ଦେଖନ୍ତୁ ଅଜବ ଦୃଶ୍ୟ ! ଏତେ ବଡ ଅଜଗର ଜୀବନରେ କେବେ ଦେଖି ନଥିବେ….ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଦେଖି ବାକୁ ମିଳୁଛି। ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି କିଛି ଦୃଶ୍ୟ ଦେଖି ବାକୁ ମିଳିଥାଏ, ଯାହାକୁ ଦେଖିବା ମାତ୍ରେ ବହୁତ ଆଶ୍ଚର୍ଯ୍ୟ ଲାଗି ଥାଏ। ବିଭିନ୍ନ ପ୍ରକାର ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ବଣ, ଜଙ୍ଗଲରେ ଦେଖି ବାକୁ ମିଳିଥାଏ। ସବୁ ଜନ୍ତୁ ମାନଙ୍କ ଠାରୁ ସାପ ହେଉଛି ଏକ ମାରାତ୍ମକ ଜନ୍ତୁ ଅଟେ। ସେମାନେ ବଣ ବା ଇଟା ଭାଟିରେ ରହି ଥାଆନ୍ତି। ଯାହାକୁ ଦେଖିବା ମାତ୍ରେ ସାଧାରଣ ଲୋକ ମାନେ ବହୁତ ଡରି ଯାଇ ଥାଆନ୍ତି ଓ ସେମାନଙ୍କ ନିକଟକୁ ଯିବା ପାଇଁ ମଧ୍ୟ ଭୟ କରି ଥାଆନ୍ତି। ଏଭଳି କିଛି ଦୃଶ୍ୟ ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖି ବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯାହାକି ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ। ତାହା ହେଉଛି ଜେସିବି ମେସିନ ଦ୍ୱାରା ସାପକୁ ଉଠା ଯାଇଛି। ତେବେ ଆସନ୍ତୁ ଜେସିବି ଦ୍ୱାରା କାହିଁକି ଉଠା ଯାଇଛି, ସେହି ବିଷୟରେ ଜାଣିବା;

ଏଭଳି ଏକ ଘଟଣା ଝାଡ଼ଖଣ୍ଡର ଧାନବାଡ଼ ଜିଲ୍ଲାର ସିକିନ୍ଦ୍ର ଠାରୁ ଦେଖିବା ପାଇଁ ମିଳିଛି। ସେଠାରେ ଏଫସିଆଇ ହଲ କ୍ୟାମ୍ପସ ନିକଟରେ ନୂଆ ହୋଇ ଥିବା ସୀମା ପ୍ରାଚୀର ଭିତରୁ ଏକ ବିରାଡ଼ ବଡ଼ ଅଜଗର ସାପକୁ ଦେଖି ବାକୁ ମିଳିଛି। ସେହି ସାପକୁ ଦେଖି ସେଠାକାର ସ୍ଥାନୀୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ଏଭଳି ଏକ ବିରାଟକାୟ ଅଜଗର ସାପକୁ ପୂର୍ବରୁ କେବେ ହେଲେ ସେଠାରେ ଦେଖିବାକୁ ମିଳି ନଥିଲା ବୋଲି ସେଠାକାର ଲୋକ ମାନେ କହୁଛନ୍ତି।

ତେବେ ସେଠାକାର ଲୋକ ମାନେ ଏଭଳି ଏକ ସାପକୁ ଦେଖି ତାଙ୍କ ମୋବାଇଲରେ ରେକର୍ଡ଼ କରି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବର୍ତ୍ତମାନ ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋରରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ସେଠାରୁ ସାପକୁ ବାହାର କରିବା ପାଇଁ ଲୋକ ମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ସେଥିପାଇଁ ସେମାନେ ସ୍ନେକ ହେଲ୍ପ ଗାର୍ଡ ନିକଟକୁ ଖବର ଦେଇଥିଲେ। ସେମାନେ ଆସି ସାପକୁ ଦେଖିବା ପରେ ଜେସିବି ମେସିନ ନିକଟକୁ ଖବର ଦେଇଥିଲେ ଓ ଜେସିବି ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲା।

ଯେତେବେଳେ ବିରାଟକାୟ ଅଜଗର ସାପଟିକୁ ଜେସିବି ଦ୍ୱାରା ଉଠା ଗଲା, ଲୋକ ମାନେ ସାପଟିକୁ ଦେଖି ବହୁତ ଭୟ ଭିତ ହୋଇ ଯାଇ ଥିଲେ ଓ ତାର ଗର୍ଜନ ଶବ୍ଦ ଶୁଣି ମଧ୍ୟ ସେମାନେ ଆଶ୍ଚର୍ଯ୍ୟ ହୋଇ ଯାଇ ଥିଲେ। ସାପଟିର ଓଜନ ପାଖା ପାଖି କ୍ୟୁଣ୍ଟାଲରୁ ଅଧିକ ହେବ ବୋଲି ଅନୁମାନ କରା ଯାଉଛି। ଏହି ଦୃଶ୍ୟଟି ସେଠାକାର ସ୍ଥାନୀୟ ଅଞ୍ଚଳର ଲୋକ ମାନଙ୍କ ମନରେ ଭୟର ବାତା ବରଣ ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment