ଓଃ କି ମାଡ ! ପ୍ରେମ କରିବା ପଡିଲା ମାହାଙ୍ଗା ! ଏକ ତରଫା ପ୍ରେମ କରି ଯୋଡ଼ା ମାଡ ଖାଇଲେ ଯୁବକ… ଦେଖନ୍ତୁ Video

ସମାଜ ରେ ଏମିତି ଘଟଣା ବେଳେ ବେଳେ ନଜର କୁ ଆସୁଛି ଯେଉଁଠାରେ ତାହା ସମାଜ ବିରୋଧୀ। ବର୍ତ୍ତମାନ ସମୟରେ ସମାଜ ଧୀରେ ଧୀରେ ବଦଳି ଗଲାଣି ଏବଂ କଳୁଷିତ ଆଡକୁ ଗତି କରୁଛି। ଆଉ ଏହିଭଳି ଘଟଣା କୁ ଦେଖି ସରକାର ଉଚିତ ପଦକ୍ଷେପ ମଧ୍ୟ ନେବା କଥା ଯାହା ଦ୍ୱାରା ଅଭିଯୁକ୍ତ ମାନେ ସାବାଡ଼ ହେବେ। ଆଉ ଏହି ସମୟରେ ଏପରି ଘଟଣା ଦେଖିବାକୁ ମିଳିଛି ଯେଉଁଠି ଜଣେ ଯୁବକ ଉଠାଇ ନେଇଥିଲେ ନାବାଳିକା କୁ ଆଉ ତାହା ପରେ ଯାହା ହେଲା ଦେଖିଲେ ଜାଣି ପାରିବେ।

ଏହିଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଯାହାକୁ ଦେଖିବା ପରେ ସମସ୍ତେ ମଧ୍ୟ ସମାଜ ରେ ଏହିଭଳି କାମ କୁ ଘୋର ନିନ୍ଦା କରିଛନ୍ତି। ଆଉ ଏମିତି ଘଟଣା ବର୍ତ୍ତମାନ ସମୟରେ ଅନେକ ସ୍ଥାନରେ ଦେଖା ଦେଇଛଇ ଯାହା ସୋସିଆଲ ମିଡ଼ିଆରେ ନଜର ରେ ଆସିଥାଏ। ଏହି ଘଟଣା ଆଜିକାଲି ଦୁନିଆରେ ଖାସ କରି ଆମ ରାଜ୍ୟରେ ଅଧିକାଂଶ ସମୟରେ ଘଟୁଛି ଯାହାର ନ୍ୟାୟ ମଧ୍ୟ ଠିକ ଭାବରେ ପ୍ରଦାନ କରା ଯାଉନାହିଁ ଯେଉଁଠି ପାଇଁ ଏହିଭଳି ଘଟଣା ପୁଣି ଘଟୁଛି। ଆଉ ଏହିଠାରେ ଯୁବକ ଟି ଯାହା କରିଛି ତାହା ନିନ୍ଦନୀୟ ଆଉ ଏହାର ପରିଣାମ ଭୋଗିବାକୁ ଏବେ ପଡିବ ତାହା ପାଇଁ ଆଇନ ରହିଛି ଯାହାର ପୋଲିସ ଏବେ ତଦନ୍ତ ଚଲେଇଛି।

ଏହି ଘଟଣା ରେ ଜଣେ ଯୁବକ ଯିଏ ଅଭିଯୁକ୍ତ ସେ ଏମିତି ଘଟଣା କରିବା ପରେ ଗାଁ ଲୋକେ ସମସ୍ତେ ମିଶି କରି ନିସ୍ତୁକ ମାଡ଼ ମଧ୍ୟ ମାରିଛନ୍ତି। ଆଉ ଏହି ଘଟଣା ଟିରେ ନାବାଳକ ଝିଅ ଟି ସବୁ ଦିନ ପରି ସେହି ଦିନ ଟ୍ୟୁସନ ଯିବା ବାଟରେ ଏହି ଯୁବକ ଜଣଙ୍କ ତାକୁ ଉଠାଇ ନେଇଥିଲେ ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି। ଆଉ ସେହି ଝିଅ ଟିକୁ ଗୋଟିଏ ଘର ଭିତରେ ଲୁଚେଇ ରଖିଥିଲେ ଏବଂ ବିଳମ୍ବ ହେବାରୁ ତାଙ୍କ ଘର ଲୋକ ଖୋଜିଥିଲେ ଯାହାର ପରବର୍ତ୍ତୀ ସମୟରେ ସେହି ଠିକଣା ସମ୍ପର୍କରେ ଜାଣିବାକୁ ପାଇଁ ଝିଅ କୁ ଉଦ୍ଧାର କରିଥିଲେ।

ସେଠାରୁ ସେହି ଯୁବକ କୁ ଆଣି ଗାଁ ରେ ବାନ୍ଧି ଦେଇଥିଲେ ଆଉ ତା ପରେ ତ ଉତ୍ତମ ମାଧ୍ୟମ ମାଡ଼ ମଧ୍ୟ ବହୁତ ସାରା ମାରିଥିଲେ ଏବଂ ତାର ହାତ ଓ ଗୋଡ଼ ମଧ୍ୟ ଗୋଟିଏ ସ୍ଥାନ ରେ ବାନ୍ଧିଥିଲେ ଯାହାର ଭିଡ଼ିଓ ଏବେ ଦେଖିବାକୁ ମିଳିଛି। ଆଉ ଏହି ଘଟଣା ଟି ପରବର୍ତ୍ତୀ ସମୟରେ ପୋଲିସ ପାଖରେ ପହଞ୍ଚି ଥିଲା ଏବଂ ସେହି ଘଟଣା କୁ ଏବେ ତଦନ୍ତ କରୁଛି। ଏହି ଯୁବକ ଜଣଙ୍କ ଯାହା କରିଛି ତାହା ପାଇଁ ବର୍ତମାନ ଦଣ୍ଡ ବିଧାନ କରା ଯିବ। ଏହି ପରି ଘଟଣା ବିଭିନ୍ନ ସମୟରେ ନଜର ରେ ଆସୁଛି ଯାହାକୁ ଆପଣ ମାନେ ମଧ୍ୟ ଦେଖିଥିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment