ଦେଖନ୍ତୁ ଅଦ୍ଭୁତ ଦୃଶ୍ୟ ! ଏମିତି ଜୀବନରେ କେବେ ଦେଖି ନଥିବେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ଓ ଦୁର୍ଘଟଣା ବିଷୟରେ ଦେଖିବାକୁ ମିଳୁଛି। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମନୁଷ୍ୟକୁ ଭିନ୍ନ ଭିନ୍ନ ସମସ୍ୟା ଦେଇ ଗତି କରିବାକୁ ପଡି ଥାଏ। ସେହି ସମସ୍ୟାକୁ ସମଧାନ କରି ମନୁଷ୍ୟକୁ ଆଗକୁ ବଢ଼ି ବାକୁ ପଡି ଥାଏ। ନିଜର ଅସାବଧାନତା ଗୁଣ ଯୋଗୁ ଏଭଳି କିଛି ଘଟଣା ଘଟି ଥାଏ। ଯାହାକୁ ଦେଖିବା ମାତ୍ରେ ବହୁତ ଦୁଃଖ ଓ କଷ୍ଟ ଲାଗିଥାଏ। ଯାହାର ଆୟୁଷ ଥାଏ, ତା’ହେଲେ ସ୍ୱୟଂ ଭଗବାନ ଚାହିଁଲେ ବି ତାହାର ମୃତ୍ୟୁ ହୋଇ ପାରିବ ନାହିଁ। କାର୍ଯ୍ୟ କରୁଥିବା ବେଳେ କେବେ ହେଲେ ଅନ୍ୟ ମନସ୍କ ରହିବା ଉଚିତ ନୁହେଁ ଓ ସବୁବେଳେ ସାବଧାନର ସହ କାର୍ଯ୍ୟ କରିବା ଉଚିତ ଅଟେ। ଏଭଳି କିଛି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଦୁଃଖ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ତିନି ଜଣ ଯୁବକ ନଦୀରୁ କାଠ ଆଣୁଥିବା ବେଳେ ପାଣିରେ ଭାସି ଯାଇଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ବହୁତ ବଡ଼ ଦୁଃଖ ଦାୟକ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁଯାୟୀ, ବୈତରଣୀ ନଦୀର ଆନନ୍ଦ ପୁର ବ୍ୟାରେଜ ଠାରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। କୁମୁଣି ଗାଁ ର ଜଗବନ୍ଧୁ ନାୟକ ନାମକ ଜଣେ ବ୍ୟକ୍ତି ଓ ତାଙ୍କ ଦୁଇ ସାଙ୍ଗଙ୍କ ସହ ମିଶି କାଠ ଆଣିବା ପାଇଁ ନଦୀକୁ ଯାଇ ଥିଲେ। ସେହି ନଦୀରୁ ଟ୍ୟୁବ ସାହାଯ୍ୟରେ ସେମାନେ କାଠ ଆଣୁଥିବା ବେଳେ, ନିଜର ଅସାବଧାନତା ଗୁଣ ଯୋଗୁଁ ହଠାଥ ସେମାନଙ୍କ ଗୋଡ଼ ଖସି ଯିବାରୁ ସେମାନେ ପାଣିରେ ଭାସି ଯାଇ ଥିଲେ। ଏହା ଦେଖି ସେଠାକାର ଲୋକ ମାନେ ଦୌଡା ଦୋୖଡି ହୋଇ ଘଟଣା ସ୍ଥଳରେ ଆସି ଜମାଟ ହୋଇ ଯାଇଥିଲେ।

ତେବେ ଏଭଳି ଭୟାନକ ଦୃଶ୍ୟ ଦେଖି ସେମାନେ କେମିତି ତାଙ୍କ ଉଦ୍ଧାର କରିବେ ବୋଲି ଚିନ୍ତାରେ ପଡ଼ି ଯାଇ ଥିଲେ। ଏହା ପରେ ସେମାନେ ଅଗ୍ନିଶମ ବିଭାଗ ନିକଟକୁ ଖବର ଦେଇଥିଲେ ଓ ସେମାନେ ଘଟଣା ସ୍ଥଳରେ ପହଁଛି ଯୁବକ ଜଣଙ୍କୁ ଉଦ୍ଧାର କରି ଥିଲେ ଓ ନିକଟରେ ଥିବା ଆନନ୍ଦ ପୁର ମେଡିକାଲରେ ନେଇ ଭର୍ତ୍ତି ମଧ୍ୟ କରିଥିଲେ। ଯୁବକ ଜଣଙ୍କ ଚେତା ଆସିବା ପରେ ସେ କହିଥିଲେ ଯେ, ତାଙ୍କ ସହିତ ଥିବା ଆଉ ଦୁଇ ଜଣ ଲୋକ ମଧ୍ୟ ପାଣିରେ ଭାସି ଯାଇଛନ୍ତି। ଏହା ଶୁଣି ଅଗ୍ନିଶମ ବିଭାଗ ମତ ଦେଇଛନ୍ତି ଯେ ତଦନ୍ତ ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ବୋଲି କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।