ସୋସିଆଲ ମିଡ଼ିଆରେ ବେଳେ ବେଳେ ଏମିତି ସବୁ ବିଷୟରେ ଜାଣିବାଜୁ ମିଳିଥାଏ ଯାହା ଆପଣ ମାନେ କେବେ ଜାଣି ନଥିବେ। ଆଉ ସେହି ସମ୍ପର୍କରେ ଜାଣିବା ପରେ ସମସ୍ତେ ମୁଣ୍ଡରେ ହାତ ଦେଇ ଦେଇଥାନ୍ତି। ତେବେ ଏବେ ଏଠାରେ ଏକ ଝିଅ ଉଭୟ ପୁଅ ଓ ଝିଅ ଦୁହିଙ୍କ ସମ୍ପର୍କରେ ଏମିତି କିଛି କହିଛନ୍ତି। ଏଠାରେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ।
ଆଉ ଏଠାରେ ଜଣେ ଝିଅଙ୍କର ଏମିତି ଏକ ବାଣୀ ଯାହା ସମସ୍ତଙ୍କ ହୃଦୟ କୁ ପୁରା ଟାଣି ଆଣୁଛି ଯାହାକୁ ସୋସିଆଲ ମିଡ଼ିଆରେ ଏବେ ସମସ୍ତେ ଭାଇରଲ କରିଛନ୍ତି। ସମସ୍ତେ ଜାଣିଥିବେ ସମସ୍ତଙ୍କ ପରିବାର ମଧ୍ୟରେ କେହି ନା କେହି ଭାଇ କିମ୍ବା ବାପା କିମ୍ବା ଭଉଣୀ ଜଣେ ବାହାରେ ରହି ପଢୁଥିବେ କିମ୍ବା ଚାକିରୀ କରି ଥିବେ। କିନ୍ତୁ ସମସ୍ତେ ଭାବି ଥାଆନ୍ତି ଯେ ବାହାରେ ରହିଲେ ସେଠାରେ ସେମାନେ ବହୁତ ବିଳାସ ପୁର୍ଣ୍ଣ ଏବଂ ଖୁସିରେ ରହି ଥାଆନ୍ତି ତାହା ସେମାନଙ୍କୁ ଜଣା ଥାଏ ଯେଉଁମାନେ ବାହାରେ ରୁହନ୍ତି। ଆଉ ଏମିତି ପରିସ୍ଥିତି ଯେ ସେମାନଙ୍କୁ ଏମିତି ଏକ ସ୍ଥାନରେ ଛିଡା କରି ଦେଇଥାଏ ସେମାନେ ଆଉ ନିଜର ଖୁସି କୁ ଭଳି ପରିବାର ର ଖୁସି ପାଇଁ ଜୀବନ ଓ ମନ ସହିତ ଲଢେଇ କରି ଥାଆନ୍ତି ଯାହା କୁ ଦେଖିବା ପରେ ସମସ୍ତଙ୍କ ଆଖିରୁ ଅଶ୍ରୁ ଆସିଯିବ।
ଆଉ ସେମାନେ ବାହାରେ ରହି ଯେଉଁଭଳି ନିଜ ଖୁସି କୁ ଜଳାଞ୍ଜଳି ଦେଉଛନ୍ତି ଯାହା ର କଷ୍ଟ ସେମାନେ ନିଜେ ଜାଣି ଥାଆନ୍ତି। ସେମାନେ ସବୁ ବାହାରେ ରହି ପରିବାର ର ଖୁସି ପାଇଁ ନିଜ ଖୁସି କୁ ଦୁରେଇ ଦେଇ ଥାଆନ୍ତି ଯାହା ଆପଣ ମାନେ ମଧ୍ୟ ଏଠାରେ ଏକ ଭିଡ଼ିଓ ରେ ଝିଅ ଜଣଙ୍କ ଏମିତି କିଛି ମତ ଦେଇଛନ୍ତି। ଆଉ ସେମାନେ ବାହାରେ ରହି ନିଜ ହାତ ରେ ରୋଷେଇ କରି ଖାଇ ଥାନ୍ତି ଏବଂ ଯେଉଁ କାମ ସେମାନେ କେବେ ଏହି କାମ ସବୁ କରି ନଥିବେ ସେହି ସବୁ କାମ ସେମାନେ ନିଜେ କରି ଥାଆନ୍ତି।
ଏହି ଭିଡ଼ିଓ ଟିରେ ଝିଅ ଟି ଏମିତି ପୁଅ ଓ ଝିଅ ଉଭୟ ବାହାରେ ରହି ଯେଉଁ କଷ୍ଟ ରେ ସେମାନେ ଦିନ କାଟି ଥାଆନ୍ତି ତାହା ସେମାନେ ନିଜ ମନ ଭିତରେ ସୀମିତ ରଖି ଥାଆନ୍ତି। ଆଉ ତାଙ୍କର ଦୁଃଖ କୁ ଦେଖି ପାରନ୍ତି ନାହିଁ କିନ୍ତୁ ନିଜ ପରିବାର ଲୋକ ମାନେ ଘରେ ବହୁତ ଖୁସିରେ ବିଳାସ ପୁର୍ଣ୍ଣ ଅବସ୍ଥାରେ ରହି ଥାଆନ୍ତି ଯାହା ଆପଣ ମାନେ ସୋସିଆଲ ମିଡ଼ିଆରେ ଏବେ ଭାଇରଲ ହୋଇ ଥିବା ଭିଡ଼ିଓ ରୁ ଜାଣି ପାରିଥିବେ। ସମସ୍ତେ ଭାବନ୍ତି ସେମାନେ ବାହାରେ ରହୁଛନ୍ତି ମାନେ ବହୁତ ଆନନ୍ଦ ରେ ରହୁଥିବେ ହେଲେ ଓଲଟା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।