ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ନୂଆ ନୂଆ ଭିଡିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ମାନଙ୍କ ସାମ୍ନା କୁ ଆସିଥାଏ ଯାହାକୁ ଦେଖିଲେ ଆମକୁ ବେଶ ଆଶ୍ଚର୍ଯ୍ୟ ଲାଗିଥାଏ | ଆଉ ବର୍ତ୍ତମାନ ସେହିଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ଦେଖିବାକୁ ମିଳିଛି ଭାଇରାଲ ହେଉଥିବାର ଆଉ ଯେଉଁଠି ଦେଖିବାକୁ ମିଳିଛି କି ଜଣେ ପ୍ରେମିକ ଙ୍କୁ ବିବାହ କରିଛନ୍ତି ଦୁଇଜଣ ପ୍ରେମିକା |ଆଉ ସମସ୍ତ ଙ୍କ ରାଜି ରେ ମଧ୍ୟ ବାହାଘର ହୋଇଛି ଓ ସେମାନେ ସାଙ୍ଗରେ ମଧ୍ୟ ରହୁଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ରେ ନଜର ପକାଇବା |
ମିଳିଥିବା ସୂଚନା ଅନୁସାରେ ଏହିଭଳି ଏକ ଘଟଣା ଟି ଦେଖିବାକୁ ମିଳିଥିଲା ଛତିଶଗଡ ର ବସ୍ଥର ଅଞ୍ଚଳରେ | ଆଉ ଯେଉଁଠି କୁହାଯାଉଛି କି ଚନ୍ଦୁ ନାମକ ଯୁବକ ଜଣଙ୍କ ବିବାହ କରିଛନ୍ତି ଦୁଇଜଣ ଝିଅ ଆଉ ଯେଉଁ ମାନଙ୍କ ନାମ ହେଉଛି ସୁନ୍ଦରୀ ଓ ହସିନା କୁ |ତେବେ ଛତିଶଗଡ ଜିଲ୍ଲା ଠାରୁ 20 କିଲୋମିଟର ଦୂର ଟିକରାଲହଙ୍ଗା ଗ୍ରାମ ରେ ହୋଇଛି ଏହି ବାହାଘର |ତେବେ କୁହାଯାଉଛି କି ଚନ୍ଦୁ ତାଙ୍କର ଦୁଇଜଣ ପ୍ରେମିକା ଙ୍କୁ ବହୁତ ଭଲ ପାଉଥିଲେ ଆଉ ସେମାନେ ମଧ୍ୟ ଚନ୍ଦୁ ଙ୍କୁ ଭଲ ପାଉଥିଲେ ତେଣୁ ସେ କାହାକୁ ଧୋକା ଦେବା ପାଇଁ ଚାହୁଁ ନ ଥିଲେ ବୋଲି ପ୍ରକାଶ କରିଛନ୍ତି |
ଆଉ ତାଙ୍କର କହିବା କଥା କି 3 ବର୍ଷ ତଳେ ସେ ଟକପାଲ ଅଂଚଳକୁ ଏକ କାମ ପାଇଁ ଯାଇଥିଲେ ଆଉ ସେଠାରେ ତାଙ୍କର ସୁନ୍ଦରୀ ଙ୍କ ସହିତ ଦେଖା ହୋଇଥିଲା ଆଉ ସେଠାରେ ସେମାନେ ପରସ୍ପର କୁ ପସନ୍ଦ କରିବା ସହିତ ବିବାହ କରିବା ପାଇଁ ମଧ୍ୟ ନିଷ୍ପତ୍ତି ନେଇଥିଲେ | ଆଉ ତାହା ର କିଛି ବର୍ଷ ପରେ ଗୋଟିଏ ବାହାଘର ପାର୍ଟି ଯାଇଥିଲା ସମୟରେ ସେଠାରେ ଚନ୍ଦୁ ଙ୍କ ସହିତ ହସିନା ଙ୍କ ସହିତ ଦେଖା ହୋଇଥିଲା ଆଉ ପ୍ରଥମ ଦେଖା ରେ ଦୁଇଜଣ ଦୁଇଜଣଙ୍କୁ ପସନ୍ଦ କରିଥିଲେ | କିନ୍ତୁ ଚନ୍ଦୁ ସମସ୍ତ ସତ କଥା ସୁନ୍ଦରୀ ଙ୍କ କଥା ହସିନା ଙ୍କୁ ଜଣାଇଥିଲେ |
ଆଉ ହସିନା ମଧ୍ୟ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି କହିଥିଲେ ଆଉ ତାହା ପରେ ହସିନା ଓ ଚନ୍ଦୁ ଗୋଟିଏ ଘରେ ରହୁଥିବାର ଶୁଣି ସୁନ୍ଦରୀ ମଧ୍ୟ ଆସିଥିଲେ | ଆଉ ଚନ୍ଦୁ ବିବାହ ଦୁଇଜଣ ଙ୍କ ସହିତ କରିବା ପାଇଁ ସ୍ଥିର କରିବା ପରେ ସମସ୍ତଙ୍କ ସାମ୍ନା ରେ ବିବାହ କରିଥିଲେ ବୋଲି କୁହାଯାଉଛି | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।