ଏକାଥରେ ସ୍ତ୍ରୀ ଏବଂ ଶାଳୀ କୁ ମାରି ବେଡ଼ ପାଖରେ ପାଣି ରଖୁଥିଲା ଏହି କୁଳାଙ୍ଗାର ସ୍ୱାମୀ… ଦେଖନ୍ତୁ Video

0

ବେଳେ ବେଳେ ଏମିତି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇଥାନ୍ତି ହେଲେ ଆଉ କିଛି ଘଟଣା ନଜରକୁ ଆସେ ତାହା ବହୁତ ଦୁଃଖ ଦେଇଥାଏ। ଆଉ ଏଠାରେ ଏକ ଘଟଣା ସାମ୍ନାକୁ ଆସିଛି ଯାହା ଏକ ଅଭାବନୀୟ ଘଟଣା। ଏହି ଘଟଣା ଟିରେ ନିଜ ସ୍ତ୍ରୀ ଶାଳୀ ର ଜୀବନ ନେଇଗଲା ଯାହା ଏବେ ତଦନ୍ତ ପରିସର ଭୁକ୍ତ। ତେବେ ଆସନ୍ତି ଜାଣିବା ସେହି ସମ୍ପର୍କରେ। ଏହିଠାରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି ଯାହାକୁ ନେଇ ସ୍ଥାନୀୟ ଅଚଂଳରେ ରେ ଚହଳ ସୃଷ୍ଟି କରିଛି।

ଏବେ ଘଟଣା ଟି ଦେଖୁବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ଯାହା ଏବେ ଚର୍ଚ୍ଚା। ଏଠାରେ ଏକ ଅଭାବନୀୟ ଘଟଣା କୁ ନେଇ ପୋଲିସ ତାଙ୍କର ତଦନ୍ତ ଚଲେଇଛି ଯାହା ଏବେ ସୂଚନା ଯୋଗ୍ୟ। ଏହି ଘଟଣା ଟିରେ କିଛି ଗୋଟିଏ କଳହ ପାଇଁ ଏମିତି ସବୁ ହୋଇଗଲା ଯାହା ଜାଣିବାକୁ ମିଳିଛି। ଆଉ ଏହି ଘଟଣା ରେ ୨ ଜଣଙ୍କର ଜୀବନ ଚାଲିଗଲା ଯାହା ଏବେ ବଡ଼ ଘଟଣା ହେଲେ ଏପଟେ ସବୁ ରହସ୍ୟ ଜଣା ପଡି ନାହିଁ। ଏଠାରେ ଘଟଣା ଏବେ ପୋଲିସ ଗୁରୁତର ସହିତ ନେଇଛି ହେଲେ ଏଥିପାଇଁ କିଛି ନ୍ୟାୟ ମିଳି ନାହିଁ ।

ଆଉ ତଦନ୍ତ ପରେ ଯାହା ସବୁ ଜଣା ପଡିବ।ଆଉ ଏହି ଘଟଣା ଟିରେ ମୁଖ୍ୟ ଅଭିଯୁକ୍ତ ଜଣଙ୍କ ଯାହା କରିଛନ୍ତି ତାହାକୁ ନେଇ ପ୍ରଶ୍ନ ଆସିଛି। ଆଉ ଏହିଠାରେ ମୁଖ୍ୟ ଅଭିଯୁକ୍ତ ଯିଏ ସେ ନିଜ ସ୍ତ୍ରୀ ସହିତ ଶାଳୀ ଙ୍କୁ ମଧ୍ୟ ମାରି ଦେଇଛି ଯାହା ଏବେ ସୂଚନା ଯୋଗ୍ୟ। ଆଉ ଏବେ ପର୍ଯ୍ୟନ୍ତ କିଛି ରହସ୍ୟ ର କାରଣ ଅସ୍ପଷ୍ଟ ରହିଛି। ଆଉ ସେଦିନ ସକାଳୁ ସକାଳୁ ଗୋଟିଏ ଘରୁ ୨ ଟି ଶବ ଏକା ବେଳେ ବାହାରି ଥିଲା ଯାହା ଏବେ ସେଠାକାର ଲୋକ ମାନେ କହିଛନ୍ତି।ଆଉ ସେଠାରେ ଯେଉଁ ସ୍ଥାନୀୟ ବାସିନ୍ଦା ଅଛନ୍ତି ସେମାନେ ମଧ୍ୟ କିଛି ମନ୍ତବ୍ୟ ଦେଇଛନ୍ତି।

ଆଉ ସେମାନେ କହୁଛନ୍ତି ଯେ ସେଦିନ ସକାଳେ ୨ ଜଣଙ୍କର ମୃତ ଶବ ଦେଖିବାକୁ ମିଳି ଥିଲା ଏବଂ ମୁଖ୍ୟ ଅଭିଯୁକ୍ତ ସେଠାରେ ରହି ନଥିଲା। ଏହି ଘଟଣା ଟିରେ ଏବେ ପୋଲିସ ଜୋରଦାର ତଦନ୍ତ ଚଲେଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଏହି ଘଟଣା ଟି କୁ ନେଇ କିଛି ରହସ୍ୟ ଆଗକୁ ଆସି ନାହିଁ। ମୁଖ୍ୟ ଅଭିଯୁକ୍ତ ନିଜ ସ୍ତ୍ରୀ ଓ ସ୍ତ୍ରୀ ର ଭଉଣୀ ଙ୍କୁ ମାରି ଦେଇଛି ଯାହାକୁ ନେଇ ଅଭିଯୋଗ ଆସିଛି ଏହିଠାରେ ସୁଚାନ ଯୋଗ୍ୟ। ଆଉ କୁହା ଯାଇଛି ଯେ ସ୍ତ୍ରୀ ର ଶବ ପାଖରେ ବେଡ଼ ଓ ପାଣି ରଖିଥିବା ନେଇ ଖବର ଶୁଣିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।