙ୍କ ସାଙ୍ଗକୁ ନାୟିକା ଭାବେ ସାଜିଛନ୍ତି 65 ବର୍ଷୀୟ ବା 52 ବର୍ଷୀୟ ନାୟିକା । ତେବେ ଏହି ଫିଲ୍ମ୍ ରେ 25 ବର୍ଷୀୟ ନାୟକ ହେଉଛନ୍ତି ଅଲିଉଡ ର ସୁପର ଷ୍ଟାର୍ ସମ୍ବିତ ଆଉ ତାଙ୍କ ସହିତ ତାଙ୍କ ନାୟିକା ରୂପେ ନଜର ଆସିବାକୁ ଯାଉଛନ୍ତି 52 ବର୍ଷୀୟ ନାୟିକା ଅଭିନେତ୍ରୀ ମହେଶ୍ୱତା ରାୟ ।

ଆପଣ ଙ୍କୁ କଥା ଟି ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ କିନ୍ତୁ କଥା ଟି ସତ ଅଟେ ଏହି କଥାଚିତ୍ର ରେ ମହେଶ୍ୱତା ରାୟ ନାୟିକା ଚୂମୁକି ର ଭୂମିକା ରେ ଅଭିନୟ କରିବାକୁ ଯାଉଛନ୍ତି । ତେବେ ସୂଚନା ଅନୁସାରେ ଏହି ଫିଲ୍ମ୍ ରେ 52 ବର୍ଷୀୟ ନାୟିକା ଚୁମୁକୀ ଙ୍କ ପ୍ରେମରେ ପାଗଳ ହୋଇ ଯାଇଛନ୍ତି ଭବାନୀ ଭୂମିକା ଅଭିନୟ କରୁଥିବା ସୁପର୍ ଷ୍ଟାର୍ ସମ୍ବିତ । ତେବେ ଏହି ଫିଲ୍ମ୍ ର ସୁଟିଂ ବର୍ତ୍ତମାନ ଖୁବ୍ ଜୋରଦାର ରେ ହେବାକୁ ଲାଗିଛି । ଆଉ ଏହି ଫିଲ୍ମ୍ ରେ ଏକ ନିଆରା ପ୍ରେମ କାହାଣୀ ସହିତ ଏକ ନିଆରା ସ୍ଵାଦ ରେ ଦର୍ଶକ ମାନଙ୍କୁ ଆସିବାକୁ ଯାଉଛି ।

ତେବେ ଏହି ଫିଲ୍ମ୍ ର କାହାଣୀ ସବୁ ଠାରୁ ଭିନ୍ନ ରହିଛି ଯାହା ଫଳରେ ଏହି ଫିଲ୍ମ୍ ଟିକୁ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିବ ବୋଲି ପ୍ରଡକ୍ସନ ହାଉସ ଆଶା ରଖିଛନ୍ତି । ତେବେ ଆପଣ ମାନେ ତ ଫିଲ୍ମ୍ ର ନାୟିକା ଓ ନାୟକ ଙ୍କ ମାନଙ୍କ ଠାରୁ ଜାଣି ପରୁଥୁବେ ଯେ ଫିଲ୍ମ୍ ଟି କେମିତି ହେବାକୁ ଯାଉଛି । ଏହି ଫିଲ୍ମ୍ ର କାହାଣୀ ସମ୍ପୂର୍ଣ ଭିନ୍ନ ରଖା ଯାଇଛି । ତେବେ ମହେଶ୍ୱତା ରାୟ ବହୁତ୍ ଦିନ ପରେ ରୂପେଲି ପରଦା ରେ ନଜର ଆସିବାକୁ ଯାଉଛନ୍ତି ତେଣୁ ଦର୍ଶକ ମାନଙ୍କ ଆଗ୍ରହ ଡୁଇ ଗୁଣ ରହିଛି ଏହି ଫିଲ୍ମ୍ ପାଇଁ। ପୂର୍ବରୁ ଅଭିନେତ୍ରୀ ମହେଶ୍ୱତା ରାୟ ଲଲପାନ ବିବି ଫିଲ୍ମ୍ ରେ ନଜର ଆସିଥିଲେ ।

ଏହି ଫିଲ୍ମ୍ ର ନିର୍ଦେଶକ ଅଛନ୍ତି ସୁଧାଂଶୁ ରାଉତ । ଏହି ଫିଲ୍ମ୍ ରେ ଅନ୍ୟାନ୍ୟ ଅଭିନେତା ମାନଙ୍କ ମଧ୍ୟ ରେ ରହିଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା , ସରୋଜ ଦାସ , ପୁଷ୍ପା ପଣ୍ଡା , ତ୍ରିଭୁବନ ପଣ୍ଡା , ଅଳକା ଶତପଥୀ ସହିତ ରହିଛନ୍ତି ଅନ୍ୟ ଅର୍ଟିଷ୍ଟ୍ ଗଣ ।

ଏହି ଫିଲ୍ମ୍ ଟି ବହୁତ୍ ରୋଚକ ହେବା ସହିତ ଏକ ଭିନ୍ନ ଧରଣର ପ୍ରେମ କାହାଣୀ କୁ ଲୋକ ମାନେ ଖୁବ୍ ପସନ୍ଦ କରିବେ ବୋଲି ପ୍ରଡକ୍ସନ ହାଉସ ଆଶା ରଖିଥିବା ବେଳେ ଏହି ଫିଲ୍ମ୍ ର ସୁଟିଂ ବର୍ତ୍ତମାନ ଖୁବ୍ ଜୋର୍ ରେ ହେବାକୁ ଲାଗିଛି । ତେବେ ଏହି ଫିଲ୍ମ୍ ଟି ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ଆପଣ ଙ୍କୁ ଅଭିନେତ୍ରୀ ମହେଶତା ରାୟ ଙ୍କ ଫିଲ୍ମ୍ କିପରି ଲାଗେ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।