ପରୀକ୍ଷାରେ ସବୁଠୁ ଚତୁର ପ୍ରଶ୍ନ – ଘିଅକୁ ଇଂରାଜୀରେ କ’ଣ କୁହାଯାଏ ? ଉତ୍ତର ଦେବାରେ ୯୯ ପ୍ରତିଶତ ଲୋକ ଫେଲ ହେଇଯିବେ..

ବର୍ତ୍ତମାନ ସମୟରେ ଛାତ୍ରଛାତ୍ରୀ ମାନେ କେବଳ ପୁସ୍ତକଗତ ଜ୍ଞାନ ଉପରେ ଗୁରୁତ୍ୱ ଦେଉଛନ୍ତି। ଫଳରେ ସେମାନେ କେଵଳ ପରୀକ୍ଷାରେ ଭଲ ନମ୍ବର ରଖୁଛନ୍ତି। କିନ୍ତୁ ବର୍ତ୍ତମାନର ପ୍ରତିଯୋଗି ଦୁନିଆରେ ସେମାନଙ୍କ ସ୍ଥାନ ପଛରେ ରହିଯାଉଛନ୍ତି କିମ୍ବା କୌଣସି ଚାକିରୀ ପାଇଁ ହେଉଥିବା ଇଣ୍ଟର୍ଭିୟୁରେ ମଧ୍ୟ ଭଲଭାବରେ ଉତ୍ତର ଦେଇ ପାରୁନାହାନ୍ତି ଏବଂ ବିଫଳ ହେଉଛନ୍ତି। ବିଫଳ ହେବାର ଏକ ମାତ୍ର କାରଣ ସେମାନେ ପୁସ୍ତକଗତ ଜ୍ଞାନ ବ୍ୟତୀତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖୁନାହାନ୍ତି କିମ୍ବା ସେମାନେ ଜାଣିବାକୁ ଚେଷ୍ଟା କରୁନାହାନ୍ତି।

ତେଣୁ ଆଜିକାଲିର ଦୁନିଆରେ ଚଳିବା ପାଇଁ ହେଲେ ପାଠ ସହିତ ବାହାର ଦୁନିଆ ବିଷୟରେ ଜ୍ଞାନ ରଖିବା ପାଇଁ ପଡ଼ିବ। ଖାଲି ଯେ ଚାକିରୀ କ୍ଷେତ୍ରରେ ସହାୟକ ହେବ ତାହା ନୁହେଁ। ଆପଣଙ୍କ ଠାରୁ ଜନ୍ମିତ ଦାୟାଦ ମଧ୍ୟ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରାଯାଇପାରିବ। ଆଜି ଆମେ ଆପଣଙ୍କୁ ଦେଶ ଦୁନିଆ ସମ୍ପର୍କିତ କିଛି ପ୍ରଶ୍ନ ଏବଂ ତା ସହିତ ଉତ୍ତର ମଧ୍ୟ କହିବୁ ଏହି ପ୍ରଶ୍ନ ଆଗରୁ କେବେବି ଶୁଣିନଥିବେ ଯାହା ଫଳରେ ଆପଣଙ୍କର ଜ୍ଞାନ ଭଣ୍ଡାର ବୃଦ୍ଧି ପାଇବ ଏବଂ ପ୍ରତିଯୋଗିତା ପରୀକ୍ଷାରେ ମଧ୍ୟ ଆସିପାରେ। ତେବେ ଆସନ୍ତୁ ଜାଣିବା ଦେଶ ଦୁନିଆ ସମ୍ପର୍କିତ କିଛି ଚତୁର ପ୍ରଶ୍ନ;

(୧) ପ୍ରଶ୍ନ:- ଭାରତର ବୃହତ୍ତମ ଗୀର୍ଜାର ନାଁ କ’ଣ ?
ଉତ୍ତର: ସେଣ୍ଟ କ୍ୟାଥେ ଡ୍ରାଲ।

(୨) ପ୍ରଶ୍ନ:- ଭାରତରେ କେଉଁ ମନ୍ଦିରରେ ମୂଷାମାନଙ୍କୁ ପୂଜା କରାଯାଏ ?
ଉତ୍ତର: କର୍ଣ୍ଣିଦେବି ମନ୍ଦିର।

(୩) ପ୍ରଶ୍ନ:- ପାକିସ୍ତାନ ଦେଶର ଜାତୀୟ ସଂକେତ କ’ଣ ?
ଉତ୍ତର: ଅର୍ଦ୍ଧଚନ୍ଦ୍ର।

(4) ପ୍ରଶ୍ନ:- ପ୍ରଥମ ସରସ୍ବତୀ ସମ୍ମାନ ଲାଭକରିଥିବା ଭାରତୀୟ କିଏ ?
ଉତ୍ତର: ହରିବଂଶ ରାୟବଚନ।

(୫) ପ୍ରଶ୍ନ:- ଭାରତୀୟ ସିନେମାର ପ୍ରଥମ ଅଭିନେତ୍ରୀ କିଏ ?
ଉତ୍ତର: ଦେବିକା ରାଣୀ।

(୬) ପ୍ରଶ୍ନ:- ଘିଅକୁ ଇଂରାଜୀରେ କଣ କୁହାଯାଏ ?

ଉ:- ଏହା ଏକ ଭାରତୀୟ ଜିନିଷ ଅଟେ  ଇଂରାଜୀ ନାମ ଏହାକୁ Clarified butter କୁହାଯାଏ | ଅନେକ କୁହନ୍ତି ଘିଅ ଗୋଟିଏ ଭାରତୀୟ ଜିନିଷ ସେଥିପାଇଁ ଏହାର ଇଂରାଜୀ ନାମ ନାହିଁ

(୭) ପ୍ରଶ୍ନ:- ଭାରତରେ ପ୍ରଥମେ କିଏ ବିମାନ ତିଆରି କରିଥିଲେ ?
ଉତ୍ତର: ଏସ. ଭି. ସେଟି।

(୮) ପ୍ରଶ୍ନ:- କଟକ ସହରର ପ୍ରତିଷ୍ଠାତା କିଏ?
ଉତ୍ତର: ନୃପକେଶରୀ।

(୯) ପ୍ରଶ୍ନ:- ଓଡ଼ିଶାରେ କାହାର କରରେ ନମ୍ବର ନଥାଏ ?
ଉତ୍ତର: ରାଜ୍ୟପାଳ।

(10) ପ୍ରଶ୍ନ:- ସବୁଠୁ ପୁରାତନ ପୋକଟି କିଏ ?
ଉତ୍ତର: ଅସରପା।

(୧୧) ପ୍ରଶ୍ନ:- କେଉଁ ପ୍ରାଣୀ ଠିଆ ହୋଇ ଶୁଏ ?
ଉତ୍ତର: ଘୋଡା।

(୧୨)ପ୍ରଶ୍ନ:- ମାଛି ଓ ପ୍ରଜାପତି କାହାଦ୍ୱାରା ସ୍ୱାଦ ବାରନ୍ତି ?
ଉତ୍ତର: ପାଦ।

(୧୩) ପ୍ରଶ୍ନ:- ଲହୁଣୀ ଗଛ କେଉଁଠି ଦେଖାଯାଏ ?
ଉତ୍ତର: ଦକ୍ଷିଣ ଆଫ୍ରିକା।

(୧୪) ପ୍ରଶ୍ନ:- ପ୍ରେସର କୁକର ଉଦ୍ଭାବକ କିଏ ?
ଉତ୍ତର: ରର୍ଵଟ ବୟେଲ।

(୧୫) ପ୍ରଶ୍ନ:- ଭାରତର ପ୍ରଥମ ଯୁଦ୍ଧ ବିମାନର ନାଁ କ’ଣ ?
ଉତ୍ତର: ମିଷ୍ଟେରେ।

(୧୬) ପ୍ରଶ୍ନ:- ଭାରତର ପ୍ରଥମ ବ୍ୟାଙ୍କ ନାମ କ’ଣ ?
ଉତ୍ତର: ସିଣ୍ଡିକେଟ ବ୍ୟାଙ୍କ।

(୧୭) ପ୍ରଶ୍ନ:- ହାୱାମହଲ କେଉଁଠି ଅବସ୍ଥିତ ?

ଉତ୍ତର: ଜୟପୁର (ରାଜସ୍ତାନ)।

(୧୮) ପ୍ରଶ୍ନ:- ଲୋକସଭାର ପ୍ରଥମ ଅନ୍ଧ ସଭ୍ୟ କିଏ ?
ଉତ୍ତର: ଯମୁନା ପ୍ରସାଦ ଶାସ୍ତ୍ରୀ।

(୧୯) ପ୍ରଶ୍ନ:- ଆଖୁଛେଦା କେଉଁ ଶିଳ୍ପରେ ବ୍ୟବହୃତ ହୁଏ ?
ଉତ୍ତର: କାଗଜ।

(୨୦) ପ୍ରଶ୍ନ :- ଡେଣା ନ ଥିବା ପକ୍ଷୀଟି କିଏ ?
ଉତ୍ତର: କିୱି୍।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।