ଦେଖନ୍ତୁ ଭିଡ଼ିଓ : ଏତେ ଦିନ ପରେ ବର୍ଷା ଦେଲେ ଖୁସି ଖବର ! ଅସଲି କାରଣ ଜାଣିଲେ ଆପଣ ମଧ୍ୟ ହୋଇଯିବେ ଆଶ୍ଟର୍ଯ୍ୟ…

0

ଅଲିଉଡ୍ ଇଣ୍ଡଷ୍ଟ୍ରୀର ସୁନାମଧନ୍ୟ ତଥା ସୁପରିଚିତ ଅଭିନେତ୍ରୀ ବର୍ଷାପ୍ରିୟଦର୍ଶନୀ , ଯିଏକି ଅଗଣିତ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ଜଣେ ସଫଳ ଅଭିନେତ୍ରୀ । ଆଗଣିତ ମାନବ ସମାଜକୁ କୋରନା ରୁ କିପରି ନିଜକୁ ସୁରକ୍ଷିତ ରଖିବେ ତା ନେଇ ଏକ ଛୋଟ ଭିଡିଓ ମାଧ୍ୟମରେ ମାନବ ସମାଜକୁ ସତର୍କ କରାଇଛନ୍ତି । ସେ କହିଛନ୍ତି ପୁଣି ସେହି ସଙ୍କଟର ସମୟ ବା ମହାମାରୀର ସମୟ , ସାରା ବିଶ୍ୱ ଯେତେବେଳେ ଏତେ ଅତଙ୍କିତ ଅଛି ବା ଭୟଭୀତ ଅଛି ଠିକ ସେହିପରି ମାନବ ସମାଜ ମଧ୍ୟ ଭୟଭୀତ ରହିଛନ୍ତି । ଏହି ସମୟରେ ଆପଣ ମାନେ କେବହେଲେ ଧର୍ଯ୍ୟହରା ହେବେନାହିଁ ଏବଂ ନିଜ ଭିତରେ ଥିବା ସାହସର ଶକ୍ତି ପ୍ରଦର୍ଶନ କରିବେ ।

ପୂର୍ବରୁ ଆମେ ଯେପରି କୋରନା ମହାମାରୀକୁ ହରେଇ ଥିଲୁ ଠିକ୍ ସେହିପରି ଏ ସମୟରେ ମଧ୍ୟ ଆମେ ସମସ୍ତେ ସବୁ ପ୍ରକାର ସତର୍କତା ଅବଲମ୍ୱନ କରିବୁ । ବାହାରକୁ ବାହାରିବା ମାତ୍ରେ ମାକ୍ସ ବ୍ୟବହାର କରନ୍ତୁ ଏବଂ ହାତକୁ ବାରମ୍ୱାର ସାନିଟାଇଜ କରନ୍ତୁ , ତା ସହିତ ସାମାଜିକ ଡିଷ୍ଟାଣ୍ଟସ ମେଣ୍ଟନ କରନ୍ତୁ । ଏପରି ଏକ କଠିନ ସମୟରେ ଆମେ ସମସ୍ତେ ଏକାଠି ରହିଛୁ ଏବଂ ଆଗକୁ ମଧ୍ୟ ଏକାଠି ରହିବୁ । କୋରନା ଭଳି ମହାମାରୀକୁ ହରିବା ପାଇଁ ହେଲେ ଆମ ଭିତରେ ପ୍ରଚୁର ଧର୍ଯ୍ୟ ଏବଂ ପ୍ରଚୁର ସାହାସ ରଖିବାକୁ ହେବ । ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି କି କୋଭିଡର ସମସ୍ତ ଗାଇଡ ଲାଇନକୁ ସତର୍କତାର ସହିତ ମାନି ଚଳିବାକୁ ହେବ ।

ନିଜକୁ ସୁରକ୍ଷିତ ରଖିବା ସହିତ ଆମ ଚାରିପାଖରେ ଥିବା ସମସ୍ତ ଲୋକମାନଙ୍କୁ ମଧ୍ୟ ସୁରକ୍ଷିତ ରଖିବା , ତା ସହିତ ସଚେତନ ମଧ୍ୟ କରାଇବା । ବର୍ଷା ଅନୁରୋଧ କରିଛନ୍ତି କି ଏହି ଖରା ସମୟ ଟି ପଶୁ ପକ୍ଷୀ ମାନଙ୍କ ପାଇଁ ବହୁତ କଷ୍ଟକର ସମୟ ଅଟେ । ତେଣୁ ଆପଣ ମାନେ ଘର ପାଖରେ କୌଣସି ଏକ ପାତ୍ରରେ ପାଣି ରଖିବେ ଏବଂ ଆପଣଙ୍କ ଘରୁ କିଛି ବଳକା ଖାଦ୍ୟ ମଧ୍ୟ ପଶୁ ପକ୍ଷୀ ମାନଙ୍କୁ ଖାଇବା ପାଇଁ ଦେଇ ପାରିବେ । ଏହା କଲେ ପଶୁ ପକ୍ଷୀ ମାନେ ସୁରକ୍ଷିତ ରହିବା ସହିତ ଆପଣଙ୍କ ଉପରେ ଭଗବାନ ମଧ୍ୟ ଖୁସୀ ହେବେ ।

ଏହି ସମୟରେ ଆପଣଙ୍କର ଦାୟିତ୍ୱ ହିଁ ଆପଣଙ୍କର ଜୀବନ , ତେବେ ସମୟ ଆସିଛି ଆମେ ମାନେ ସମସ୍ତେ ଏକାଠି ହୋଇ ଏହି କଠିନ ସମୟକୁ ମୁକାବିଲା କରିବା । ଆମ ମାନଙ୍କ ଉପରେ ପ୍ରଭୁ ଜଗନ୍ନାଥଙ୍କର ଆଶୀର୍ବାଦ ରହିଛି ଏବଂ ସାରା ବିଶ୍ୱ ପାଇଁ ବା ବିଶ୍ୱର ମଙ୍ଗଳ ପାଇଁ ଆମେ ସମସ୍ତେ ଏକ ହୋଇ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିବା । କୋରନା ଭଳି ମହାମାରୀ କୁ ଆମ୍ଭେମାନେ ସମସ୍ତେ ଏକାଠି ହୋଇ ଏହାର ମୁକାବିଲା କରିବା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।