ଏହି କାରଣ ପାଇଁ ନିଜ ସ୍ତ୍ରୀର “ସେ-କ୍ସ ଟେପ୍” ସୋସିଆଲ ମିଡ଼ିଆ ରେ ଭାଇରାଲ କରିଲେ ସନାଥ ଜୟସୁରୀୟା ! କହିଲେ ମୋ ସ୍ତ୍ରୀ ରାତିରେ…

0

ଯେତେବେଳେ କ୍ରିକେଟ୍ ଜଗତର କଥା ସାମ୍ନାକୁ ଆସେ ସେତେବେଳେ ଲୋକଙ୍କ ଏକ ଭିନ୍ନ ଧରଣର ଆଗ୍ରହ ଏହାକୁ ନେଇ ଦେଖିବାକୁ ମିଳିଥାଏ।ଆଉ ଯେତେବେଳେ କ୍ରିକେଟ୍ ତାରକା ଙ୍କ ବିଷୟରେ କିଛି ଖବର ସାମ୍ନାକୁ ଆସେ ସେଥି ପ୍ରତି ଲୋକଙ୍କ ଏକ ଅହେତୁକ ଭଲପାଇବା ଦେଖିବାକୁ ମିଳେ। ଆମ ଦେଶରେ କ୍ରିକେଟ୍ ପ୍ରତି ଏକ ଭିନ୍ନ କ୍ରେଜ ରହିଛି। ଅନେକ ଏମିତି ରହିଛନ୍ତି ଯେଉଁମାନେ ଖେଳ ପାଇଁ ବିଶେଷ କରି କ୍ରିକେଟ୍ ପାଇଁ ପାଗଳ ଅଟନ୍ତି। ତେବେ ଆମେ ଆଜି ଆପଣଙ୍କୁ ସେହି କ୍ରିକେଟ୍ ସହ ଜଡ଼ିତ ଏକ ଖବର ବିଷୟରେ କହିବାକୁ ଯାଉଛୁ ଯାହା ଏକ ଲୋକପ୍ରିୟ ଖେଳାଳି ଙ୍କ ବିଷୟରେ।

ସେ ଆଉ କେହି ନୁହନ୍ତି, ଶ୍ରୀଲଙ୍କା ର ଜଣେ ଜଣାଶୁଣା କ୍ରିକେଟର ସନାଥ ଜୟସୁରୀୟା।ତେବେ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଏହି କ୍ରିକେଟ୍ ର ଜଣଙ୍କ ଖେଳ ପଡ଼ିଆରେ ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି। ତାଙ୍କର କ୍ରିକେଟ୍ ଜୀବନରେ ସେ ଅନେକ ପ୍ରଶଂସା ପାଇବା ସହ ଜନେ ପରିଚିତ ଚେହେରା ପାଲଟିଥିଲେ। କିନ୍ତୁ ତାଙ୍କ ବୈବାହିକ ଜୀବନ ବେଶ୍ ବିବାଦୀୟ ଅଟେ। ଯାହାକୁ ନେଇ ସେ ବହୁତ ଚିନ୍ତାରେ ରହୁଥିବା ବେଳେ ଲୋକ ଲୋଚନକୁ ଆସିଥିଲେ ଏବଂ ଚର୍ଚ୍ଚାର ପରିସରକୁ ଆସିଥିଲେ। ତେବେ ସେ ତାଙ୍କର ଏହି ବୈବାହିକ ଜୀବନକୁ ନେଇ ଏତେ ବିବାଦୀୟ ହେବାର କାରଣ କଣ ତାହା ଆମେ ଆଜି ଜାଣିବା।

ଯାହା ଅନେକ ଙ୍କୁ ଜଣା ନଥିବ। ଆପଣ ଜାଣିଛନ୍ତି ଶ୍ରୀଲଙ୍କାର ଷ୍ଟାର କ୍ରିକେଟର ସନାଥ ଜୟସୁରିୟା ନିଜର ସ୍ତ୍ରୀ ଙ୍କ ସେକ୍ସ୍ ଟେପ୍ କୁ ସୋସିଆଲ ମିଡିଆରେ ଭାଇରାଲ କରି ଚର୍ଚ୍ଚାର ପରିସରକୁ ଆସିଥିଲେ।ସେ ତାଙ୍କର ସ୍ତ୍ରୀ ଙ୍କ ଉପରେ ଥିବା ରାଗର ପ୍ରତିଶୋଧ ନେବା ପାଇଁ ଏମିତି ଏକ ଭୁଲ୍ ପଦକ୍ଷେପ ନେଇଥିଲେ। ଆଉ ସେଥିପାଇଁ ବିବାଦୀୟ ହୋଇ ପଡ଼ିଥିଲେ। ସୁଚନା ଅନୁସାରେ

ସନାଥ ଜୟସୁରିୟା ୧୯୯୮ ରେ ପ୍ରଥମେ ଏୟାର ଶ୍ରୀଲଙ୍କାର ଗ୍ରାଉଣ୍ଡ ହୋଷ୍ଟେସ୍ ସୁମୁଦୁ କରୁଣନାୟକଙ୍କ ସହ ବିବାହ କରିଥିଲେ। କିନ୍ତୁ ମାତ୍ର ୨ ବର୍ଷ ପରେ ତାଙ୍କୁ ଛାଡପତ୍ର ଦେଇ୨୦୦୦ ମସିହାରେ ଏୟାର ହୋଷ୍ଟେସ୍ ସାନ୍ଦ୍ରା ଡି’ସିଲଭାଙ୍କୁ ସେ ବିବାହ କରିଥିଲେ।

ଏହାପରେ ୨୦୧୨ ମସିହାରେ ସିଲଭା ଙ୍କୁ ଛାଡପତ୍ର ଦେଇ ପୁଣି ମଲିକା ସିରିସେନା ନାମକ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡି ତାଙ୍କୁ ବିବାହ କରିଥିଲେ ଏହି କ୍ରିକେଟ୍ ତାରକା।ଏହି ବିବାହ କିନ୍ତୁ ସେ ଗୁପ୍ତରେ କରିଥିଲେ।ତେବେ ଏହି ଅଭିନେତ୍ରୀଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ କିନ୍ତୁ ତାଙ୍କ ଜୀବନରେ ଆସିଥିଲା ସମସ୍ୟା। କାରଣ ଏହି ଅଭିନେତ୍ରୀ ଜଣଙ୍କ ଜଣେ ବ୍ୟବସାୟୀ ଙ୍କୁ ପୁନଃ ବିବାହ କରିଥିଲେ। ଏଥିରେ ଭୀଷଣ ରାଗି ଯାଇଥିଲେ ସନାଥ ଏବଂ ସେ ତାଙ୍କ ସ୍ତ୍ରୀଙ୍କ ସହ ତାଙ୍କର ସେକ୍ସ ଟେପ୍ କୁ ସୋସିଆଲ ମିଡିଆରେ ଅପଲୋଡ଼ କରିବା ଫଳରେ ଏହା ଭାଇରାଲ ହୋଇଥିଲା ଏବଂ ଏହାକୁ ନେଇ ସମସ୍ୟାରେ ପଡ଼ିଥିଲେ ସନାଥ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।