ଦେଖନ୍ତୁ ଭିଡ଼ିଓ : Facebook ରେ ଭଲ ପାଇ ବାହା ହେଲି…ଭୁଲ କରିଦେଲି, ମୁ ହାତ ଯୋଡି ଅନୁରୋଧ କରୁଛି ସେମିତି ଭୁଲ ଆଉ…..

0

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ, ଆଜିକାଲିର ଯୁବକ ଯୁବତୀମାନେ ପ୍ରେମ ପଛରେ ଦୌଡୁଛନ୍ତି, ପ୍ରେମ ପାଇଁ ସେମାନେ କିଛି ବି କରିଦେଉଛନ୍ତି। ବର୍ତ୍ତମାନ ଦେଖାଯାଉଛି, ଯେ ଯୁବକ ଯୁବତୀ ଭଲ ପାଉଛନ୍ତି। ଯଦି ସେମାନଙ୍କୁ ପ୍ରେମ ନ ମିଳେ, ଅର୍ଥାତ ବିବାହ ନ ହୋଇଥାଏ ସେମାନେ କିଛି ବି କରିବା ପାଇଁ ପଛାଉ ନାହାନ୍ତି। ଏହା ବ୍ୟତୀତ ସମାଜରେ ଏଭଳି ଅନେକ ଘଟଣା ଦେଖିଥିବେ ଯେ ନାରୀ ମାନେ ନିର୍ଯାତିତାର ଶିକାର ହୋଇ ମହିଳା କମିଶନରଙ୍କ ଦ୍ୱାରସ୍ଥ ହେଉଛି, ତାଙ୍କୁ ସମସ୍ତେ ସପର୍ଟ କରୁଛନ୍ତି, କିନ୍ତୁ ସମାଜରେ ଅନେକ ପୁରୁଷ ଅଛନ୍ତି, ଯେଉଁ ମାନେ ନିଜ ସ୍ତ୍ରୀ ଠାରୁ ନିର୍ଯାତନାର ଶିକାର ହେଉଛନ୍ତି, କିନ୍ତୁ ପୁରୁଷଙ୍କ ପାଖକୁ ସାହାଯ୍ୟ କରିବା ପାଇଁ ଆସୁନାହାନ୍ତି। ଏଭଳି ଅନେକ ପୁରୁଷ ନିର୍ଯାତନାର ଶିକାର ହେବାର ଦେଖା ଯାଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆପଣମାନେ ଜାଣିଲା ପରେ ନିଶ୍ଚିତ ଭାବରେ ଗୋଟିଏ କଥା କହିବେ ଯେ ପୁରୁଷଙ୍କ ପାଇଁ ବି ପୁରୁଷକମିଶନର ରହିବା ଦରକାର, ତେବେ ଘଟଣାଟି ହେଉଛି, ଜଣେ ଯୁବକ ତାଙ୍କ ସ୍ତ୍ରୀ ନାଁ ରେ ଅଭିଯୋଗ ଆଣିଛନ୍ତି, ତାଙ୍କ ଚତୁର୍ଥୀ ରାତିରେ ଜଣେ ଲୋକ ମୋବାଇଲ ରେ କହିଲା ତୋ ସ୍ତ୍ରୀର ପ୍ରାଇଭଟ ପାର୍ଟ ରେ ଟାଟୁ ଅଛି, ସ୍ତ୍ରୀ ତାଙ୍କୁ ନିର୍ଯାତନା ଦେଉଛନ୍ତି। ପୂରା ଘଟଣା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ;

ସୂଚନାଅନୁସାରେ କଟକ ଜିଲ୍ଲାରେ ମହିତ ଶର୍ମା ଜଣେ ଯୁବକ ଜଣକ ଫେସବୁକ ରେ ତିନି ମାସ ମଧ୍ୟରେ ଭଲ ପାଇ ଗତ ୨୦୨୦ ମସିହାରେ ଯୁବତୀଙ୍କୁ ବିବାହ କରିଥିଲେ, ଏହାପରେ ଚତୁର୍ଥୀ ରାତିରେ ମହିତଙ୍କ ନିକଟକୁ ଏକ ଫୋନ କୋଲ ଆସିଲା ଆଉ କହିଲା, ତୋ ସ୍ତ୍ରୀର ପ୍ରାଇଭଟ ପାର୍ଟରେ ଟୁକା ନାମ ଲେଖା ହୋଇଛି, ଯଦି ସ୍ତ୍ରୀ ସହିତ ଶାରୀରିକ ସମ୍ପର୍କ ରଖିବୁ ତାହାଲେ ତତେ ଜୀବନରୁ ମାରିଦେବୀ, ଏହା ପରେ ଯୁବକ ଆସି ଦେଖିଥିଲା ତାଙ୍କ ସ୍ତ୍ରୀର ପ୍ରାଇଭେଟ ପାର୍ଟରେ ଟାଟୁ ଥିଲା। ଏହାପରେ ତାଙ୍କ ସହିତ ତାଙ୍କ ସ୍ତ୍ରୀ ଟରଚର ଆରମ୍ବ କରିଦେଲା।

ତାଙ୍କ ଘରେ କୌଣସି କାମ କରିବେନି ତାଙ୍କ ମାଆ ବାପା ସାମ୍ନାରେ ସିଗାରେଟ ଏବଂ ମଦ ପିଇବା, ଅନ୍ୟ ପୁରୁଷ ବନ୍ଧୁ ସହିତ ମିଶିବା, ଏପରିକି ତାଙ୍କ ଶଶୁର ଘୋର ଲୋକେ ମହିତଙ୍କୁ ମାଡ ମାରନ୍ତି, ଆଉ ଯଦି ସେ ତାଙ୍କ ସ୍ତ୍ରୀ ସହିତ ରହିବନି ତାହାଲେ ତାଙ୍କୁ ଜୀବନରେ ମାରିଦେବେ। ତେବେ ସେ ପୋଲିସଙ୍କ ନିକଟରେ ଅଭିଯୋଗ କରିଛନ୍ତି, ଯେ ତାଙ୍କ ସ୍ତ୍ରୀଙ୍କ ସହିତ ରହିବା ପାଇଁ ଚାହୁଁଛନ୍ତି, ଏବଂ ତାଙ୍କୁ ନ୍ୟାୟ ମିଳୁ। ତେଣୁ ପ୍ରଶାସନ ନିକଟରେ ଏତିକି ପ୍ରାଥନା ଯେ ଘୋଟଣାର ନିରପେକ୍ଷ ତଦନ୍ତ କରି ଖୁବ୍ଶୀଘ୍ର ତାଙ୍କୁ ନ୍ୟାୟ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।