ଏତେ ଦିନ ପରେ ହେଲା ଆଦିତ୍ୟ କେସ ର ମହା ଖୁଲାସା ! ଦେଖନ୍ତୁ Live ଆସି ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ରେ ସବୁ ଭିତିରି ରହସ୍ୟ ଖୋଲିଦେଲେ ତାଙ୍କ ମାଆ, ବିଦ୍ୟାଶ୍ରୀ ହିଁ ସବୁ…

0

ବହୁ ଚର୍ଚ୍ଚିତ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ରେ ହୋଇଛି ଏକ ବଡ଼ ଖୁଲାସା।ଅଦିତ୍ୟଙ୍କ ବାପା ମାଆ ନିଜେ ସୋସିଆଲ ମିଡ଼ିଆରେ ଲାଇଭ ଆସି ଦେଲେ ପୁଅ ହତ୍ୟା ଷଡ଼ଯନ୍ତ୍ର ର ସମ୍ପୂର୍ଣ୍ଣ ତଥ୍ୟ।ଆଦିତ୍ୟଙ୍କ ହତ୍ୟା ମାମଲାର ତଦନ୍ତ ରେ ଅବହେଳା ହେଉ ଥିବା ଅଭିଯୋଗ କରିଛନ୍ତି ତାଙ୍କ ମାଆ।ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଖବର।
ତେବେ ଆଦିତ୍ୟ ଦାସ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଅଛି ଏନେଇ ରହସ୍ୟ ଉପରୁ ଆଜି ଯାଏ ପରଦା ଉଠାଇ ପାରିଲା ନାହିଁ ପୋଲିସ୍।

ମିଷ୍ଟ ଭାଷୀ ଓ ଶାନ୍ତ ସ୍ଵଭାବ ର ଥିଲେ ଆଦିତ୍ୟ । ରାଜଧାନୀ ଭୁବନେଶ୍ବର ରେ ସମାଜ ସେବା କ୍ଷେତ୍ର ରେ ତାଙ୍କର ଭଲ ନାମ ମଧ୍ୟ ଥିଲା । ତେବେ ମାନବ ପ୍ରେମୀ ଆଦିତ୍ୟ ଦାସ ଜଣେ ବହୁତ୍ ଭଲ ମଣିଷ ହେବା ସହିତ ଜଣେ ଭଲ ସମାଜ ସେବୀ ମଧ୍ୟ ଥିଲେ ।ସେ ରାଜ୍ୟ ପାଇଁ ବହୁତ୍ କିଛି କରିଛନ୍ତି ।

ବୌଦ୍ଧ ଜିଲ୍ଲା ର ଏକ ଛୋଟ ଗ୍ରାମ ରୁ ଆସି ସେ ବହୁତ୍ କିଛି ବଡ଼ କାମ କରିଛନ୍ତି । ଯାହା ନେତା ରାଜନେତା ମଧ୍ୟ କରି ପାରି ନାହାଁନ୍ତି ।ସେ ଏତେ ଛୋଟ ଗ୍ରାମ ରୁ ଆସି ଏକ ବୃଦ୍ଧଶ୍ରମ ମଧ୍ୟ ଭୁବନେଶ୍ୱର ରେ କରିଥିଲେ। ଘରେ ଘରେ କଳି ର କାରଣ , ସମାଜ ରେ ଭ୍ରଷ୍ଟାଚାର ର କାରଣ , ଦୁଷ୍କର୍ମ ର କାରଣ ଓ ମୂଳ ମଞ୍ଜି ମଦ କୁ ବିରୋଧ କରୁଥିଲେ । ମଦ ବିରୋଧ ରେ ଆନ୍ଦୋଳନ କରୁଥିଲେ ।

ତେବେ ତାଙ୍କର ମୃତ୍ୟୁ ଏବେ ରହସ୍ୟ ଓ ସନ୍ଦେହ ଘେର ରେ ରହିଛି । ତେବେ ଆଦିତ୍ୟ ଦାସ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇ ଅଛି ଏନେଇ ରହସ୍ୟ ଉପରୁ ଆଜି ଯାଏ ପରଦା ଉଠାଇ ପାରିଲା ନାହିଁ ପୋଲିସ୍। ତାଙ୍କ ମା ଏହି ଭିଡିଓ ମାଧ୍ୟମ ନିଜ ପୁଅ କୁ ନ୍ୟାୟ ଦେବା ପାଇଁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି । ତେବେ ସମସ୍ତେ ହାତ ଧରି ଆଗେଇ ଆସିଲେ ତାଙ୍କ ପୁଅ ନ୍ୟାୟ ପାଇ ପାରିବ ବୋଲି ସେ ଆଶା ରଖିଛନ୍ତି।

ଏକ ଭିଡିଓ ମାଧ୍ୟମ ରେ ସେ ନିଜର ଏହି ମନ୍ତବ୍ୟ ରଖିଛନ୍ତି । ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା କୁ ଦୀର୍ଘ ଦିନ ବିତିଥିଲେ ମଧ୍ୟ ଆଜି ବି ତାଙ୍କ ମୃତ୍ୟୁ ସନ୍ଦେହ ଘେରା ରେ ରହିଛି । କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଥିଲେ ମଧ୍ୟ ଆଦିତ୍ୟ ଙ୍କ ମର୍ଡର ଏକ ମୀଷ୍ଟ୍ରି ହୋଇ ରହିଛି ।

ତେବେ ଆଦିତ୍ୟ ଦାସ ଙ୍କ ମା ଲାଇଭ ଆସି ନିଜ ପୁଅ କୁ ନ୍ୟାୟ ଦେବା ପାଇଁ ଅନୁରୋଧ କରିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଚାରି ଜଣ ସାକ୍ଷୀ ରହିଥିଲେ ସେହି ଚାରି ଜଣଙ୍କ ର ଆଉଥରେ ପଲିଗ୍ରାଫି ଟେଷ୍ଟ କରାଯିବା ଉଚିତ୍ ଯାହା ଫଳରେ ପ୍ରକୃତ ଘଟଣା ସାମ୍ନା କୁ ଆସିବ । ଆହୁରି ମଧ୍ୟ କହିଛନ୍ତି ଯେ ଆଦିତ୍ୟ ଦାସ ଙ୍କ ଦୋଷୀ କୁ ଖୋଜିବା ପାଇଁ ଯଦି ସମସ୍ତେ ହାତ ବଢାନ୍ତି ତେବେ ଆଦିତ୍ୟ ଦାସ ଙ୍କ ମୃତ୍ୟୁ ମାମଲା ଉପରୁ ପରଦା ଉଠି ପାରିବ।

ଏଇ ଖବରଟି ଇଣ୍ଟେର୍ନେଟ ରୁ ସଂଗୃହିତ କରାଯାଇ ଅଛି । ଏଇ ଖବର ର ସତ ପ୍ରତିଶତ ସତ୍ୟତା ଉପରେ ଆମେ ଦାୟୀ ନୁହଁ । ପୋଷ୍ଟ ଟି ଭଲ ଲାଗିଲେ like କରନ୍ତୁ କମେଣ୍ଟ କରି ଆପଣଙ୍କ ମତା ମତ ଜଣାନ୍ତୁ ସେୟାର କରିବାକୁ ଭୁଲିବେନି । ଦୈନଦିନ ଖବର ର update ପାଇବା ପାଇଁ like କରନ୍ତୁ ।