ହେ ଭଗବାନ ! ଅର୍ଥ ସାଜିଛି ବାଧକ, ଗରିବ ବାପା ପାଟିରେ ହୋଇଛି କ୍ୟାନ୍ସର, ଆପଣଙ୍କ ଗୋଟିଏ ସାହାଯ୍ୟ ଗରିବ ବାପାର ଜୀବନ ବଞ୍ଚାଇ ପାରିବ

0

ଆଜି ସମୟରେ ସମାଜ କେତେ ପରିବର୍ତ୍ତନ ହେଲାଣି , ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ପରିସକ୍ଷିତ ହେଉଛି । ଏବେକା ସମୟରେ କୌଣସି କାମ ଅଧୁରା ରହୁନାହିଁ କି କୌଣସି କାମ କରିବା ପାଇଁ ସମୟ ମଧ୍ୟ ଅଧିକ ଲାଗୁନାହିଁ । ଏବେ କମ ସମୟରେ କମ ଖର୍ଚ୍ଚରେ ଆମର ଅନେକ କାମ ହୋଇଯାଉଛି । ଏବେକା ସମୟ ହେଉଛି ବିଜ୍ଞାନର ସମୟ ଏବେକା ସମୟରେ ସମସ୍ତ କାମ ବିଜ୍ଞାନ ଦ୍ୱାରା ଅତି ସହଜରେ ଜାଣିପାରୁଛେ ।

ଆଜିର ସମାଜରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମଧ୍ୟ ବହୁତ ପରିବର୍ତ୍ତନ ଦେଖାଗଲାଣି ଆଗରୁ ଆମକୁ ଗୋଟିଏ ରୋଗ ଚିହ୍ନଟ କରିବାକୁ ସମୟ ଲାଗୁଥିଲା ମାତ୍ର ଏବେ ତାହାକୁ ବହୁତ ଶୀଘ୍ର ଚିହ୍ନଟ କରିପାରୁଛୁ ଏବଂ ତାହାର ମେଡିସିନ ମଧ୍ୟ ବାହାର କରିପାରୁଛି , ଯାହା ଦ୍ୱାରା କି ଲୋକମାନେ ସେହି ରୋଗରୁ ମୁକ୍ତି ପାଇ ପାରୁଛନ୍ତି ଷ ମାତ୍ର ଦୁଃଖର ବିଷୟ ଏହା କି ଏବେ ମଧ୍ୟ ଆମ ସ୍ୱାସ୍ଥ୍ୟ କ୍ଷେତ୍ରରେ ଏପରି ଏକ ରୋଗ ରହିଛି ଯାହାର ସଠିକ ମେଡିସିନ ଏବେ ପର୍ଯ୍ୟନ୍ତ ବାହାରି ପାରିନାହିଁ ।

ଆପଣ ମାନେ ତ କର୍କଟ ରୋଗ ବିଷୟରେ ଜାଣନ୍ତି ଏହି ରୋଗ ହେଲେ ମଣିଷ ନିଜ ଜୀବନର ଆଶା ଛାଡିଦେବା ଉଚିତ କାହାର ଏହାର ମେଡିସିନ ବାହାରିନାହିଁ । ତେବେ ବଡ ବଡି ଆ ଲୋକମାନେ ବହୁତ ଟଙ୍କା ଖର୍ଚ୍ଚ କରି ମଧ୍ୟ ଏହି ରୋଗରୁ ମୁକ୍ତି ପାଇପାରନ୍ତି ନାହିଁ ଶେଷରେ ମୃତ୍ୟୁବରଣ କରନ୍ତି ।

ତଥାପି କେତେକ ଲୋକ ଟଙ୍କା ଖର୍ଚ୍ଚ କରି ଏହି ରୋଗରୁ ଅଳ୍ପ ମାତ୍ରାରେ ବଞ୍ଚି ଯାଆନ୍ତି ମାତ୍ର ଯଦି କେହି ଗରିବ ଲୋକଙ୍କୁ ଏହି ରୋଗ ହୋଇଛି ତେବେ ସେ ନିଜର ବଞ୍ଚିବାର ଆଶା ଛାଡିଦେବା ଉଚିତ । କାରଣ ଟଙ୍କା ନତିରେ ଏଥିରୁ ଅଳ୍ପ ମାତ୍ରାରେ ମଧ୍ୟ ବର୍ତ୍ତି ହେବ ନାହିଁ । ତେବେ ସେହିପରି ଏକ ଘଟମା ଆମ ମାନଙ୍କୁ ସାମ୍ନାକୁ ଆସିଛି ।

ଭଦ୍ରକ ଜିଲ୍ଲାର ଦାମନଗର ଅନ୍ତର୍ଗତ ସୋଲଗାନ ଗ୍ରାମରେ ଏକ ବ୍ୟକ୍ତିଙ୍କୁ କର୍କଟ ରୋଗ ହୋଇଛି ତାଙ୍କର ନାମ ହେଉଛି ବିବେକାନନ୍ଦ ହବେହେରା । ସେ ଦିନ ମଜୁରିଆ ଭାବେ କାମ କରନ୍ତି ଏବଂ ନିଜର ପେଟ ପାଲିଥାନ୍ତି ତାଙ୍କର କୌଣସଲି ଖଣ୍ଡେ ଜମି ମଧ୍ୟ ନାହିଁ । ତେବେ ଏପରି କ୍ଷେତ୍ରରେ ଏବେ ସେ କର୍କଟର ଗୋଗରେ ପୀଡିତ ଅଛନ୍ତି । ସେ ଗତ 6 ମାସରୁ ମାଉଥ କ୍ୟାନସରରେ ପୀଡିତ ଅଛନ୍ତି ମାତ୍ର ଅର୍ଥ ଅଭାବରୁ ସେ ନିଜର ଚିକିତ୍ସା କରିପାରୁନାହାନ୍ତି ।

ତେବେ ଘରେ ସେ ହିଁ କାମ କରିବା ଲୋକ ମାତ୍ର ସେ ଗତ 6 ମାସରୁ ଘରେ ଏପରି ବସିଯିବାରୁ ଘର ଚଲିବା ପାଇଁ ବହୁତ କଷ୍ଟ ହେଉଛି ତେବେ ଏବେ ସମୟରେ ସେ ନିଜର ଦୁଃଖ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହା ସହିତ ତାଙ୍କର ଚିକିତ୍ସା ପାଇଁ କିଛି ଆର୍ଥିକ ସାହାର୍ଯ୍ୟ ନିଦେବନ କରିଚନ୍ତି । ଯଦି ଆପଣ ମାନେ ତାଙ୍କୁ ସାହାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି ତେବେ ତାଙ୍କ ଆକାଉଣ୍ଟରେ ପଇସା ଜମା କରିପାରିବେ ଯାହା ଦ୍ୱାରା ସେ ନିଜର ଚିକିତ୍ସା କରିପାରିବେ ।

CIF NO-UCBA0000599
Account no-05990100010043
Mobile no-8144839994

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।