ଆସିଲା ବଡ ଖବର ! ଏଇଠି ମିଳୁଛି କିଶୋର ମଟନ…. ସତରେ କଣ ଏଇଠି ସେଇ ସ୍ଵାଦରେ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ରେ ଭାଇରାଲ ହେଉଥିବା ଅନେକ ଭିଡିଓ ଗୁଡିକ ମଧ୍ୟରୁ ବର୍ତ୍ତମାନ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ |ଆଉ ଯେଉଁଠି କୁହାଯାଉଛି କି କିଶୋର ଭାଇନା ଙ୍କ ଭଳି ମୋଟନ ଝୋଳ ରାନ୍ଧି ସମସ୍ତଙ୍କ ର ମନକୁ କିଣି ନେଉଛନ୍ତି କିଶୋର ଙ୍କ ହୋଟେଲ ରେ କାମ କରୁଥିବା ଜଣେ ପିଲା | ଆଉ ଯାହାକୁ କିଶୋର ଭାଇଙ୍କର ଶିଷ୍ୟ ବୋଲି କୁହାଯାଉଛି | ଆଉ ଯାହା ଯାହା କିଶୋର ଭାଇନା ତାଙ୍କର ହୋଟେଲ ରେ କରୁଥିଲେ ସେହିଭଳି ଭାବରେ ସେ ମଧ୍ୟ କରୁଛନ୍ତି ଆଉ ଲୋକ ଙ୍କ ମନକୁ ମଧ୍ୟ ଆକୃଷ୍ଟ କରାଉଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ କିଶୋର ଭାଇଙ୍କ ଶିଷ୍ୟ ଖୋଲିଥିବା ମୋଟନ ଦୋକାନ ଟି ହେଉଛି ରସଲଗଡ଼ ରୁ ବରମୁଣ୍ଡା ଆସିବା ସମୟରେ ଜୟଦେବ ବିହାର ଛକ ରୁ ଡାହାଣ ପଟକୁ ପସନ୍ତୁ କଳିଙ୍ଗ ବିହାର ଟ୍ରାଫିକ ଛକ ରେ ପାଇବେ ମା ମାଟି ହାଣ୍ଡି ମୋଟନ ର ଦୋକାନ ଟି| ଆଉ ଯେଉଁଠି ମିଳୁଛି କିଶୋର ଭାଇଙ୍କ ଭଳି ମୋଟନ ସେମ ରେଟ ଆଉ ସେମ ଟେଷ୍ଟ ଆଉ ସେମ ପ୍ରୋସେସ ମଧ୍ୟ ସେଠାରେ ଦେଖିବାକୁ ମିଳିଛି ବୋଲି କୁହାଯାଉଛି | ଆଉ ଆପଣ ମାନେ ମଧ୍ୟ ଖାଇଲେ କିଶୋର ଭାଇଙ୍କ ମୋଟନ ର ଟେଷ୍ଟ ସେଠାରେ ପାଇଁ ପାରିବେ |

ତେବେ ଆମେ ସମସ୍ତେ ଜାଣିଛୁ କି କିଶୋର ଭାଇ ଙ୍କ ମୋଟନ ଦୋକାନ ରେ ନକଲି ସସ ଓ ରଙ୍ଗ ପକାଇ ରାନ୍ଧୁଥିବାର ଖବରକୁ ନେଇ କି ବି ଏମ ସି ତରଫରୁ କିଶୋର ଭାଇଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା ଆଉ ଯାହା ଫଳରେ ତାଙ୍କର ମୋଟନ ଦୋକାନକୁ ବନ୍ଦ କରିବା ସହିତ ତାଙ୍କର ଦୋକାନକୁ ଭାଙ୍ଗିକି ପୁରା ପୁରୀ ମାଟିରେ ମିଶାଇ ଦିଆଯାଇଥିଲା |ଆଉ ଏଠାରେ ପୁଣି ଦେଖା ଯାଇଛି କି କିଶୋର ଭାଇ ଙ୍କ ଭଳି ମୋଟନ ର ଟେଷ୍ଟ ବାହାରୁଛି ତାଙ୍କର ଶିଷ୍ୟ ଙ୍କ ଦୋକାନରେ | ଆଉ ସେମ ପ୍ରସେସ ରେ ସେ ମଧ୍ୟ ଦୋକାନ ଚଳାଉଛନ୍ତି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ମୋଟନ ଝୋଳ ଫୁଲ ପ୍ଲେଟ କୁ 200 ଟଙ୍କା ବେଳେ ହାଫ ପ୍ଲେଟ କୁ 150 ଟଙ୍କା ନେଉଥିଲେ ବୋଲି କୁହାଯାଇଛି |ଆଉ ଯେଉଁଠି ଦେଖିବାକୁ ମିଳିଛି କି କିଶୋର ଭାଇନା ଙ୍କ ଭଳି ମୋଟନ ଝୁଲ ଦେବା ସହିତ ଆଳୁ ମଧ୍ୟ ଦିଆଯାଉଛି ତାହା ସହିତ କାକୁଡି ସାଲାଟ ମଧ୍ୟ ଦିଆଯାଉଛି ଆଉ ସେମିତି ରସିଦ କାଟିକି ଖାଇବାକୁ ଯିବାକୁ ପଡୁଛି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment