Jyotish Shastra – ଏହି ମାସ ଶେଷ ହେବା ମାତ୍ରେ ଏହି 4 ଟି ରାଶି ବ୍ୟକ୍ତି ଟଙ୍କାର ଗଦିରେ ଶୋଇବେ

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ମାନଙ୍କର ଚଳନର ପରିବର୍ତ୍ତନ ଯୋଗୁଁ କିଛି ରାଶି ମାନଙ୍କର ଭାଗ୍ୟ ପରିବର୍ତ୍ତନ ହୋଇଥାଏ । 12 ଟି ରାଶି ମାନଙ୍କ ମଧ୍ୟରୁ କିଛି ରାଶି ଉପରେ ଏହାର ଖରାପ ପ୍ରଭବା ପଡିବା ସହିତ ଆଉ କିଛି ରାଶି ଉପରେ ଭଲ ପ୍ରଭବା ମଧ୍ୟ ପଡିଥାଏ । ଏହି ମାସ ଶେଷ ହେବା ପୂର୍ବରୁ ଏହି 4 ଟି ରାଶିର ସମସ୍ତ ଦୁଃଖ ସମୟ ଶେଷ ହେବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ ।

1 ମେଷରାଶି —-

ଏହି ରାଶିର ବ୍ୟକ୍ତି ମାନଙ୍କର ସମସ୍ତ କାର୍ଯ୍ୟ ଶୁଭ ହେବାକୁ ଯାଉଛି ଏବଂ ଆପଣ ମନରେ ଭାବିଥିବା ବା ଚିନ୍ତା କରିଥିବା ସମସ୍ତ କାର୍ଯ୍ୟ ମଧ୍ୟ ସଫଳ ହେବାକୁ ଯାଉଛି । କୌଣସି ପ୍ରକାର ବିବାଦ ଲାଗି ରହିଥିଲେ ତାହା ମଧ୍ୟ ସମାପ୍ତ ହେବାକୁ ଯାଉଛି ଏବଂ ଆପଣଙ୍କ ଜୀବନରେ ଅନେକ ଗୁଡିଏ ନୂତନ ପରିବର୍ତ୍ତନ ମାନ ଦେଖିବାକୁ ମିଳିବ ।

2 ତୁଳାରାଶି—–

ଏହି ରାଶିର ବ୍ୟକ୍ତି ମାନଙ୍କୁ ବଡ ଲୋକମାନଙ୍କୁ ବହୁତ ବଡ ଲାଭ ମିଳିବାକୁ ଯାଉଛି ଏବଂ ଅବିବାହିତ ଥିବା ବ୍ୟକ୍ତି ମାନଙ୍କର ବିବାହର ଯୋଗ ମଧ୍ୟ ରହିଛି । ଆପଣଙ୍କର ଅସମ୍ପୂର୍ଣ୍ଣ ଥିବା ସମସ୍ତ କାର୍ଯ୍ୟ ଏହି ମାର୍ଚ୍ଚ ମାସରେ ସମ୍ପୂର୍ଣ୍ଣ ହେବାକୁ ଯାଉଛି । ବ୍ୟବସାୟ ବା ବାଣିଜ୍ୟ କରୁଥିବା ବ୍ୟକ୍ତି ମାନଙ୍କୁ ବହୁତ ଲାଭ ମିଳିବାକୁ ଯାଉଛି ।

3 ମିଥୁନରାଶି —-

ଏହି ରାଶିର ବ୍ୟକ୍ତି ମାନଙ୍କର ଭାଗ୍ୟରେ ବଡ ପରିବର୍ତ୍ତନ ଦେଖାଯିବ ଏବଂ କୌଣସି ଲଟେରୀ ଲାଗିବାକୁ ଯାଉଛି । ଆପଣ ଦରିଦ୍ରରୁ କୋଟିପତି ହୋଇପାରନ୍ତି ଏବଂ ଆପଣଙ୍କ ଉପରେ ମାତା ପିତା ସନ୍ତୁଷ୍ଟ ରହିବେ । ଆପଣ ମାତା ପିତାଙ୍କର ଆଜ୍ଞା ପାଳନ କରନ୍ତୁ , ଏହା କରିବା ଦ୍ୱାରା ଆପଣ ତାଙ୍କ ଆଶୀର୍ବାଦର ଯୋଗ୍ୟ ହେବେ । ଆପଣ ସକାଳେ ଉଠିବା ମାତ୍ରେ ଗଣେଷ ପ୍ରଭୁଙ୍କର ନାମ ନେଇ ଶୁଭ କାର୍ଯ୍ୟ ଆରମ୍ଭ କରନ୍ତୁ । ଏହା କରିବା ଦ୍ୱାରା ଆପଣଙ୍କୁ ପୂନ୍ୟ ମିଳିବ ଏବଂ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ ।

4 କୁମ୍ଭରାଶି —-

ମାର୍ଚ୍ଚ ମାସଟି ଆପଣଙ୍କ ପାଇଁ ବହୁତ ଭଲ ଦିନ ସାବ୍ୟସ୍ତ ହେବ ଏବଂ ଆପଣଙ୍କୁ ଆପଣଙ୍କ ଜୀବନରେ ବଡ ପରିବର୍ତ୍ତନ ଦେଖିବାକୁ ମିଳିବ । ଆପଣଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ଦୃଷ୍ଟି ଲାଗି ରହିବା ସହିତ ଆପଣ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଯୋଗ୍ୟ ହୋଇ ପାରିବେ । ଆପଣ କୌଣସି ମହତ୍ୱ କାର୍ଯ୍ୟ ଆରମ୍ଭ କରିବୂା ପୂର୍ବରୁ ମାତା ଲକ୍ଷ୍ମୀଙ୍କ ନାମ ନେଇ ଆରମ୍ଭ କରନ୍ତୁ , ସେଥିରେ ଆପଣଙ୍କୁ ନିଶ୍ଚିତ ଭାବରେ ସଫଳତା ମିଳିବ । ପରିବାରରେ ଆପଣଙ୍କୁ ଆପଣଙ୍କ ମା ର ସହଯୋଗ ମିଳିବ ଏବଂ ଆପଣ ସମାଜରେ ଉନ୍ନତି ଆଡକୁ ଆଗ୍ରସର କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।