Intersting GK Quession – ଏହି ପ୍ରଶ୍ନର ଉତ୍ତର ଦେବାରେ ୯୯% ଲୋକ ହେଲେ ଫେଲ, ଚାଲାକ ଲୋକ ହିଁ ଉତ୍ତର ଦେଇ ପାରିବ ?

0

ଆଜିର ସମାଜ ହେଉଛି ବିଜ୍ଞାନର ଯୁଗ ଅଟେ l ଏହି ବିଜ୍ଞାନର ଯୁଗରେ ଆମ ସମସ୍ତଙ୍କୁ ପ୍ରଚୁର ଜ୍ଞାନ ଆହୋରଣର ଆବଶ୍ୟକତା ରହିଛି l ଜ୍ଞାନ ହେଉଛି ଅସୀମ ସାଗର ସଦୃଶ ଅଟେ l ତେଣୁ ଏହି ବିଦ୍ୟା ରୂପକ ସାଗରକୁ ସନ୍ତରଣ କରି ଜ୍ଞାନ ରୂପକ ଧନକୁ ଉପାର୍ଜନା କରିବାର ଆମ ସମସ୍ତଙ୍କର ଯଥେଷ୍ଟ ଆବଶ୍ୟକତା ରହିଛି l ଆଜିର ସମାଜ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ଦୁନିଆ ଅଟେ l ତେଣୁ ଏହି ସମାଜରେ ଆମକୁ ତିଷ୍ଠି ରହିବାକୁ ହେଲେ ଆମକୁ ସେହି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ସହ ନିଜକୁ ଖାପ ଖାପଖୁଆଇ ଚାଲି ବାକୁ ପଡିବ l

ଆସନ୍ତୁ ଆଜି ଆପଣମାନଙ୍କୁ କହିବି କିଛି ବିଜ୍ଞାନ ଓ ଟେକ୍ନୋଲୋଜି ସମ୍ଭୋଦିଅ ପ୍ରଶ୍ନ ଓ ଉତ୍ତର l ଆଜିର ଦୁନିଆରେ ଗୋଟିଏ ଭଲ ଚାକିରୀ କରିବାକୁ ହେଲେ କେତେଯେ ପ୍ରତିଯୋଗିତା କରିବାକୁ ପଡୁଛି ତାହା କହି ହେବନାହିଁ l

ତେଣୁ ନିଯେ ଗୋଟିଏ ଭଲ ଚାକିରୀ କରିବାକୁ ହେଲେ ନିଜକୁ ପ୍ରଚୁର ଜ୍ଞାନ ଅର୍ଜନ କରିବାକୁ ପଡିବ ବା ସବୁ ପ୍ରତିଯୋଗିତାକୁ ସାମ୍ନା କରିବାକୁ ପଡିବ ଏବଂ ଦକ୍ଷ ଜ୍ଞାନର ଅଧିକାରୀ ହେବାକୁ ପଡିବ lଯଦି ଦକ୍ଷ ଜ୍ଞାନ ଅର୍ଜନ କରିବାକୁ ଚାହୁଁ ଛନ୍ତି ତାହାଲେ ଆପଣଙ୍କୁ ସବୁ ପ୍ରକାର ଜ୍ଞାନ ସମ୍ଭଦିଅ ବହିକୁ ଅନୁସରଣ କରିବାକୁ ପଡିବ lତେବେ ମୁଁ କହୁଛି ଆପଣ ମାନଙ୍କୁ ପ୍ରଥମ ପ୍ରଶ୍ନ ଓ ତାର ଉତ୍ତର l

1.କିଏ ଡିଜେଲ ଇଞ୍ଜିନ ଉଦଭାବନ କରି ଥିଲେ?
ଉତ୍ତର – ରୁଡୋଲଫ ଡିଜେଲ ଉଦଭାବନ କରିଥିଲେ

2. କିଏ ଟେଲି ଫୋନ ର ଉଦଭାବନ କରି ଥିଲେ?
ଉତ୍ତର -ଆଲେକଜାଣ୍ଡର ଗ୍ରାହାମବେଲ ଉଦଭାବନ କରି ଥିଲେ l

3.ଉଚତା ମାପିବା ପାଇଁ କେଇଁ ଯନ୍ତ୍ରର ବ୍ୟବହାର କରା
ଯାଇଥାଏ?
ଉତ୍ତର -ଅଲଟିମିଟର ବ୍ୟବହାର କରାଯାଏ l

4.୧୨ ମାସରେ କେତୋଟି ପର୍ବ ପଡେ ?
ଉତ୍ତର – ୧୩

5. କିଏ ବିଜୁଳିବତୀ ବା ଇଲେକ୍ଟ୍ରି ବଲ୍ଲ ଉଦଭାବନ କରି ଥିଲେ?
ଉତ୍ତର -ଥୋମାସ ଏଡିସନ ଉଦଭାବନ କରିଥିଲେ l

6.ମହାସାଗରରେ ବୁଡି ରହି ଥିବା ଜିନିଷକୁ ଠାବ କରିବା ପାଇଁ କଣ ବ୍ୟବହାର କରାଯାଇଥାଏ?
ଉତ୍ତର -ସୋନର ବ୍ୟବହାର କରାଯାଇ ଥାଏ l

7.ପାଇରୋମିଟର କେଉଁ ଜିନିଷ ମାପିବା ପାଇଁ ବ୍ୟବହାର କରା ଯାଇଥାଏ?
ଉତ୍ତର -ଉଚ୍ଚ ତାପମାନ ବ୍ୟବହାର କରାଯାଇ ଥାଏ l

8.ଫେସବୁକର ମୁଖ୍ୟ ଫାଉଣ୍ଡର କିଏ?
ଉତ୍ତର -ମାର୍କ ଜୁକେରବର୍ଗ l

9.କିଏ ବ୍ୟାଟେରୀ ଉଦଭାବନ କରି ଥିଲେ?
ଉତ୍ତର – ଏ ଲେସାଣ୍ଡରେ ଭୋଲଟା l

10.ପବନର ଗତିଵିଧି କାହା ଦ୍ୱାରା ଜଣା ପଡେ?
ଉତ୍ତର -ଏ ନେମୋ ମିଟର ଦ୍ୱାରା ଜଣା ପଡେ l

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।ତାହାଲେ ଏହିସବୁ ପ୍ରଶ୍ନ ମନେ ରଖିବା ନିହାତି ଦରକାର l ଯାହାକି ଭବିଷ୍ୟତରେ କାଯ୍ୟରେ ଆସିଥାଏ l