ଏମିତି ଜଣେ ରାଷ୍ଟ୍ରପତି, ଯିଏ ଖାଉଥିଲା ମଣିଷ ମାଂସ…ଆଉ ନିଜ ସ୍ତ୍ରୀ କୁ କରୁଥିଲା…ସମ୍ପୁର୍ଣ୍ଣ ଜୀବନ ଶୈଳୀ ଜାଣିଲେ ଛାତି ଥରି ଉଠିବ

0

ଦେଶରେ ବହୁତ ଅପରାଧିକ କାର୍ଯ୍ୟ ହେଉଛି। କିନ୍ତୁ ଦେଶର ଶାସକ ମାନେ ମଧ୍ୟ ଏଭଳି କାର୍ଯ୍ୟ କରୁଛନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ରାଷ୍ଟ୍ରପତି ମଣିଷ ମାଂସ ଖାଉଥିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା। ସୂଚନା ଅନୁସାରେ, ଇଦ ଆମିନ ନାମକ ଜଣେ ବ୍ୟକ୍ତି ଜିଏ କି ଓଗାଣ୍ଡର ଶାସକ ଅଟନ୍ତି। ସେ ବିରୋଧୀଙ୍କୁ କୁମ୍ଭୀର ଭର୍ତ୍ତି ଡ୍ୟାମ ଭିତରକୁ ଫୋପାଡ଼ି ଦେଉଥିଲେ। ସ୍କୁଲ ପିଲା ମାନେ ତାଙ୍କ କମ୍ପାନୀ ସ୍କୁଲର ଡ୍ରେସ ନ ପିନ୍ଧିବାରୁ, ସ୍କୁଲ ପିଲା ମାନଙ୍କ ଉପରେ ଗାଡି ଚଢାଇ ଦେଉଥିଲେ। ସେ ଏକ ଛତ୍ରବାଦ ଆଧିପତ୍ୟରେ ଦେଶ ବାସୀଙ୍କୁ ଭୟ ଭୀତ କରି ରଖୁଥିଲେ। ସେ ଭରତୀୟଙ୍କ ପ୍ରତି ଶତ୍ରୁର ବ୍ୟବହାର ଦେଖାଉ ଥିଲେ। ଏମିତିକି ସେ ଦେଶର ଶାସନ ଭାର ଦାୟିତ୍ୱ ସେ ନିଜେ ତାଙ୍କ ହାତକୁ ନେଇଥିଲେ।

ଏହା ପରେ ସେ କ୍ରୁରତା ଓ ବର୍ବରତାର ସୀମା ପାର ହୋଇ ଯାଉଥିଲେ। ପ୍ରାୟ ୫୦ ବର୍ଷ ତଳେ ଅଗଣ୍ଡର ଶାସନ ଗାଦି ନିଜ ଅତ୍ୟାରକୁ ନେଇଥିଲେ। ସେବେଠାରୁ ସେ ୮ ବର୍ଷ ପର୍ଯ୍ୟନ୍ତ ସେହି ଗାଦିରେ କାହାକୁ ବସିବାର ଦେଖିବା ପାଇଁ ମିଳି ନଥିଲା। ସେ ୮ ବର୍ଷ ମଧ୍ୟରେ ଦେଶର ୧୦ ଲକ୍ଷ୍ୟ ଲୋକଙ୍କୁ ହତ୍ୟା କରିଥିଲେ। ସେ ସେହି ୮ ବର୍ଷ ମଧ୍ୟରେ ୬୦ ହଜାର ଭାରତୀୟ ବାସୀଙ୍କୁ ଓଗଣ୍ଡାରୁ ବିତାଡିତ କରି ସାରିଥିଲା। ତାଙ୍କୁ ଏହାର କାରଣ ପଚାରିବାରୁ ସେ କହିଥିଲେ ଯେ, ଭଗବାନ ସ୍ୱପ୍ନରେ ଆସିଥିଲେ ନିଜ ଦେଶରୁ ବେସିୟାନ ନାଗରିକ ମାନଙ୍କୁ ଭାରତରୁ ବିତାଡିତ କରିବା ପାଇଁ ଆଦେଶ ଦେଇଥିଲେ।

କିନ୍ତୁ ତାଙ୍କର ଏହି କଥାକୁ ସେଠାରେ ଥିବା ଭାରତୀୟ ମାନେ ହାଲୁକା ଭାବରେ ନେଇଥିଲେ। କିନ୍ତୁ ସେ ପରବର୍ତ୍ତୀ ସମୟରେ ତାଙ୍କ କାର୍ଯ୍ୟାନୁଷ୍ଠାନ ଦେଖାଇ ଦେଇଥିଲେ। ସେମାନେ ଓଗାଣ୍ଡରୁ ଭାରତକୁ ଯିବା ବେଳେ କେତେ ପରିମାଣରେ ସାମଗ୍ରୀ ନେବେ ତାହା ବିଷୟରେ ମଧ୍ୟ ସେ ନିଷ୍ପତ୍ତି ନେଉଥିଲେ। ସେ ଓଗାଣ୍ଡରୁ ଗଲା ବେଳେ ୨୫୦ କିଲୋ ଓଜନର ସାମଗ୍ରୀ ନେଇ ପାରିବେ। ସେ ମଣିଷଙ୍କୁ ମାରି ତାଙ୍କ ମାଂସ ଖାଆନ୍ତି ଓ ତାଙ୍କୁ ମଣିଷ ମାଂସ ବେଶି ସ୍ୱାଦ ବୋଲି ସେ କହୁଥିଲେ।

ଏଥି ସହିତ ଆଦିବାସୀ ଓ ଜନଜାତିଙ୍କୁ ମାରି ତାଙ୍କ ରକ୍ତ ମଧ୍ୟ ପିଉଥିଲେ। ତାଙ୍କର ୫ ଟି ପତ୍ନୀ ରହିଛି ଓ ୫୦ ରୁ ଅଧିକ ସନ୍ତାନ ରହିଛନ୍ତି। ତାଙ୍କର ୫ ନମ୍ବର ପତ୍ନୀ ସାରା କୁଲାର ବ୍ୟାଙ୍କର ପୂର୍ବରୁ ଜଣେ ଯୁବକଙ୍କ ସହିତ ତାଙ୍କ ପ୍ରେମ ସମ୍ପର୍କ ରହିଥିଲା କିନ୍ତୁ ଇଦ ଆମିନ ଏହା ବିବାହ ପରେ ଜାଣିବାକୁ ପାଇଥିଲେ। ଏହା ପରେ ସେ ତାଙ୍କ ପ୍ରେମିକଙ୍କୁ ମାରି ତାଙ୍କ କଟା ମୁଣ୍ଡକୁ ଫ୍ରିଜରେ ମଧ୍ୟ ରଖୁଥିଲେ। ଏଭଳି ସେ ଜଘନ୍ୟ ହତ୍ୟାକାଣ୍ଡ କରି ଥାଆନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।