Vastu Shastra – ଏହି ମନ୍ତ୍ର ସବୁ ଦିନ ଜପ କରନ୍ତୁ ଦୂର ହୋଇଯିବ ସବୁ ଦୁଃଖ କଷ୍ଟ , ଜାଣନ୍ତୁ କଣ ଏହି ମନ୍ତ୍ର…ସଚ୍ଚା ହନୁମାନ ଭକ୍ତ ଦେଖନ୍ତୁ…

0

ଆଜିକାଲି ଟେକ୍ନୋଲୋଜି ଯେତେ ଆଗକୁ ଯାଇଥିଲେ ମଧ୍ୟ ଆମେ ସମସ୍ତେ ଭଗବାନଙ୍କ ଉପରେ ବିଶ୍ୱାସ ଓ ଭରସା ରହିଥାଏ। ବେଦ ପୁରାଣରେ ଅନେକ ଜ୍ଞାନ ରହିଥାଏ ମଣିଷ ଜୀବନରେ ଯେ କୌଣସି ଦୁଃଖ କଷ୍ଟ ଆସିଥାଏ ସେତେବେଳେ ଭଗବାନଙ୍କୁ ଖୋଜିଥାଏ। ଯଦି ଆପଣଙ୍କ ଜୀବନରେ କୌଣସି ଦୁଖଃ କଷ୍ଟ ରହିଛି। ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି ମନ୍ତ୍ର ବିଷୟରେ କହିବୁ ଯାହା ପ୍ରତିଦିନ ଜପ କରିବା ଦ୍ବାରା ଜୀଵନରେ ସବୁ ଦୁଃଖ ଓ କଷ୍ଟ ଦୂର ହୋଇଯିବ। ତେବେ ଆସନ୍ତୁ ଏହି ମନ୍ତ୍ର କଣ ଜାଣିବା;

ଆପଣ ମାନେ ଜାଣିଥିବେ ହନୁମାନଙ୍କର ପଞ୍ଚଶକ୍ତି ମନ୍ତ୍ର ହେଉଛି ହନୁମାନଙ୍କର ଖାସ ପ୍ରଭାବଶାଳୀ। ଏହା ଶକ୍ତିଶାଳୀ ପଞ୍ଚସଖି ହନୁମାନ ମନ୍ତ୍ର ଅଟେ। କଳିଯୁଗରେ ହନୁମାନଙ୍କର ପ୍ରତ୍ୟକ ମନ୍ତ୍ର ଚମତ୍କାରୀ ବୋଲି ମାନି ଥାଉ। କଳିଯୁଗରେ ୭ ଟି ଜିଅଞ୍ଜୀବି ମାନଙ୍କ ମଧ୍ୟରୁ ଗୋଟିଏ ହେଉଛନ୍ତି ସ୍ୱୟଂ ବଜରଙ୍ଗବାଲୀ ଅଟନ୍ତି। ସେ ଜଣେ ଏମିତି ଦେବତା ଅଟନ୍ତି ସ୍ୱର୍ଗ ଲୋକରେ ନରହି ଆଜିବି ମଧ୍ୟ ସଶରୀରେ ପୃଥିବୀରେ ଗୁପ୍ତ ରୂପେ ବିଚରଣ କରୁଛନ୍ତି। ତଥା ସମୟ ସମୟରେ ସେ ନିଜେ ଥିବାର ମନେ ପକାଇ ଦେଉଛନ୍ତି।

ତେବେ ହନୁମାନଙ୍କୁ ପୃଥିବୀରେ ଅମର ରହିବାର ବର ଦାନ ସ୍ତୁରାମ ଓ ମାତା ସୀତା ଦେଇଥିଲେ। ଆଜି ବି ମଧ୍ୟ କୌଣସି ଭକ୍ତ ସଚା ଶ୍ରଦ୍ଧାରେ ରାମ ଏବଂ ହନୁମାନଙ୍କର ନାମ ସ୍ମରଣ କରନ୍ତି, ତେବେ ହନୁମାନଜୀ ସେହି ଭକ୍ତର ଦୁଃଖ ଦୂର କରି ଥାଆନ୍ତି। ହନୁମାନଙ୍କର ଏଭଳି ଏକ ମନ୍ତ୍ର ରହିଛି ଯେ କେହି ବି ମନ୍ତ୍ର ଜପିଲେ ତାହାର ଦୁଃଖ ଦୂର ହୋଇ ଯାଇଥାଏ। ସେହି ମନ୍ତ୍ର ହେଉଛି ‘ଓଁ ନମୋ ପଞ୍ଚବାଦନୈ ସର୍ବ ହୈଗ୍ରୀବ ଗରୁଡ଼ ଶତ୍ରୁ ସଂହାର ଭୂତ-ପ୍ରେତ ପ୍ରମଦାୟ ସ୍ୱାହା’ ଏହି ମନ୍ତ୍ରକୁ ଘରେ ପୂଜା ସାରି ମଙ୍ଗଳବାର ଓ ଶନିବାର ସକାଳୁ ପାଞ୍ଚଥର ଜପିବେ।

ତେବେ ଏହି ମନ୍ତ୍ରର ଜପ ପାଇଁ ଉତ୍ତମ ସମୟ ହେଉଛି ସୂର୍ଯ୍ୟଦ୍ୱୟ ସମୟ କିମ୍ବା ମଧ୍ୟରାତ୍ରୀ ସମୟ। କାରଣ ଏହି ସମୟରେ ଦିବ୍ୟ ଶକ୍ତି ଗୁଡିକ ବିଚରଣ କରନ୍ତି। ଏଥି ସହିୟା ଏହି ମନ୍ତ୍ରକୁ ପାଞ୍ଚ ଥର ଜପ କରନ୍ତୁ। ଏହି ମନ୍ତ୍ରର ବିଧି ବହୁତ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହି ମନ୍ତ୍ରକୁ ପୂର୍ଣ୍ଣ ବିଧି ସହିତ ଦୂର କରନ୍ତୁ। ଯାହା ଫଳରେ କି ମନ୍ତ୍ରର ସମ୍ପୂର୍ଣ୍ଣ ଫଳ କରି ପାରିବେ। ତେବେ ଯାହା ଫଳରେ କି ସବୁ ଦୁଃଖ, କଷ୍ଟ ଓ ସବୁ ଅସବିଧା ଦୂର ହୋଇଯିବ। ଏହି ମନ୍ତ୍ର ଜପିଲେ ଯେତେ ବଡ଼ ବିପଦ ପଡ଼ି ଥିଲେ, ସବୁ ବିପଦ ଟଳି ଯିବ ଆଉ ଯଦି ବି ଭୟ ଲାଗୁ ଥାଏ, ତା’ହେଲେ ବି ମନରୁ ଭୟ ମଧ୍ୟ ଦୂରେଇ ଯିବ। ତେବେ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ମନ୍ତ୍ରକୁ ଜପ କରନ୍ତୁ ସବୁ କଷ୍ଟ ଓ ଦୁଃଖ ଆପଣଙ୍କ ଠାରୁ ଦୂରେଇ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।