Intresting GK Question -ଏହି ଫୁଲର ନାମ କ’ଣ କେହି ଜାଣିଛନ୍ତି ? ଓଡିଆ ଘରର ଲୋକ ହିଁ ଏହାର ସଠିକ୍ ଉତ୍ତର ଦେଇପାରିବେ , ଆପଣ କହିପାରିବେ କି ଏହାର ଉତ୍ତର କଣ ?

0

ବନ୍ଧୁଗଣ ଆମର ଦୈନଦିନ ଜୀବନରେ ଆମର କିଛିଟା ସାଧାରଣ ଜ୍ଞାନ ବିଷୟରେ ଧାରଣା ରହିବା ଦରକାର l ଆମ ପାଠ ପଢା ସତ୍ୱେ ଆମର ଆଉଟ ନରଲେଜ ରହିବାର ବହୁତ ଆବଶ୍ୟକ ଅଛି କାରଣ ଆମକୁ ଆମ ଜୀବନ ମଧ୍ୟରେ କେତେ ଗୁଡିଏ ପରୀକ୍ଷା ଦେବାର ଅଛି ଓ ଯେଉଁଥିରେ ଆମେ ଉର୍ତ୍ତିନ ହେଲେ ଆମ ଭବିଷ୍ୟତ ଗଢି ଉଠିବ ସେଥିପାଇଁ ଆମେ ଆପଣ ମାନଙ୍କ ପାଇଁ କେତେଗୁଡିଏ ପ୍ରଶ୍ନ ର ଉତ୍ତର ନେଇ ଆସିଛୁ ଚାଲନ୍ତୁ ଜାଣିବା

1- ଷ୍ଟାଚୁ ଅଫ ୟୁନିଟି କାହାର ପ୍ରତିମୂର୍ତ୍ତି l
ଉତ୍ତର – ସର୍ଦାର ବର୍ଲବଭାଇ ପଟେଲ

ଏହି ଷ୍ଟାଚୁ ଅଫ ୟୁନିଟ ସର୍ଦାର ସରୋବର ଡ୍ୟାମ କଭଡ଼ିଆ ଗୁଜୁରାଟଠାରେ ଅବସ୍ଥିତ l ଯାହାର ଉଚ୍ଚତା 182ମିଟର ଏବଂ ଏହି ଷ୍ଟାଚୁ ୟୁନିଟର ଆର୍ଟିଷ୍ଟ ହେଲେ ରାମ୍ଭୀର ସୁରତ l ସର୍ଦାର ଭାଇ ପଟେଲ ଜଣେ ଭାରତୀୟ ରାଜନେତା ଏବଂ ଭାରତର ପ୍ରଥମ ଡେପୁଟି ମିନିଷ୍ଟ୍ର ପୁରାନାମା ବର୍ଲବଭାଇ ଜହ୍ନବେର ପଟେଲ ଜନ୍ମ 13 ଅକ୍ଟବେର 1975 ଏବଂ ମୁର୍ତ୍ୟୁ 15 ଡ଼ିସେମ୍ବର 1950 l ତାଙ୍କୁ ଭାରତର ଆଇରନ ମ୍ୟାନ କୁହାଯାଏ l

2- ପ୍ରଧାନମନ୍ତ୍ରୀ ପଦରେ ଥାଇବି କିଏ କିସ୍ତିରେ ଗାଡି କିଣିଥିଲେ ?
ଉତ୍ତର- ଲାଲ ବହାଦୁର ଶାସ୍ତ୍ରୀ

3- ଭାରତର କେଉଁଠି ଭାଷମାନ ପୋଷ୍ଟ ଅଫିସ ଅଛି ?
ଉତ୍ତର- ଶ୍ରୀନଗର-ଜାମ୍ମୁ କାଶ୍ମୀର
ତେବେ ଏହାର ନାମ ହେଉଛି ଫ୍ଲାଟିଙ୍ଗ ପୋଷ୍ଟ ଅଫିସ ଏହା ଜାମ୍ମୁ କାଶ୍ମୀରର ଶ୍ରୀନଗର ଠାରେ ଅବସ୍ଥିତ l

4- ପୃଥିବୀର ସବୁଠୁ ଉଚ୍ଚା କ୍ରିକେଟ ଗ୍ରାଉଣ୍ଡର ନାମ କଣ ?
ଉତ୍ତର- ଚାଏଲ କ୍ରିକେଟ ଗ୍ରାଉଣ୍ଡ
ଏହା ହିମାଚଳର ଚାଏଲ ଠାରେ ଅବସ୍ଥିତ l ଏହା 1891ରେ ସ୍ଥାପିତ ହୋଇଥିଲା l

5- ଏହି ଫୁଲର ନାମ କ’ଣ କେହି ଜାଣିଛନ୍ତି ?
ଉତ୍ତର – ଅରଖ ଫୁଲ

6- ଭାରତର କେଉଁ ଖେଳାଳିଙ୍କୁ ହିଟଲର ଜର୍ମାନୀର ନାଗରିକ ହେବାକୁ ପ୍ରସ୍ତାବ ଦେଇଥିଲେ ?
ଉତ୍ତର- ମେଜର ଧ୍ୟାନଚନ୍ଦ
ଇଏ ଜଣେ ହକି ଖେଳାଳି l ଯିଏକି ଅଲମ୍ପିକରେ ୩ଥର ସ୍ବର୍ଣ୍ଣ ପଦକ ଅଳକୃତ କରିଥିଲେ l 1928,1932,1936ରେ ସେ ଏହି 3ଟି ପଦକ ଅଳଙ୍କୃତ କାଟିଥିଲେ l

7- ଚରମିନାର କେଉଁଠାରେ ଅବସ୍ଥିତ ?
ଉତ୍ତର- ହାଇଦ୍ରାବାଦ
ଏହା ଏକ ଗ୍ଲୋବାଲ ଆଇକୋନ ଏହାକୁ ମହମ୍ମଦ ଅଲ୍ଲୀ କୁତବ ସାହା 1591ରେ ନିର୍ମାଣ କରିଥିଲେ l ଏହାର ଉଚ୍ଚତା 56ମିଟର l

8- ଭାରତର ରାଷ୍ଟ୍ରୀୟ ରନ୍ଧା ଖାଦ୍ୟ କଣ ?
ଉତ୍ତର- ଖେଚୁଡ଼ି

9- ସୁଜୁକି କେଉଁ ଦେଶର କମ୍ପାନୀ ?
ଉତ୍ତର- ଜାପାନ

10- ପୃଥିବୀର ସବୁଠୁ ମାହାଙ୍ଗା ବା ଦାମୀ ଫଳ ର ନାମ କଣ ?
ଉତ୍ତର- ୟୁଵାରୀ କିଙ୍ଗ ମେଲାନ
ଏକ ବିରଳ ଜାପାନୀ ସୁସ୍ୱାଦୁ ଫଳ l ଏହି ଫଳ ଦେଖିବାକୁ ଠିକ କଖାରୁ ଭଳି ଏବଂ ଏହାର ମୂଲ୍ୟ ଆକାଶ ଛୁଆଁ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।