New Twist – ପୁଣି ସାମ୍ନାକୁ ଆସିଲା ନୂଆ ଖୁଲାସା , ଏକୁଟିଆ ଆସିଲେ କହିବି ଶିବ କେମିତି ମାରିଥିଲା… ଦେଖନ୍ତୁ Video

ବର୍ତ୍ତମାନ ର ଏହି ସମାଜର ମାନବିକତା କୁଆଡେ ଉଭେଇ ଗଲାଣି ଆଉ ବର୍ତ୍ତମାନ କେବଳ ଦେଖାଯାଉଛି , ଅମାନବୀକତା , ଆସଭ୍ୟତା ର କରାଳ ଦୃଶ୍ୟ।ତେବେ ବନ୍ଧୁଗଣ ଆମେ ଅନେକ ସମୟରେ ଆପଣଙ୍କୁ ଭିନ୍ନ ଭିନ୍ନ କ୍ରାଇମ , ଗୁଣ୍ଡାଗ୍ରଦି , ଅନ୍ୟାୟ ଅତ୍ୟାଚାର , ଚୋରି , ଆଶୀଳତା ଦେଖିବା କୁ ମିଳିଛି।ତେବେ ଲୋକମାନେ ବି ଏହିପରି ହୋଇଗଲେଣି କି ଟିକେ ଟିକେ କଥାରେ ହତ୍ୟା , ହିଂସାକାଣ୍ଡ ଦେଖିବାକୁ ମିଳୁଛି ଯାହାକି ଅତ୍ୟନ୍ତ ନିନ୍ଦନୀୟ ଘଟଣା ଅଟେ। ତେବେ ଆମେ ମଧ୍ୟ ଆପଣ ଙ୍କୁ ଏହିପରି ଏକ ଘଟଣା ଟି ବିଷୟ ରେ ଜଣେଇବା କୁ ଯାଉଛୁ ଯାହା ଜାଣିବା ପରେ ଆପଣ ଙ୍କର ଦେହ ଥରି ଉଠିବ।

ତେବେ ବନ୍ଧୁଗଣ ଆପଣ ମାନେ କଟକ ର ମାହାଙ୍ଗା ଅଞ୍ଚଳରେ ହୋଇଥିବା ଜଘନ୍ୟ ହତ୍ୟାକାଣ୍ଡ ବିଷୟ ରେ ନିଶ୍ଚତ ଭାବରେ ଅବଗତ ଥିବେ। ତେବେ ଆପଣ ଜାଣିଥିବେ କି ଶିବ ନାମକ ଜଣେ ବୟସ୍କ ବ୍ୟକ୍ତି ତାଙ୍କ ସାନ ଭାଇ ର ସମ୍ପୂର୍ଣ୍ଣ ପରିବାର ର ୫ ଜଣ ଙ୍କୁ ଶୋଇଥିବା ସମୟ ରେ କଟୁରି ରେ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ। ସେ ତାଙ୍କର ଭାଇ , ଭାଉଜ ଓ ତାଙ୍କର ତିନି ଜଣ ପିଲା ଙ୍କୁ ଅତ୍ୟନ୍ତ ନିର୍ମମ ଭାବରେ ହୃଦୟ ହୀନ ହୋଇ ହତ୍ୟା କରିଥିଲେ। ତେବେ ହତ୍ୟା କରିବା ପରେ ସେ ପୋଲିସ ଆଗରେ ସାରେଣ୍ଡର ମଧ୍ୟ କରିଥିଲେ କି ସେ ହତ୍ୟା କରିଛନ୍ତି ବୋଲି।

ତେବେ ଏ ନେଇ ପୋଲିସ ତାର ତଦନ୍ତ ଆରମ୍ଭ କରିବା ସହ ଶିବ ଙ୍କୁ ସେହି ହତ୍ୟା ସ୍ଥାନ କୁ ନେଇକି ଯାଇଥିଲେ ଡେମ ଦେଖାଇବା ପାଇଁ। ତେବେ ଶିବ ମଧ୍ୟ ଦେଖାଇ ଥିଲେ କିପରି ଭାବରେ ଆଉ କଣ ପାଇଁ ସେ ନିଜ ଭାଇ ଙ୍କର ପରିବାର କୁ ଏହିପରି ନିର୍ଶଂସ ଭାବରେ ହତ୍ୟା କରିଥିଲେ ବୋଲି। ତେବେ ଏ ନେଇ ପୋଲିସ ଅଧିକାରୀ ମିଡ଼ିଆ ସାମ୍ନା ରେ ନିଜର ମତ ରଖିଥିଲେ। ତେବେ ପୋଲିସ ଅଧିକାରୀ ଜଣଙ୍କ କହିଛନ୍ତି କି ଶିବ ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ନାହାନ୍ତି ସେ ସୁସ୍ଥ ହେବା ପରେ ସବୁ କଥା ସାମ୍ନା କୁ ଆସିବ।

ତେବେ ଇନଭେସ୍ଟିଗେସନ କରିବା ପରେ ଅନ୍ୟ ଏକ ଶାବୁଲ କ୍ରାଇମ ସିନ ରୁ ଜବଦ କରାଯାଇଛି। ତେବେ ଧୀରେ ଧୀରେ ସବୁ କଥା ର ପର୍ଦାଫସ ହେଉଛି ତେଣୁ ଏହି ହତ୍ୟାକାଣ୍ଡ ବିଷୟ ରେ ମଧ୍ୟ ସବୁକିଛି ଜଣାପଡିବ କିନ୍ତୁ ଏହିପରି ମିଡ଼ିଆ ସାମ୍ନା ରେ କିପରି କଣ ହୋଇଥିଲା ତାହା ମୁଁ କହିପାରିବି ନାହିଁ ଏକୁଟିଆ ରେ ଏ ସବୁ କହିହେବ। ତେବେ ପୋଲିସ ବାବୁ ଙ୍କର ଏହି ଏକୁଟିଆ କଥା ହେବା କୁ ନେଇ ସମସ୍ତେ ପ୍ରଶ୍ନ କରିଥିଲେ, ଆଉ ଏହାକୁ ନେଇ ସୋସିଆଲ ମିଡ଼ିଆ ରେ ଖୁବ ଚର୍ଚ୍ଚା ମଧ୍ୟ ଚାଲିଛି। ତେବେ କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଶଙ୍କା କରାଯାଇଛି କି ଶିବ ଏକା ନୁହଁନ୍ତି ଏହି ହତ୍ୟାକାଣ୍ଡ ପଛରେ ଅନ୍ୟ କେହି ଲୋକ ଓ କାରଣ ରହିଛି ବୋଲି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment