ଏଇବାଟେ ୮୦ ଫୁଟ ତଳୁ ବାହାରୁଛି ୧୧ ବର୍ଷର ରାହୁଲ.. ସୁଡ଼ଙ୍ଗ ଖୋଳା ଆଉ ଅଳପ ରହିଲା ବାକି… ଦେଖନ୍ତୁ Video

ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଘଟିଥିଲା ଛତିଶଗଡ ଜିଲ୍ଲା ରେ,10 ବର୍ଷର ପୁଅ ସହିତ ଯିଏ କି ଜନ୍ମରୁ କଥା କହିପାରେନି ମୁକ ପିଲାଟି,48 ଘଣ୍ଟା ହେଲା ଶିଶୁ ଟିର ସୁରକ୍ଷା କରିବା ତାକୁ ରକ୍ଷା କରିବା ପାଇଁ ଚାଲିଛି ଉଦ୍ୟମ ଆଉ ଶେଷରେ ସଫଳ ହେବାକୁ ଯାଉଛନ୍ତି ମଧ୍ୟ ଟିମ, ତିନି ଦିନ ହେଲା ସୁଡ଼ଙ୍ଗ ଭିତରେ ଫୋସି ରହିଥିବା ରାହୁଲ ଙ୍କୁ ଉଦ୍ଧାର କରିବାରେ ସଫଳ ହେବେ ସରକାର |

ଆଉ ଛତିଶଗଡ ର ମୁଖ୍ୟମନ୍ତ୍ରୀ ଭୂପେଶ ମଧ୍ୟ ରାହୁଲଙ୍କର ଘଡି ଘଡି ର ଖବର ରଖିବା ସହିତ କହିଛନ୍ତି ଭିଡିଓ ମାଧ୍ୟମରେ ରାହୁଲ ସୁଡ଼ଙ୍ଗ ଭିତରେ କେମିତି ଅଛି ତାର ସମସ୍ତ ଖବର ମଧ୍ୟ ନେଉଛନ୍ତି, ଆଉ ମଧ୍ୟ ଭିଡିଓ କୋଲିଂ ମାଧ୍ୟମରେ ରାହୁଲଙ୍କ ବାପା, ମା ଙ୍କ ସହିତ କଥା ହେଉଛନ୍ତି ଆଉ ତାଙ୍କୁ ସନ୍ତାନ ମଧ୍ୟ ଦେଇଛନ୍ତି ଆଉ କହିଛନ୍ତି ଜଗନ୍ନାଥ ମହାପ୍ରଭୁ ରାହୁଲଙ୍କ ସହିତ ଅଛନ୍ତି ତାଙ୍କର କିଛି ହେବନି |

ତେବେ କହିବା ଅନୁସାରେ 2006 ମସିହାରେ ମଧ୍ୟ ଏପରି ଏକା ଘଟଣା ଘଟିଥିଲା, ଆଉ ଯାହା ଫଳରେ ପୁଣି ଥରେ ଏମିତି ଘଟଣା ଛତିଶଗଡ ରେ ଘଟିବା ଯୋଗୁ ରାହୁଲ ମଧ୍ୟ ବହୁତ ଚିନ୍ତିତ ଅଛନ୍ତି, ଆଉ ମଧ୍ୟ 80 ଫୁଟର ତଳକୁ ଖୋସି ପଡିଥିବା ରହିଲାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚାଲିଛି ଓଁ ସେହି ସୁଡ଼ଙ୍ଗ ପାଖ ଆଉ ଗୋଟିଏ ସୋମ ସୁଡ଼ଙ୍ଗ ଖୁଲାଯାଉଛି ଓ ବାସ ଆଉ କିଛି ସମୟ ଭିତରେ ରାହୁଲ ଙ୍କୁ ଉଦ୍ଧାର କରାଯିବ ବୋଲି କହିଛନ୍ତି ଭୂପେଶ |

ତେବେ ବାରମ୍ବାର ଏପରି ଅଭାବ ନିୟ ଘଟଣା ଘଟୁଥିବାରୁ ବହୁତ ଚିନ୍ତିତ ଥିବାର ଜଣା ପଡିଛନ୍ତି ଛତିଶଗଡ ର ମୁଖ୍ୟମନ୍ତ୍ରୀ ଭୂପେଶ , ତାହା ସହିତେ ସେ ରାହୁଲ ଙ୍କ ବାପା ଓଁ ମା ଙ୍କୁ ଶାନ୍ତନା ଦେବା ସହିତ ରାଜ୍ୟରେ ଥିବା ଏପରି ସମସ୍ତ କୋରୱେଲ କୁ ବନ୍ଦ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି, ଆହୁରି ମଧ୍ୟ ସେ କହିଛନ୍ତି କି ଏସ. ଡି. ଆର. ଏଫ. ଓ ଏନ. ଡି. ଆର. ଏଫ, ଆର୍ମି ଓ ଗୁଜୁରାଟ ରୁ ବି ଏମିତି କିଛି ଟିମ କୁ ଅଣାଯାଇଛି ଯାହା ଦ୍ୱାରା କି ରାହୁଲ ଙ୍କୁ ଠିକ ଭାବରେ ପୁରା ସୁସ୍ଥ ଭାବରେ ଗାତରୁ ଉଦ୍ଧାର କରିହେବ ତାହା ପାଇ ସମ୍ପୂର୍ଣ୍ଣ ଭାବରେ ଚେଷ୍ଟା ଚାଲିଛି |

ତେବେ ରାହୁଲ ଙ୍କୁ ଅନେଇ ବସିଛନ୍ତି ତାଙ୍କର ମା ଓ ବାପା କେବେ ସେ ସେ ସୁଡ଼ଙ୍ଗ ଭିତରୁ ଆସିବେ ଓଁ ତାକୁ ତାଙ୍କର ମା ବାପା କୋଳେଇନେବେ ଏବଂ ସେ ପୁଣି ଥରେ ତାଙ୍କର ସାଙ୍ଗ ମାନଙ୍କ ସହିତ ମିଶିକି ଖେଳିବ, ତେବେ ସମସ୍ତେ ରାହୁଲଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି , ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment