ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଛୋଟ ପିଲା ମାନେ ହେଉଛନ୍ତି ଦୁନିଆର ଏକ ସୁନ୍ଦର୍ ସୃଷ୍ଟି। ସେମାନଙ୍କ ପ୍ରତ୍ୟେକ ଟି କଥା ଏବଂ ଭାବନା ବାସ୍ତବରେ ଆକର୍ଷଣୀୟ ଏବଂ ହୃଦୟକୁ ଛୁଇଁଲା ଭଳି ହୋଇଥାଏ। ତେବେ ବେଳେବେଳେ ଆପଣ ଛୋଟ ପିଲା ମାନଙ୍କ ସୃଜନଶୀଳତା, ସେମାନଙ୍କ କଥାବାର୍ତା ଏବଂ ଚିନ୍ତାଧାରା ଜାଣି, ଏହାକୁ ଭାବି ଆଶ୍ଚର୍ଯ୍ୟ ହେଉଥିବେ ଯେ ସେମାନେ କିପରି ଭାବରେ ଏସବୁ କଥା ମନକୁ ଆଣିଥାନ୍ତି। ସେମାନେ କେଉଁ କାରଣ ଭିତ୍ତିରେ ଏସବୁ କଥାକୁ ଚିନ୍ତା କରିଥାନ୍ତି।ସେମାନେ ଅନେକ କଥାକୁ ଶୁଣି ମନେ ରଖି ଥାଆନ୍ତି।ଆଉ ବେଳେ ବେଳେ ସେମାନେ ଅଜିବ ପ୍ରକାରର ପ୍ରଶ୍ନ ପଚାରିଥାନ୍ତି।
ଆମେ ସେମାନଙ୍କ କଥାକୁ ଶୁଣି ବହୁତ୍ ଖୁସି ମଧ୍ୟ ହୋଇ ଥାଉ।ତେବେ ଅନେକ ସମୟରେ ସେମାନଙ୍କ କଥା ଆମକୁ ତାଯୁବ ମଧ୍ୟ କରିଥାଏ। ସେହିପରି କିଛି ପିଲାମାନଙ୍କ କଥା ମଧ୍ୟ କୌତୁହଳ ପୂର୍ଣ୍ଣ ହୋଇଥାଏ। ସେହିପରି ଏକ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଦେଖିଲେ ଆପଣ ବହୁତ୍ ଖୁସି ହେବେ ଏଵଂ ଆପଣଙ୍କୁ କହି ରଖୁଛୁ ଯେ ଏହି ବାଳକ ଜଣଙ୍କ ହେଉଛନ୍ତି ୟୁ ଟ୍ୟୁବ୍ ର ଜଣେ ଭାଇରାଲ ବୟ। ଆପଣ ତାଙ୍କୁ ଭଲ ଭାବରେ ଜାଣିଥିବେ।ସେ ଯେଉଁଭଳି ଭାବରେ କଥା ହେଉଛନ୍ତି ତାହା ଶୁଣିଲେ ଆପଣ ହସି ହସି ଗଡି ଯିବେ।ଏହି ବାଳକ ଙ୍କ ଭିଡିଓ ଅନେକ ୟୁ ଟ୍ୟୁବ୍ ଚ୍ୟାନେଲ ରେ ମଧ୍ଯ ପୋଷ୍ଟ କରା ଯାଇଥିବାର ଦେଖିବାକୁ ମିଳିଛି।
ଆପଣ ଥରେ ଏହି ଭିଡିଓ ଟି ଦେଖନ୍ତୁ ଏବଂ ଜାଣି ପାରିବେ ଯେ ଏହି ଛୋଟ ବାଳକ ଜଣଙ୍କ କିପରି କଥା ହେଉଛନ୍ତି ଏବଂ କେତେ କ୍ୟୁଟ ଲାଗୁଛନ୍ତି।ସେ ପିଲାଟି ଜଣେ ବ୍ୟକ୍ତିଙ୍କୁ ପଚାରୁଛି ଆପଣ କଣ ମୋ ବାପାଙ୍କ ସାଙ୍ଗ।ସେ ବ୍ୟକ୍ତି ଜଣଙ୍କ କହୁଛନ୍ତି ମୁଁ ତୁମ ବାପାଙ୍କ ସାଙ୍ଗ ଏବଂ ତୁମ ମାମୁଁ ଙ୍କ ସାଙ୍ଗ ମଧ୍ଯ। ତାପରେ ଛୋଟ ପିଲାଟି କହୁଛି ମୋର ତ ମାମୁଁ ନାହିଁ।ସେ କହୁଛନ୍ତି ତାହେଲେ ସେ ତୁମର କଣ ଅଟନ୍ତି? ତାପରେ ପିଲାଟି କହୁଛି ସେ ମୋର ଚାଚୁ। ଏହାପରେ ସେ କୁନି ସ୍ବରରେ ସୁନ୍ଦର୍ ଭାବରେ ଅନେକ କଥା କହୁଛନ୍ତି। ପିଛେ ତ ଦେଖ, ପିଛେ ତ ଦେଖ, ଏହିଭଳି ସେ ସୁନ୍ଦର୍ ଭାବରେ ଏମିତି କହୁଛନ୍ତି ଯାହା ଶୁଣିବାକୁ ବହୁତ୍ ଭଲ ଲାଗୁଛି।
ଏହି ପିଲାଟିର କଥା ଶୁଣିବାକୁ ଯେମିତି ଭଲ ଲାଗୁଛି ପିଲାଟି ସେମିତି କ୍ୟୁଟ୍ ଏଵଂ ସ୍ମାର୍ଟ ମଧ୍ଯ ଲାଗୁଛି। ତେବେ ଏହି ପିଲାଟିର ନାମ ପଥାନ ଅହମ୍ମଦ ଶାହ।ଏହି ବାଳକ ଜଣଙ୍କ ତାଙ୍କର କହିବାର ଶୈଳୀ ଏବଂ ତାଙ୍କର ସ୍ମାର୍ଟ ନେସ ପାଇଁ ବହୁତ୍ ପରିଚିତ ଏବଂ ଭାଇରାଲ ହେବାରେ ଲାଗିଛନ୍ତି। ଏହାକୁ ଯିଏ ଦେଖୁଚି ସେ ହସି ହସି ଗଡି ଯାଉଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।