IAS ଇନ୍ଟରଭ୍ୟୁ ରେ ଝିଅକୁ ପଚରାଗଲା – ଏମିତି କେଉଁ ଜିନିଷ ଯାହା ସ୍ତ୍ରୀ ତା ସ୍ୱାମୀ କୁ ସବୁ ଋତୁରେ ଗରମ ଦେଇଥାଏ ? ଜବାବ ଶୁଣିଲେ ଚମକି ପଡିବେ ଆପଣ…

0

ଆଜି କାଲି ଦୁନିଆରେ ବହୁତ କିଛି କଥା ମଧ୍ୟ ଆମେ ଢଗ ହିସାବରେ କହି ଥାଉ l ଆମର ଗାଁ ମାନଙ୍କରେ ପୁରୁଣା କାଳିଆ ଲୋକମାନେ ବେଶୀ ଏହି ଢଗ ଢମାଳି କଥା କହି ଥାନ୍ତି l ଏହି ଢଗ ଢମାଳିରେ ବହୁତ କିଛି ଜାଣିବା କଥା ଓ ବହୁତ ମଜାଳିଆ କଥା ମଧ୍ୟ ରହିଛି l ତେବେ ଆସନ୍ତୁ ଜାଣିବା କିଛି ପ୍ରଶ୍ନର ଉତ୍ତର ବିଷୟରେ ଯାହାକି ବହୁତ ମଜା ଲାଗିବ l

1- ଆରେ କମଳା ଛୋଟ ବେଳେ ସେ ପ୍ୟାଣ୍ଟ ପିନ୍ଧେ ବଡ ହେଲେ ସେ ଲଙ୍ଗଳା ?
ଉତ୍ତର – ବାଉଁଶ ଗଛ
ବାଉଁଶ ଗଛ ଯେତେବେଳେ ଛୋଟ ହୋଇଥାଏ, ସେତେବେଳେ ସେଥିରେ ବାଉଁଶ ପତ୍ର ଲାଗି ଥାଏ l ବଡ ହେଲେ ସେଥିରୁ ସେ ପତ୍ର ସବୁ ଛାଡି ଯାଇ ଥାଏ l

2- ଭାରତର ସବୁ ଠାରୁ ଶୁଖିଲା ଭାଗ କିଏ ଅଟେ ?
ଉତ୍ତର – ରାଜସ୍ଥାନ
ରାଜସ୍ଥାନରେ ଅଧିକ ମରୁଭୂମି ରହି ଥିବାରୁ ସେହି ଜାଗା ସବୁବେଳେ ଶୁଖିଲା ରହି ଥାଏ, ସେଠି ପାଣି ମଧ୍ୟ ମିଳି ନଥାଏ l ସେହି ଠାରେ କେବଳ ଓଟ ହିଁ ଚାଲି ପାରେ l

3- ଉଦୟ ସୂର୍ଯ୍ୟର ଭୂମି କାହାକୁ କୁହା ଯାଇ ଥାଏ ?
ଉତ୍ତର – ଜାପାନ

4- କେଉଁ ଦେଶରେ ସବୁଠୁ ଅଧିକ ଫିଲ୍ମ ବନା ଯାଏ ?
ଉତ୍ତର – ଭାରତ
ଭାରତରେ ବହୁତ ଅଧିକ ଫିଲ୍ମ କରା ଯାଇ ଥାଏ l ଅଲଗା ଅଲଗା ରାଜ୍ୟର ଅଲଗା ଅଲଗା ଭାଷାରେ ମଧ୍ୟ ଫିଲ୍ମ କରା ଯାଇ ଥାଏ ଓ ଲୋକ ମାନଙ୍କୁ ମଧ୍ୟ ବହୁତ ଭଲ ଲାଗିଥାଏ l

5- ଏମିତି କେଉଁ ଜିନିଷ ରହିଛି, ଯାହା ସ୍ତ୍ରୀ ତା ସ୍ୱାମୀକୁ ସବୁ ଋତୁରେ ଗରମ ଦେଇ ଥାଏ ?
ଉତ୍ତର – ଚାହା
ଗରମ ହେଉ କି ଥଣ୍ଡା ଦିନ ହେଉ ବହୁତ ଲୋକ ଚା ପିଇବାକୁ ବହୁତ ପସନ୍ଦ କରି ଥାନ୍ତି l ବର୍ଷ ସାରା ଯେତେବେଳେ ସ୍ତ୍ରୀ ତାର ସ୍ୱାମୀକୁ ଚା ଦେଇ ଥାଏ l

6- ତାହା କଣ ଅଟେ ଯାହାକୁ ଭାଙ୍ଗିବା ପରେ ସବୁ ଲୋକ ଖୁସି ହୋଇ ଥାନ୍ତି ?
ଉତ୍ତର – ରେକର୍ଡ
ଏମିତି କିଛି ସମୟ ଅଛି l ଯେଉଁ ଥିରେ ଗୋଟିଏ ନିର୍ଦ୍ଧିଷ୍ଟ ସଂଖ୍ୟା ରହି ଥାଏ, ଆମେ ସେହି ସଂଖ୍ୟା ଠାରୁ ଅଧିକ ମାର୍କ ରଖି ରେକର୍ଡ ଭାଙ୍ଗିଲେ ଆମକୁ ବହୁତ ଖୁସି ଲାଗି ଥାଏ l

7- ଆସିଲା ଆଉ ଜଣେ ବ୍ରାହ୍ମଣ,ତା ଦେହରେ ଯାଦୁ ପଣ ପଣ ?
ଉତ୍ତର – ପଣସ
ପଣସ ଦେହରେ ବହୁତ ଗୁଡ଼ାଏ ଗୋଲ ଗୋଲ ଚି଼ହ୍ନ ସବୁ ଥାଏ l ସେଥିପାଇଁ ତାକୁ ଏମିତି କୁହା ଯାଇଛି l

ଆମେ ଆହୁରି ଅନେକ ଏମିତି ମଜାଦାର ପ୍ରଶ୍ନର ଉତ୍ତର ବିଷୟରେ ଜାଣିବା l ନୂଆନୂଆ କଥା ମଧ୍ୟ ଜାଣିବା । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।