ଦେଖନ୍ତୁ Viral ଭିଡ଼ିଓ : ଏହି କୁନି ପିଲାଟିର କଥା ଶୁଣି ଆପଣ ହସି ହସି ଗଡ଼ିଯିବେ, ଶୁଣନ୍ତୁ କ’ଣ କହୁଛି….

0

ବନ୍ଧୁଗଣ ଛୋଟ ପିଲା ମାନଙ୍କର ସୃଜନ ଶିଲତା ଏବଂ ବାକ୍ ଚାତୁରୀ ବେଶ୍ ପ୍ରଖର ହୋଇଥାଏ। ସେମାନଙ୍କ କଥା କହିବା ଏବଂ କୌଣସି କଥାକୁ ମନେ ରଖିବାର ଦକ୍ଷତା ବେଶ୍ ଅଧିକ। ସେମାନଙ୍କୁ ନେଇ ଅନେକ ପ୍ରକାର ଘଟଣା ସମ୍ପର୍କରେ ଆପଣ ଆସୁଥିବେ ନିୟମିତ ଭାବରେ।ତେବେ ଅନେକ ସମୟରେ ସୋସିଆଲ ମିଡିଆରେ ଅନେକ ଭାଇରାଲ ଭିଡିଓ ଆପଣ ମାନେ ଦେଖୁଥିବେ। ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା।ଆଜି ଆମେ ଜାଣିବା ଏମିତି ଏକ ଭିଡିଓ ବିଷୟରେ ଯାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ହସି ହସି ଗଡିଜିବେ।

ଏହାଛଡା ଆପଣ ଏହି ବାଳକକୁ ପ୍ରଶଂସା କରିବାକୁ ବାଧ୍ୟ ହେବେ।ସେ ହେଉଛନ୍ତି ଜଣେ କୁନି ବାଳକ।କୁନି ପିଲାଙ୍କ କଥାରେ ଏକ ଅଲଗା ପ୍ରକାରର ଭାବନା ରହିଥାଏ ଯାହା ଶୁଣିବା ଲୋକଙ୍କୁ ବହୁତ୍ ଖୁସି ଦେଇଥାଏ। ସେମାନଙ୍କ କଥା ମଜାଳିଆ ବା କୌତୁକିଆ ହୋଇଥିବା କାରଣରୁ ଏହା ଅନେକାଂଶରେ ଲୋକଙ୍କ ପସନ୍ଦ ପାଲଟି ଯାଇଥାଏ। ସେମାନଙ୍କୁ ଶୁଣିବା ପାଇଁ ସମସ୍ତେ ଆଗଭର ହୋଇ ଥାଆନ୍ତି ଏବଂ ବାରମ୍ବାର ଶୁଣିଲେ ବି ଏକ ଅଜଣା ଖୁସି ପାଇଥାନ୍ତି। ତେବେ ବିଭିନ୍ନ ସମୟରେ କୁନି ପିଲା ମାନଙ୍କର ଏହିଭଳି ଅନେକ ଭିଡିଓ ଲୋକଲୋଚନକୁ ଆସିବାର ଦେଖାଯାଏ।ଆଉ ସେହି ସବୁ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ଭାଇରାଲ ହୋଇଥାଏ।

ତେବେ ସେହିପରି ଏକ ଭିଡିଓ ପୁଣି ସାମ୍ନାକୁ ଆସିଚି ଯାହା ଏବେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।ଏମିତିରେ କୁନି ପିଲାମାନଙ୍କ ସ୍ୱର ଏବଂ ସେମାନଙ୍କ କଥା ସମସ୍ତଙ୍କୁ ଏକ ଅଜଣା ଖୁସି ଦେଇଥାଏ। ସେମାନଙ୍କ କଥା ସମସ୍ତଙ୍କ ହୃଦୟକୁ ସ୍ପର୍ଶ ମଧ୍ୟ କରିଥାଏ। ତୁନି ଓଠରେ ସେମାନେ ଯେଉଁଭଳି କଥା ହୁଅନ୍ତି ତାହା ଶୁଣିବାକୁ ମଧ୍ୟ ଭଲ ଲାଗେ। ତେବେ ଯେଉଁଭଳି ଭାବରେ ସେମାନେ କୌତୁକିଆ ଢଙ୍ଗରେ କଥା ହୁଅନ୍ତି କିମ୍ବା ଗୀତ ଗାଇଥାନ୍ତି ତାହା ସମସ୍ତଙ୍କୁ ଯେତିକି ଶ୍ରୁତି ମଧୁର ଲାଗିଥାଏ ସେତିକି ଆନନ୍ଦ ମଧ୍ୟ ଦେଇଥାଏ। ସେହିଭଳି ଏବେ ଏହି କୁନି ପୁଅର ଭିଡିଓ ଏତେ ମାତ୍ରାରେ ଭାଇରାଲ ହେଉଛି ଯେ ଯାହାକୁ ଦେଖିଲେ ଆପଣ ମଧ୍ୟ ଖୁସି ହୋଇଯିବେ।

କୁନି ପୁଅଟି ମୁହଁରେ ପାଠ ପଢ଼ା ନକରିବାର ବାହାନା ଯେଉଁ ଭଳି ଭାବରେ ଶୁନିବାକୁ ମିଳୁଛି ତାହା ଅତ୍ୟନ୍ତ ମଜାଦାର ଏବଂ କୌତୁକିଆ ଅଟେ।ପିଲାଟି ମୁହଁରେ ଏଭଳି କଥା ବହୁତ ସୁନ୍ଦର୍ ଲାଗୁଛି।ଏହା ଶ୍ରୁତି ମଧୁର ମଧ୍ୟ ହୋଇଛି। ଯାହାକୁ ଦେଖି ଏବଂ ଶୁଣି ବାସ୍ତବରେ ଆପଣ ଖୁସି ହେବେ ନିଶ୍ଚିତ ଭାବରେ।ଏହି କୁନି ପିଲାଟି ଯାହା କହୁଛନ୍ତି ଆପଣ ଥରେ ତାଙ୍କର ଏହି ସ୍ୱରକୁ ଶୁଣନ୍ତୁ ଏବଂ ଭିଡିଓ କୁ ଦେଖନ୍ତୁ, ତାପରେ ନିଜେ ଆପଣ ପିଲାଟିର ପ୍ରଶଂସା ନକରି ରହି ପାରିବେ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।