ହତ୍ୟା ପଛରେ ଅଶ୍ଲୀଳ ଭିଡିଓ ! ରାତିରେ ଭିଡ଼ିଓ କରି କରୁଥିଲେ ଏମିତି କି ? ଦେଖନ୍ତୁ ଭାଇରାଲ Video

0

ଏହି ଠାରେ ଯେଉଁ ଘଟଣା ଦେଖିବାକୁ ମିଳୁଛି ତାହାକୁ ନେଇ ଏବେ ସତ ସାମ୍ନାକୁ ଆସିଛି ଯାହା ଭିଡ଼ିଓ ଭାଇରଲ ଜୋରରେ ହେବାରେ ଲାଗିଛି। ଆଉ ଏହି ଘଟଣା ଆଜି କି ଏତେ ଦିନ ହୋଇଥିଲେ ମଧ୍ୟ ତାହାର କିଛି ନ୍ୟାୟ ପ୍ରଦାନ କରା ଯାଇପାରି ନାହିଁ। ଏହି ଘଟଣାର ଫିଟିଛି ଗୁମର ଯାହା ଏବେ ପୋଲିସ ହାତରେ ସବୁ। ଏଠାରେ ଜଣେ କ୍ୟାମେରା ମ୍ୟାନ ଙ୍କ ସହିତ ତାଙ୍କର ୱେବ ପୋର୍ଟାଲ ମାଳିକାନି ଯାହା କରିଛନ୍ତି ତାହାକୁ ନେଇ ଘର ଲୋକ ଏବେ ନ୍ୟାୟ ମାଗୁଛନ୍ତି। ଆଉ ତାଙ୍କୁ ଏକ ପଶୁ ଭଳି କିଲବିଲ କରି ସମସ୍ତେ ମିଶିକି ମାରିଛନ୍ତି ଯାହା ଏବେ ପୋଲିସ ପାଖରେ ସବୁ ସୂଚନା ମିଳିଛି।

ଏହିଠାରେ ସେହି ମ୍ୟାମେରା ମ୍ୟାନ ଜଣଙ୍କ ହେଲେ ମାନସ ସ୍ୱାଇଁ ଯାହା କୁ ତାଙ୍କର ମାଲିକାଣି ଶର୍ମିଷ୍ଠା ରାଉତ ହତ୍ୟା କରି ଦେଇଛନ୍ତି। ମାନସ ସ୍ୱାଇଁ ଭୁବନେଶ୍ୱର ରେ ରହି ୱେବ ପୋର୍ଟାଲ ମାଲିକାଣି ପାଖରେ କ୍ୟାମେରା ମ୍ୟାନ ହିସାବରେ କାମ କରି ଥାଆନ୍ତି। ସୂଚନା ଅନୁଯାୟୀ ତାଙ୍କର କିଛି ଅଶ୍ଳୀଳ ଭିଡ଼ିଓ ମାନସ ଙ୍କ ପାଖରେ ରହିଛି। ଯାହା ପାଇଁ ଶର୍ମିଷ୍ଠା ରାଉତ ସର୍ବଦା ସୁଯୋଗ ଖୋଜୁଥିଲେ ବାଟରୁ ହଟେଇବା ପାଇଁ କ୍ୟାମେରା ମ୍ୟାନଙ୍କୁ। ଆଉ ପରବର୍ତ୍ତୀ ସମୟରେ ତାଙ୍କୁ ଗାଡି ରେ ଚାନ୍ଦବାଲି ରୁ ଉଠାଇ ନେଇ ଭୁବନେଶ୍ୱର ଠାରେ କିଲବିଲ କରି ହତ୍ୟା କରିଥିଲେ ଏବଂ ନୟାଗଡ଼ ରେ ମୃତ ଶରୀର କୁ ଫୋପାଡ଼ି ଦେଇଥିଲେ।

ଏହି ଘଟଣା ଟିରେ ସେଦିନ ମାନସ ସ୍ୱାଇଁ ସେ ଚାନ୍ଦବାଲି ରେ ଗୋଟିଏ କାର୍ଯ୍ୟକ୍ରମ କୁ କ୍ୟାମେରା ଶୁଟିଂ ପାଇଁ ଆସିଥିଲେ। ରାତିରେ ସରିବା ପରେ ସେ ଆଉ ତାଙ୍କର ସହଯୋଗୀ ଦୁହେଁ ଫେରିଥିଲେ ଏବଂ ପୂର୍ବରୁ ନିର୍ଦ୍ଧାରିତ ଯୋଜନା ଅନୁସାରେ ମାଲିକାଣି ଶର୍ମିଷ୍ଠା ରାଉତ ଏବଂ ଆଉ କିଛି ସହଯୋଗୀ ଆସି ସେଠାରୁ ଉଠାଇ ନେଇଥିଲେ। ଭୁବନେଶ୍ୱରର ଏକ ଘର ଭିତରେ ନିର୍ଯ୍ୟାତନା ଦେବା ସହିତ ହତ୍ୟା କରି ଦେଇଥିଲେ ଶେଷରେ ତାଙ୍କର ମୃତ ଘଟଣା ସମ୍ପର୍କରେ କେହି ଜାଣି ପାରିବେ ନାହିଁ ବୋଲି ତାଙ୍କୁ ନୟାଗଡ଼ ରେ ଫୋପାଡ଼ି ଦେଇଥିଲେ। ହେଲେ ସବୁ ସତର ଫିଟିଗଲା ଗୁମର।

ସେମାନେ ଯୋଜନା କରିଥିଲେ କି କେହି ଏହି ଘଟଣାକୁ ଜାଣି ପାରିବେ ନାହିଁ ହେଲେ ମାନସ କୁ ନେଇଥିବା ବୋଲେରୋ ଡ୍ରାଇଭର ସବୁ ସତ୍ୟତା ଘଟଣା ସମ୍ପର୍କରେ ପୋଲିସ ଆଗରେ କହି ଦେଇଛି। ଏହି ଘଟଣା କୁ ଏବେ ପୋଲିସ ତାର ଛାନ ଭିନ ଆରମ୍ଭ କରି ଦେଇଛି। ସାମିଲ ରହିଥିବା ଘଟଣା ରେ କିଛି ସହଯୋଗୀ ମଧ୍ୟରୁ ୩ ଜଣଙ୍କୁ ପୋଲିସ ଧରି ତଦନ୍ତ ଚଲେଇଛି। ହେଲେ ଆଉ କିଛି ଜଣଙ୍କୁ ପୋଲିସ ଖୋଜୁଛି ଏବଂ ଏପଟେ ତାଙ୍କ ପରିବାର ଲୋକେ ଏବେ ନ୍ୟାୟ ପାଇଁ ଦାବିରେ ଅଟଳ। ମାନସ ଙ୍କ ମା ଏବେ ଭାଙ୍ଗି ପଡିଛନ୍ତି ପୁଅର ଏହିପରି ହତ୍ୟା ଘଟଣା ଶୁଣିବାପରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।