Facebook ବନ୍ଧୁଙ୍କୁ ଦୂରୁ ଜୁହାର…ରାସ୍ତା ମଝିରେ ବାଡାବାଡ଼ି ଯୁବକ ଯୁବତୀ… ଦେଖନ୍ତୁ Video

ହଁ ବନ୍ଧୁଗଣ ଯଦି ଆପଣ ସେସିଆଲ ମିଡ଼ିଆକୁ ବ୍ୟବହାର କରୁଛନ୍ତି ଆଉ ଫେସବୁକ ଆଦିରେ ବନ୍ଧୁତା ଗଢୁଛନ୍ତି ତାହେଲେ ଟିକେ ଆଗରୁ ହେଇଯାନ୍ତୁ ସାବଧାନ ଓ ଯଦି ଆପଣ ଟଙ୍କା ଧାର ନେଉ ସାହାଯ୍ୟ ନେବାକୁ ଚାହୁଁଛନ୍ତି, ତାହେଲେ ନେବା ଆଗକୁ ଟିକିଏ ସେ ଲୋକ ବିଷୟରେ ଜାଣିଲା ପରେ ଟଙ୍କା ନିଅନ୍ତୁ, ଏପରି ଏକ ଘଟଣା ବର୍ତ୍ତମାନ ସେସିଆଲ ମିଡିଆରେ ଜୋରସୋରରେ ଭାଇରାଲ ହେବାକୁ ଲାଗିଛି , ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ |

ଗଞ୍ଜାମ ଜିଲ୍ଲାର ବେଗୁନିଆ ପୋଡା ଦେଉଳି ଗ୍ରାମରେ ସୁମିତା ନାଁ ରେ ଜଣେ ଝିଅଙ୍କ ସହିତ ଫେସବୁକରେ ବନ୍ଧୁତା ହୋଇଥିଲା ତାଙ୍କର ପାଖ ଗାଁ ର ପୁଅଙ୍କ ସାଥିରେ , ଦୁଈ ଜଣଙ୍କ ମଧ୍ୟରେ ବନ୍ଧୁତା ବେଶ ଭଲ ଭାବରେ ଚାଲିଆସୁଥିଲା, ଝିଅଟି କାମ କରୁଥିଲା ସିନେ ଜଗତ ଅର୍ଥାତ କଳାକାର ଲାଇନରେ ଆଉ ପୁଓଟି କାମ କରୁଥିଲା ସୁରତ ରେ |

ଝିଅଟିର ଯାହା କହିବା କଥା କି ଝିଅଟି ସେ ପୁଅ ସହିତ ବନ୍ଧୁତା ବେଶ ଭଲ ଭାବରେ ଥିଲା ଓ ଦରକାର ବେକେ ଝିଅଟି ପୁଅ ପାଖରୁ ଟଙ୍କା ମଧ୍ୟ ନେଉଥିଲା , କିନ୍ତୁ ପରେ ଝିଅଟିର କଥା ଅନୁସାରେ ସେ ସମସ୍ତ ଟଙ୍କା ପୁଅଟିକୁ ଫେରାଇ ଦେଇଥିଲା ବୋଲି କହିଥିଲା କିନ୍ତୁ ପୁଓଟି ମାନି ନଥିଲା , ଆଉ ସେ ଝିଅ ସହିତ ଦେଖା କରି ସମସ୍ତ ଟଙ୍କାର ହିସାବ କରିବ ବୋଲି କହିଥିଲା, ଆଉ ଝିଅଟି ମଧ୍ୟ ତାର କଥାରେ ହଁ ଭରିଥିଲା ଓ ଭୁବନେଶ୍ୱର ରୁ ଗାଁ କୁ ଆସି ଦେଖା କରିବ ବୋଲି କହିଥିଲା |

ମାତ୍ର ପୁଅଟି ସୁରଟ ରୁ ଫେରି ରାସ୍ତା ମଝିରେ ଝିଅଟିକୁ ବେଜତି କରିଥିଲେ ଆଉ ତାଙ୍କର 60,000 ଟଙ୍କା ନେଇଥିବାର କଥା କହିଥିଲେ ଆଉ ଆଟିଟିଉଡ଼ ପାଇଁ 20,000, ବ୍ଲାକମେଲ ପାଇଁ 80,000 ଓ ଫୋଟୋକୁ ଭାଇରାଲ କରିବା ପାଇଁ 10,000 କଥା ମଧ୍ୟ କହିବା କହିବା ସହିତ , ବହୁତ ଆଶ୍ରିଲୋ ଭାଷାରେ ଝିଅଟିକୁ ଗାଳିଗୁଲଜ କରିଥିଲେ, ଆଉ ଝିଅଟି ତାଙ୍କର ସମସ୍ତ ଟଙ୍କା ଫେରାଇ ଦେଉଥିଲେ ବୋଲି କହିବା ପରେ ମଧ୍ୟ ତାଙ୍କର କଥାକୁ ମାନି ନଥିଲେ , ଆଉ ତାଙ୍କୁ ଟଙ୍କା ନ ଦେଲେ ତାଙ୍କର ଫୋଟୋକୁ ଭାଇରାଲ କରିଦେବେ ବୋଲିକହିଥିଲେ |

ତେବେ ତାଙ୍କର ସମସ୍ତ କଥା ନ ମାନିଲେ ତାଙ୍କର ଭାଇକୁ ବି ମାରିଦେବାର ଧମକ ମଧ୍ୟ ପୁଅଟି ଦେଇଥିଲେ, କିନ୍ତୁ ତାଙ୍କର କଥାରେ ଡରିନଥିଲେ ସୁନିତା, ସେ ଯାଇ ନେଇଥିଲେ ପୋଲିସର ସାହାଯ୍ୟ, ଓ ପୋଲିସ ପାଖକୁ ଯାଇ ସମସ୍ତ ଘଟଣାକୁ ଜନେଇଥିଲେ |

ସେଥିପାଇଁ ତ କୁହାଯାଇଛି ଫେସବୁକ ବନ୍ଧୁତାକୁ ଦୂରୁ ଜୁହାର , ଦେଖି ଚାହିଁ ବନ୍ଧୁତାର ହାତ ବଢାନ୍ତୁ ଆଉ ସାହାଯ୍ୟ ନିଅନ୍ତୁ ନହେଲେ ଆପଣ ମଧ୍ୟ ଏପରି ସମସ୍ୟାରେ ପଡିପାରନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment