Facebook ରେ ଭିଡିଓ Call କରି ସୁନ୍ଦରୀ ଯୁବତୀ ଦେଖାଉଛନ୍ତି ନିଜ ଉ-ଲ-ଗ୍ନ ଶରୀର, ବିଶ୍ୱାସ ହେଉ ନଥିଲେ ଦେଖନ୍ତୁ ଏହି Live ଭିଡ଼ିଓ

0

ଯଦି ଆମେ ୩୦ ବର୍ଷ ପଛକୁ ଫେରିଯିବା, ବର୍ତ୍ତମାନ ଭଳି ସେତେବେଳେ ଟେକ୍ନୋଲୋଜି କାୟା ବିସ୍ତାର କରିନଥିଲା। ତେବେ ଧୀରେ ଧୀରେ ଟେକ୍ନୋଲୋଜିର ପ୍ରଭାବରେ ଆଜି କାଲି ଯୋଗାଯୋଗ ଗୋଟିଏ ସେକେଣ୍ଡ ରେ ହୋଇପାରିଛି। ମନୁଷ୍ୟର ସବୁ କାମ ସୁବିଧା ହୋଇଯାଇଛି। ପ୍ରତିଦିନ ସବୁ ଘଟଣା ବିଷୟରେ ଆମେ ଅବଗତ ହୋଇପାରୁ ଆଜି କାଲି ସୋସିଆଲ ମିଡିଆ ରେ, ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ଘରେ ବସି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଶୁଣିଥାଉ। କିନ୍ତୁ ଧୀରେ ଧୀରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ସାଇବର କ୍ରାଇମ ବଢି ବଢି ଚାଲିଛି।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ବିଷୟରେ ଶୁଣିବା ପାଇଁ ମିଳିଛି ଯାହାକୁ ଦେଖିଲା ପରେ ଆଶ୍ଚର୍ଯ୍ୟ ହୋଇଯିବେ, ଏବଂ ସତର୍କ ମଧ୍ୟ ହୋଇଯିବେ। ତେବେ ଘଟଣାଟି ହେଉଛି ଫେସବୁକରେ ଅଶୀଳ ଭିଡ଼ିଓ କୋଲ କରି, ଧମକ ଦେଉଛନ୍ତି, ଏବଂ ଟଙ୍କା ମଧ୍ୟ ଦାବି କରୁଛନ୍ତି। ପୂରା ଘଟଣା ଜାଣି ସତର୍କ ହୋଇଯିବେ ନିଶ୍ଚିତ, ତେବେ ଏଭଳି ଏକ ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ତେବେ ବନ୍ଧୁଗଣ ଏଭଳି ଠକାମିର ଭୁବନେଶ୍ୱର ଜଣେ ବ୍ୟକ୍ତି ଶିକାର ହୋଇଛନ୍ତି। ଯେକି ପେସାରେ ଜଣେ ବ୍ଲଗର, ସେ ସୋସିଆଲ ମିଡିଆରେ ଓତଃପ୍ରୋତ ଭାବରେ ଜଡିତ। ତେବେ ସୂଚନା ଅନୁସାରେ ବ୍ୟକ୍ତି ଜଣକ ପାଖକୁ ଫେସବୁକ ରେ ରିୟା ଜେନ ନାମକ ଯୁବତୀର ଫ୍ରେଣ୍ଡ ରିକୁୱେଷ୍ଟ ଆସିଥିଲା। ତାଙ୍କ ଲିଷ୍ଟ ରେ ୩ ଜଣ ମ୍ୟୁଚୁଆଲ ଥିବାର ଦେଖି, ସେ ଅନୁରୋଧ ଗ୍ରହଣ କରିଥିଲେ। ସନ୍ଧ୍ୟାରେ ସେ ଦେଖିଥିଲେ, ଯୁବତୀ ଜଣକ hii ମେସେଜ ପଠେଇଛି। ଏହା ପରେ ସେ ଭାବିଥିଲେ, ଯେ ହୁଏତ ତାଙ୍କ ବ୍ଲୋଗ ଦେଖି ହୁଏତ ତାଙ୍କୁ କେହି ମେସେଜ କରିଥିବେ। ଏହା ପରେ ସେ ତାଙ୍କ ପ୍ରତିଉତ୍ତୋର ରେ hii ମେସେଜ ଦେଲେ, କେମିତି ଅଛ ପଚାରିଲା, ବ୍ୟକ୍ତି ଜଣକ ଭଲ ଅଛି ବୋଲି କହିଲା। ବାସ ଏତିକି କଥା ହେବା ପରେ ଯୁବତୀ ଯାହା କହିଲେ ତାଙ୍କ ମୁଣ୍ଡ ଘୁରି ହୋଇଗଲା।

ଯୁବତୀ ଜଣକ କହିଲେ ତାଙ୍କ ସହିତ ସେକ୍ସ ଭିଡ଼ିଓ କୋଲ କରିବା ପାଇଁ, ଏହା ପରେ ଯୁବକ ଜଣକ ଆଗକୁ କଣ ହେଉଛି ଜାଣିବା ପାଇଁ ତାଙ୍କୁ କହିଲେ, ହଁ କୋଲ କର ତାପରେ ସଙ୍ଗେ ସଙ୍ଗେ କୋଲ କରି ପୂରା ଉଲଗ୍ନ ହୋଇ ଗଲେ, ତାପରେ ଯୁବକଙ୍କୁ ତାଙ୍କ ଉଲଗ୍ନ ଶରୀର ଦେଖାଇବା ପାଇଁ କହିଲେ, ସେ ଫ୍ରେଡ଼ କୋଲ ଭାବି, ଶୋଇଗଲେ ସକାଳୁ ଯୁବତୀ ଏକ କ୍ରିନଶୁଟ ଦେଖି ଧମକ ଦେଲା ଯେ, ଏହାକୁ ସୋସିଆଲ ମିଡିଆରେ ଛାଡି ଦେବାର ଧମ ଦେଲା। ଏହା ପରେ ବ୍ୟକ୍ତି ଜଣକ ଥାନାରେ ଅଭିଯୋଗ କରିଛନ୍ତି। ତେଣୁ ଆପଣ ମାନେ ସାବଧାନ ହୋଇଯାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।