ଏହି ଶେଷ ଗୀତ ଗାଇବା ପରେ…ସିଙ୍ଗର K.K ଙ୍କର ହୋଇଥିଲା ଦେହାନ୍ତ… ଭିଡ଼ିଓ ଦେଖିଲେ ଆଖିରୁ ଲୁହ ଆସିଯିବ… ଦେଖନ୍ତୁ ଏହି ଭିଡିଓକୁ..

0

ସୋସିଆଲ ମିଡ଼ିଆରେ ବେଳେ ବେଳେ ଆଶ୍ଚର୍ଯ୍ୟ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଥାଏ। ଆଉ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯେଉଁଠି ବଲିଉଡ ର ବହୁତ ଲୋକ ପ୍ରିୟ ଓ ସୁନାମଧନ୍ୟ ସିଙ୍ଗର K. K ଙ୍କର ଦେହାନ୍ତ ହୋଇଥିଲା। ତେବେ ଏଠାରେ ତାଙ୍କର ଶେଷ ଗୀତ ଶୁଣିବାକୁ ମିଳିଛି ଆସନ୍ତୁ ଶୁଣିବା। ଏଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ଜୋର ରେ ଭାଇରଲ ହୋଇଛି।

ଆଉ ଏହି ଠାରେ ଏକ ଘଟଣା ଘଟିଛି ଯାହାକୁ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ନିକଟରେ ଏହି ଘଟଣା ଟି ସାରା ଦେଶରେ ବ୍ୟାପି ଯାଇଥିଲା ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ଏବଂ ଏହି ଘଟଣା କୁ ସହଜରେ ବିଶ୍ୱାସ କରି ପାରି ନଥିଲେ। ଏମିତି ବେଳେ ବେଳେ ସୋସିଆଲ ମିଡ଼ିଆରେ ଘଟଣା ସବୁ ନଜରକୁ ଆସିଥାଏ ଯାହା ଦେଖିବା ପରେ ସମସ୍ତେ ସ୍ତବ୍ଧ ହୋଇ ଯାଇ ଥାଆନ୍ତି। ଆଗରୁ ଏମିତି ବଲିଉଡ ର ଅନେକ ଅଭିନେତା ,ଅଭିନେତ୍ରୀ, ସିଙ୍ଗର,ନିର୍ଦେଶକ, ପ୍ରଯୋଜକ ଇତ୍ୟାଦି ଙ୍କର ସବୁ ମଧ୍ୟ ଅକାଳେ ମରୁ ହୋଇଥିଲା।

ଏମିତି ଅନେକ ବଲିଉଡର ବଡ଼ ବଡ଼ ଷ୍ଟାର ଙ୍କର ହଠାତ ଅବସ୍ଥାରେ ମୃତ୍ୟୁ ହୋଇଛି ଯାହା ଚାରିଆଡେ ଶୋକର ଛାୟା ମେଧ୍ୟ ଖେଳି ଯାଇଥିଲା ଯାହାକୁ ଜାଣିବା ପରେ କେହି ସହଜରେ ବିଶ୍ୱାସ କରି ନଥିଲେ ହେଲେ ତାହା ସତ ଥିଲା। ଆଉ ମଣିଷ ଜୀବନ ରେ ଜନ୍ମ ଓ ମୃତ୍ୟୁ ଦୁଇଟି ଜିନିଷ ତାହାକୁ କେହି ଅଟକାଇ ପାରିବେ ନାହିଁ। ଆଉ ପୃଥିବୀରେ ଯେଉଁମାନେ ଜନ୍ମ ହୋଇଛନ୍ତି ସମସ୍ତଙ୍କର ଦିନେ ନା ଦିନେ ମୃତ୍ୟୁ ଆସିବ ତାହାକୁ କେହି ଜାଣି ପାରିବେ ନାହିଁ। ଆଉ ଯିଏ ଯେତେ ବଡ଼ ଧନୀ,ଗୁଣି, ବିଦ୍ୟମାନ ହୋଇ ଥାଉ ମୃତ୍ୟୁ ଆଗରେ ସମସ୍ତେ ସମାନ। ଆଉ ଏମିତି କେହି ନାହିଁ କେହି ନିଜ ଜୀବନ କୁ ଅମର କରି ରଖି ପାରିବେ ତାହା କେବେ ମଧ୍ୟ ହୋଇ ପାରିବ ନାହିଁ। ଆଉ ଏବେ ପୁଣି ଜଣେ ବଲିଉଡର ବହୁତ ଲୋକ ପ୍ରିୟ ସିଙ୍ଗର K.K ଙ୍କର ମୃତ୍ୟୁ ହୋଇ ଯାଇଛି।

ଆଉ ଏହି ଭିଡ଼ିଓ ରେ ଦେଖିବାକୁ ମିଳିଛି ଯେ ଜଣେ ନିଜର କଣ୍ଠ ର ଯାଦୁ ମାଧ୍ୟମରେ ସମସ୍ତଙ୍କୁ ବାନ୍ଧି ରଖିଥିବା ଗାୟକ ଆଉ ଏ ଦୁନିଆରେ ନାହାଁନ୍ତି ଯାହାକୁ ଶୁଣିବା ପରେ ଫ୍ୟାନ୍ସ ମାନେ ଚମକି ପଡିଲେ। ଆଉ ସେ ଏମିତି ଅଵସ୍ଥା ରେ ତାଙ୍କର ମୃତ୍ୟୁ ହୋଇଛି ତାହା ଏକ ଆଶ୍ଚର୍ଯ୍ୟ କର ଘଟଣା ରହିଥିଲା। ସିଙ୍ଗର K. K ଙ୍କର ଏମିତି ଅକାଳେ ମୃତ୍ୟୁ ହେଲା ଯାହା ସୋସିଆଲ ମିଡ଼ିଆରେ ଚଂଚଲ୍ୟ ସୃଷ୍ଟି କରିଛି। ଏବେ ତାଙ୍କର ଏକ ଷ୍ଟେଜ ଶୋ ରେ ନଜରକୁ ଆସିଥିଲେ ହେଲେ ତାହା ପରେ ଏମିତି କିଛି ଘଟିଗଲା ତାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।