ଏମିତି ବି ହୁଏ… କିନ୍ନର ପରମ୍ପରା ଅନୁସାରେ ବିଧିବଦ୍ଧ ଭାବେ ପାଳନ ହେଲା ବଳରାମଙ୍କ କ୍ରିୟାକର୍ମ… ଦେଖନ୍ତୁ Video

ଆମର ସୃଷ୍ଟି ଅତ୍ୟନ୍ତ ଅଦ୍ଭୁତ ଏବଂ ଅନେକ ରହସ୍ୟ ଲୁଚି ରହିଛି। ଅନେକ ଜୀବ ଜନ୍ତୁଙ୍କୁ ଭଗବାନ ହିଁ ସୃଷ୍ଟି କରିଛନ୍ତି। ତେବେ ଏହି ସମସ୍ତ ଜୀବ ମଧ୍ୟରୁ ଭଗବାନ ମନୁଷ୍ୟ ସୃଷ୍ଟି କରିଛନ୍ତି। ମଣିଷ ହେଉଛି ଏକ ପ୍ରାଣୀ ଯାହାକି ଇଶ୍ବରଙ୍କ ସୃଷ୍ଟି ଏବଂ ଏହି ସୃଷ୍ଟିରେ ମନୁଷ୍ୟକୁ 3 ଜାତିରେ ବିଭକ୍ତ କରାଯାଇଛି। ମହିଳା, ପୁରୁଷ ଏବଂ କିନ୍ନର ଏହିପରି ଭାବରେ 3 ଭାଗରେ ବିଭକ୍ତ କରାଯାଏ। ଆମ ସମାଜରେ ଅନେକ ନିୟମ କାନୁନ ରହିଛି। କିନ୍ନର ଆମ ଭଳି ଜଣେ ମଣିଷ ହୋଇଥିଲେ ମଧ୍ୟ ତାଙ୍କୁ ନେଇ ସମାଜରେ ଅନେକ କିଛି ଘୃଣ୍ୟ ମନ ଭାବ ରହିଛି। ଯେତେବେଳେ ଜଣେ କିନ୍ନର ଜନ୍ମ ହୋଇଥାଏ। ପିତାମାତା କ୍ରୋଧିତ ହୁଅନ୍ତି ଏବଂ ସମାଜ ତାଙ୍କୁ ବହୁତ ଖରାପ ନଜର ରେ ଦେଖନ୍ତି।

ତେବେ କିନ୍ନର ମାନେ ନିଜର ସମାଜ ସୃଷ୍ଟି କରିଛନ୍ତି। ସେମାନେ ଯାହାବି ହେଉ, ସେମାନେ ସମସ୍ତେ ଏକତ୍ର ରହନ୍ତି। ନିଜ ମଧ୍ୟରେ ଏକ ପ୍ରକାର ଏକତା ମନ ଭାବ ରହିଥାଏ। ତେବେ ବନ୍ଧୁଗଣ ଯେତେବେଳେ ଜଣେ କିନ୍ନର ମୃତ୍ୟୁ ବରଣ କରିଥାଏ। ସେତେବେଳେ ସେମାନଙ୍କର ଅନେକ ନିୟମ ରହି ଥାଏ। ଏହି ସମୟରେ ଆପଣ ସମସ୍ତେ ଜାଣିଥିବେ। ବର୍ତ୍ତମାନ ଆମର ଓଡିଶାର ଜଣେ କିନ୍ନର ଯିଏକି ଜଗନ୍ନାଥ ମନ୍ଦିରରେ ଆତ୍ମହତ୍ୟା କରିଛନ୍ତି। ଏହାର ଭିଡିଓ ବହୁତ ମାତ୍ରା ରେ ଭାଇରାଲ ହୋଇ ଥିଲା। ତେବେ ଏହି କିନ୍ନର ଜଣକର ନାଁ ବଳରାମ ଏବଂ ବଳରାମଙ୍କ ପରିବାର ଲୋକେ ତାଙ୍କର ଅନ୍ତିମ ସଂସ୍କାର କରିଥିଲେ।

ସେମାନଙ୍କର ସାଥୀ ହେଉଛନ୍ତି କିନ୍ନର ସମାଜ ଏବଂ ସଂଗଠନ ତାଙ୍କର ଶେଷ କୃତି ମଧ୍ୟ କରିଛି। ବ୍ରାହ୍ମଣମାନେ ଅନେକ ଆସି ଭୋଜନ କରି ଏବଂ ବସ୍ତ୍ର ଦାନ କରିଛନ୍ତି। ସେହିଭଳି, ତାଙ୍କର ଅନ୍ତିମ ସଂସ୍କାରର ପଦ୍ଧତି ଅନୁଯାୟୀ କରାଯାଇଛି। ବନ୍ଧୁଗଣ ଆପଣ ସମସ୍ତେ ବଳରାମ କିନ୍ନର ବିଷୟରେ ଜାଣିଥିବେ ନିଶ୍ଚିତ ଭାବରେ ସେ ଏକ ଗରିବ ପରିବାରର ତାଙ୍କର ବାପା ନାହାନ୍ତି। ଯାହାକୁ ସେ ନିଜେ ନିଜ ପରିବାରକୁ ପ୍ରତିପୋଷଣ କରୁଥିଲେ। ଯାହାକି ସେ କୌଣସି କାରଣରୁ ସେ ଜଗନ୍ନାଥ ମନ୍ଦିରରେ ଆତ୍ମହତ୍ୟା କରିଥିଲେ।

ବଳରାମଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକେ ବହୁତ କାନ୍ଦିଥିଲେ। ସେ ବହୁତ ଗରିବ ପରିବାର ରେ ଜନ୍ମ ହୋଇଥିଲେ। ସେ ଗରିବ ଥିଲେ କିନ୍ତୁ ତାଙ୍କ ପିତାମାତା ଯିଏକି କେହି ନଥିଲେ ତାଙ୍କର ସବୁକିଛି ତାଙ୍କର ଭଉଣୀ ଥିଲା। ସେ ଚାଲିଗଲା ପରେ ଭଉଣୀଙ୍କୁ କିଏ ପୋଷିବ ତାହା ବାସ୍ତବରେ ଏକ ପ୍ରକାର ଦୁଃଖଦ ଘଟଣା ଅଟେ। ସେଥିପାଇଁ ସେମାନେ ଏକ ଅତ୍ୟନ୍ତ ଅନୁଭବ କରିଛନ୍ତି ଏବଂ ଏହି ଘଟଣା ସମଗ୍ର ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଯାହାବି ହେଉ ତାଙ୍କର ଆତ୍ମାଙ୍କୁ ଭଗବାନ ଶାନ୍ତି ଦିଅନ୍ତୁ। ତାଙ୍କ ପରିବାରକୁ ମଧ୍ୟ କିଛି ଆର୍ଥିକ ସହାୟତା ମଧ୍ୟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment