ଏତେ ଅଳ୍ପ ବୟସରେ କାହିଁକି ବିବାହ କଲେ ଅଭିନେତ୍ରୀ ଦିବ୍ୟା ? ବାହାଘର ପରେ ଏବେ ଶାଶୂ ଘରେ କଣ କରୁଛନ୍ତି ଦିବ୍ୟା? ଆସନ୍ତୁ ଜାଣିବା

0

ଓଲିଉଡ, ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ । ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି ।

ତେବେ ନିକଟ ଅତୀତ ରେ ଏକ ଓଲିଉଡ ଅଭିନେତ୍ରୀ ଙ୍କ ର ଭିଡିଓ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଭାଇରାଲ ହେବା ରେ ଲାଗିଛି । ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ଦିବ୍ୟା ଦିଶା ମହାନ୍ତି।ଯିଏ କି ନିଜ ର ସୁନ୍ଦରତା ପାଇଁ ଅଧିକ ପ୍ରସିଦ୍ଧ।ଦିବ୍ୟା ନିଜର ସୌନ୍ଦର୍ଯ୍ୟ ଓ ହଟ ଏଣ୍ଡ ସେକ୍ସି ଫିଗର୍ ପାଇଁ ସମସ୍ତଙ୍କ ମନରେ ରାଜ କରୁଛନ୍ତି।‘ ସୁନ୍ଦରଗଡ ର ସଲମାନ ଖାନ’ ଫିଲ୍ମ ଦ୍ୱାରା ଦିବ୍ୟା ଓଲିଉଡ ରେ ପ୍ରଵେଶ କରି ଥିଲେ।

ଆଉ ଏହି ଫିଲ୍ମ ରେ ନିଜର ସୁନ୍ଦରତା ପାଇଁ ସେ ଦର୍ଶକଙ୍କ ହୃଦୟରେ ରାଜ କରି ଥିଲେ।ଏହା ପରେ ଦିବ୍ୟା ଅନେକ ଚଳଚ୍ଚିତ୍ର ରେ ଅଭିନୟ କରିଛନ୍ତି ଏବଂ ସବୁଥିରେ ନିଜର ହଟ୍ ଏଣ୍ଡ ସେକ୍ସି ଲୁକ ପାଇଁ ଦର୍ଶକ ମାନଙ୍କୁ ତାଙ୍କର ଦିୱାନା କରାଇ ପାରିଛନ୍ତି।

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କ ର ଏକ ଏମିତି କିଛି ଫଟୋ ଭାଇରାଲ ହେଉଛି ଯାହା କୁ ଦେଖିବା ପରେ ତାଙ୍କ ପ୍ରଶଂସକ ମାନେ ମଧ୍ୟ ସୋସିଆଲ ମିଡ଼ିଆ ରେ ଆହୁରି ଅଧିକ ହୋଇ ଯାଇ ଅଛନ୍ତି।ଏହା ସହିତ ତାଙ୍କ ଭିଡିଓ କୁ ବର୍ତ୍ତମାନ ଲାଇକ୍ ସେୟାର ଓ କମେଣ୍ଟ ରେ ଲୋକ ମାନେ ଭରି ଦେଉ ଅଛନ୍ତି।ଏହି ଭାଇରାଲ ହୋଇ ଥିବା ଫଟୋ ରେ ଦେଖିବା ପାଇଁ ମିଳିଛି କି ଦିବ୍ୟା ବୋହୁ ବେଷ ହୋଇ ତାଙ୍କ ଶାଶୂ ଘରକୁ ଯାଉଛନ୍ତି ଏବଂ ଶାଶୂ ଘରେ ରୋଷେଇ କରୁଛନ୍ତି।

କଥାଟି ଅବଶ୍ୟ ଆପଣଙ୍କୁ ଟିକିଏ ଆଶ୍ଚର୍ଯ୍ୟ ପରି ଲାଗି ପାରେ।କାରଣ ଦିବ୍ୟା କେବେ ବିବାହ କରିଲେ,କେବେ ଶାଶୂ ଘରକୁ ଗଲେ ତାହା ଆପଣ ଜାଣି ପାରିଲେନି।କଥାଟି ହେଉଛି ଦିବ୍ୟାଙ୍କ ନୂଆ ଫିଲ୍ମ ‘ଧୋ ରେ ବାୟା ଧୋ’ ର ଏବେ ସୁଟିଂ ଚାଲିଛି।

ଏହି ଫିଲ୍ମ ରେ ସେ ବୋହୂ ବେଶ ହୋଇଛନ୍ତି ଏବଂ ଏଥିରେ ତାଙ୍କର ବିବାହର ଏକ ଦୃଶ୍ୟ ମଧ୍ୟ ରହିଛି।ତେଣୁ ଯେତେବେଳେ ଦିବ୍ୟା ଏହି ବିବାହର ଫଟୋ ଓ ଭିଡ଼ିଓ କୁ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲେ ସେତେବେଳେ ହୋଇଚାଇ ସୃଷ୍ଟି ହୋଇଗଲା।

ଏହି ଫିଲ୍ମରେ ଦିବ୍ୟା ଙ୍କ ବିପକ୍ଷରେ ଏକ ହରିଙ୍କୁ ନିଆ ଯାଇଛି।ଏଥିରେ ଦିବ୍ୟା ଚୁଲି ପାଖରେ ବସି ରୋଷେଇ କରୁ ଥିବାର ନଜର ଆସିଛନ୍ତି।ତେଣୁ ଏହି ଫଟୋ ଟି କୁ ଲୋକମାନେ ଦିବ୍ୟାଙ୍କ ପ୍ରକୃତ ବିବାହ ବୋଲି ଭାବି ନେଇଛନ୍ତି।ଏହି ଫଟୋ ଗୁଡ଼ିକ ସୋସିଆଲ ମିଡ଼ିଆ ରେ ବେସ୍ ଭାଇରାଲ ହେବାରେ ଲାଗିଛି।ତେବେ ‘ଧୋ ରେ ବାୟା ଧୋ’ ଖୁବ ଶୀଘ୍ର ସିନେମା ହଲ ରେ ମୁକ୍ତିଲାଭ କରିବ ବୋଲି ଦିବ୍ୟା କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।