Life style – ଏଥମଧ୍ୟରୁ ବାଛନ୍ତୁ ନିଜ ଜନ୍ମ ବର୍ଷ ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ବିଷୟରେ କିଛି ରୋମାଞ୍ଚକର ଗୁପ୍ତ କଥା

0

କୌଣସି ମଣିଷ ର ଜନ୍ମ ତାରିଖ ଓ ଜନ୍ମ ମାସ ଦ୍ଵାରା ସେହି ବ୍ୟକ୍ତି ର ବ୍ୟକ୍ତିତ୍ଵ ବିଷୟ ରେ ବହୁତ୍ କିଛି ଜାଣି ହୁଏ। ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ ବ୍ୟକ୍ତି ର ଜନ୍ମ ତାରିଖ , ଜନ୍ମ ଦିନ ,ଓ ଜନ୍ମ ମସିହା ଦ୍ଵାରା ବ୍ୟକ୍ତି ର ଜୀବନ , ଗୁଣ ଓ ବେସେଶତା ବିଷୟ ରେ ବହୁତ୍ କିଛି ଜିନିଷ ଜାଣି ହୁଏ ।।ତେବେ ଆଜି ଆମେ ଆପଣଙ୍କୁ ଆପଣ ଜନ୍ମ ହୋଇଥିବା ମସିହା ହିସାବରେ ଆପଣ ଙ୍କ ର କଣ ସବୁ ଭଲ ଗୁଣ ରହିଛି ଏହି ବିଷୟ ରେ ଜାଣିବା। ତେବେ ଯଦି ଆପଣ ୧୯୮୦ ମସିହା ବା ତାପରେ ଜନ୍ମ ଗ୍ରହଣ କରିଛନ୍ତି ତେବେ ନିଜ ର ଜୀବନ ବିଷୟ ରେ କିଛି ଅଜଣା କଥା ଜାଣିବା ପାଇଁ ଏହି ଲେଖା ଟିକୁ ସମ୍ପୂର୍ଣ ପଢନ୍ତୁ।

୧୯୮୦ – ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ସର୍ବଦ ଆଗରେ ରହିବା ପାଇଁ ଆପଣ ଙ୍କୁ ପସନ୍ଦ ହୋଇ ଥାଏ। ତେବେ ଅନ୍ୟ ମାନେ ମଧ୍ୟ ଆପଣ ଙ୍କୁ ଖୁବ୍ ଭଲ ପାଇ ଥାଆନ୍ତି। ତେବେ ଆପଣଙ୍କ ଭିତରେ କିଛି ମାତ୍ରା ର ଅହଂ ଭାବ ରହିଥାଏ ତାଙ୍କୁ ନିଜ ନିୟନ୍ତ୍ରଣ ରେ ରଖନ୍ତୁ।

୧୯୮୧- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଙ୍କୁ ନିଜେ ଲାଇଫ ରେ ସ୍ଵତନ୍ତ୍ରତା ଖୁବ୍ ପସନ୍ଦ ଆଉ ଆତ୍ମବିଶ୍ଵାସ ରେ ଭରି ରହି ଥାଆନ୍ତି ଆପଣ ।

୧୯୮୨- ଆପଣ ସାମାନ୍ୟ ଇମୋସ୍ନାଲ୍ ସ୍ଵଭାବ ର ହୋଇ ଥାଆନ୍ତି। ଯାହାକୁ ଭଲ ପାଇ ଥାଆନ୍ତି ତା ପାଇଁ ସବୁକିଛି ତ୍ୟାଗ କରି ଥାଆନ୍ତି ।

୧୯୮୩- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ବହୁତ୍ ଦୟାଳୁ ସ୍ଵଭାବ ର ହୋଇ ଥାଆନ୍ତି । ସମସ୍ତଙ୍କୁ ସ୍ନେହ କରି ଥାଆନ୍ତି ଓ ସମସ୍ତଙ୍କ ସହିତ ମିଳିମିଶି ଚଳନ୍ତି ।

୧୯୮୪-ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଖୁବ୍ ହସମୁଖ୍ ସ୍ଵଭାବ ର ବ୍ୟକ୍ତି ହୋଇ ଥାଆନ୍ତି ଓ ବହୁତ୍ ସରଳ ହୋଇ ଥାଆନ୍ତି ।

୧୯୮୫- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଆପଣ ବହୁତ୍ ପ୍ରଟିକଲ୍ ଲୋକ ହୋଇ ଥାଆନ୍ତି। ତେବେ ନିଜ କ୍ରୋଧ ଉପରେ ସାମାନ୍ୟ ନିୟନ୍ତ୍ରଣ ରଖନ୍ତୁ ।

୧୯୮୬- ତେବେ ଯଦି ଆପଣ ଏହି ବର୍ଷ ଜନ୍ମ ଗ୍ରହଣ କରିଛନ୍ତି ତେବେ ଆପଣ ଙ୍କ ଚିନ୍ତାଧାରା ସବୁବେଳେ ଭିନ୍ନ ହୋଇଥାଏ ।

୧୯୮୭- ଆପଣ ନିଜ ଜୀବନ ସାଥି କୁ ଖୁବ୍ ପସନ୍ଦ କରି ଥାଆନ୍ତି ଓ ତାଙ୍କ ପାଇଁ ସବୁକିଛି କରି ଥାଆନ୍ତି

୧୯୮୮- ଆପଣ ବହୁତ୍ ପ୍ରଭାବ ଶାଳୀ ବ୍ୟକ୍ତି ଅଟନ୍ତି । ଭିଡ ଭିତରେ ନିଜ ପରିଚୟ ସୃଷ୍ଟି କରିବା ଆପଣ ଙ୍କୁ ଭଲ ଭାବରେ ଆସିଥାଏ।

୧୯୮୯- ଆପଣ ସବୁ କାର୍ଯ୍ୟ ବହୁତ୍ ଆତ୍ମବିଶ୍ଵାସ ସହିତ କରି ଥାଆନ୍ତି ଓ କଠିନ ପରିଶ୍ରମୀ ହୋଇ ଥାଆନ୍ତି।

୧୯୯୦- ଆପଣ ବହୁତ୍ ଭାବୁକ ସ୍ଵଭାବ ର ହୋଇ ଥାଆନ୍ତି କୁ। ସବୁ କାର୍ଯ୍ୟ ରେ ଖୁବ୍ ଶୀଘ୍ର ହାର ମାନି ଯାଇଥାନ୍ତି ।

୧୯୯୧- ଆପଣ ଶୀଘ୍ର କାହା ଉପରେ ବିଶ୍ୱାସ କରନ୍ତି ନାହିଁ।

୧୯୯୨- ଆପଣ ନିଜ ଦକ୍ଷତା ଉପରେ ବିଶ୍ୱାସ କରନ୍ତି ଓ ସବୁ କାର୍ଯ୍ୟ ଆରାମ ରେ କରନ୍ତି।

୧୯୯୩- ଆପଣ ବହୁତ୍ ଜ୍ଞାନୀ ହୋଇ ଥାଆନ୍ତି ।

୧୯୯୪- ଆପଣ ବହୁତ୍ ଫ୍ରେଣ୍ଡଲି ନେଚର୍ ର ହୋଇ ଥାଆନ୍ତି।

୧୯୯୫- ଆପଣ ମାନଙ୍କ କଳ୍ପନା ଶକ୍ତି ବହୁତ୍ ଅଧିକ ହୋଇଥାଏ ।

୧୯୯୬- ଆପଣ ଧନ ଉପାର୍ଜନ କରିବାର ବହୁତ୍ ରାସ୍ତା ଆପଣ ଖୋଜି ନିଅନ୍ତି ।

୧୯୯୭- ଆପଣ ଖୁବ୍ ଭାବୁକ ହୋଇ ଥାଆନ୍ତି ।

୧୯୯୮- ଆପଣ ଖୁବ୍ ବୁଦ୍ଧିମାନ ହୋଇ ଥାଆନ୍ତି ।

୧୯୯୯- ଆପଣ ଖୁବ୍ ସମ୍ବେଦଶୀଳ ବ୍ୟକ୍ତି ହୋଇ ଥାଆନ୍ତି ।

୨୦୦୦- ଆପଣ ନିଜ ଉପରେ ବିଶ୍ୱାସ ରଖିବା ପସନ୍ଦ କରନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।