Faacebook ପ୍ରେମ ବିବାହିତା ମହିଳା କୁ କଲା ଘାଇଲା ! ପୁଅ ଓ ସ୍ୱାମୀକୁ ଛାଡ଼ି ଛୁ ମାରି ଏବେ କହୁଛି ଏମିତି…ଦେଖନ୍ତୁ ଭିଡ଼ିଓ

0

ଆଜିକାଲିର ସଭ୍ୟ ସମାଜରେ ଲୋକ ମାନେ ସମ୍ପର୍କର ମୂଲ୍ୟ ବୁଝୁ ନାହାଁନ୍ତି। ପ୍ରତ୍ୟକ ଦିନ ଖବର କାଗଜ, ମିଡ଼ିଆ, ଟିଭି ଆଦିରେ ଅବୈଧ ସମ୍ପର୍କ ବିଷୟରେ ଶୁଣିଥାଉ। ଆଜି କାଲିର ଲୋକ ମାନେ ଯୌନ ଲାଳସା ମେଣ୍ଟାଇବା ପାଇଁ ସବୁ ସମ୍ପର୍କକୁ ପଛରେ ପକାଇ ଅବୈଧ ସମ୍ପର୍କ ଦେଖିବା ପାଇଁ ମିଳିଥାଏ। ଏହା ବ୍ୟତୀତ ମହିଳା ନିଜ ସ୍ୱାମୀ ଓ ପିଲା ଛୁଆ ମାନଙ୍କୁ ଛାଡି ମଧ୍ୟ ଅନ୍ୟ ଯୁବକଙ୍କ ସହିତ ସମ୍ପର୍କ ରଖିବା ବର୍ତ୍ତମାନ ସମୟରେ ଏକ ସାଧାରଣ କଥା ହୋଇ ଗଲାଣି। ତେବେ ଆମ ସମାଜରେ ଏହି ଭଳି ଘଟଣା ଦିନକୁ ଦିନ ବଢି ବଢି ଚାଲିଛି। ବର୍ତ୍ତମାନ ସୋସିଆଲ ମିଡ଼ିଆ ଯୁଗରେ ଏଭଳି ଖବର ପ୍ରତ୍ୟକ ଦିନ ଦେଖିବା ପାଇଁ ପାଇଥାଉ। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଜଣେ ମହିଳା ନିଜ ଛୁଆଙ୍କୁ ଛାଡି ଫେସବୂକ ଯୁବକଙ୍କ ସହିତ ଫେରାର ହୋଇ ଯାଇଛନ୍ତି। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ବଲାଙ୍ଗୀର ସହର ରାମେଶ୍ୱର ନଗରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ବିଶ୍ୱଜିତ ନାୟକ ନାମକ ଜଣେ ଯୁବକ ଓ ରାଜସ୍ମିତା ନାୟକ ନାମକ ଜଣେ ମହିଳା, ଯିଏ କି ସେ ଦୁହେଁ ପ୍ରେମ ବିବାହ କରିଥିଲେ। ତାଙ୍କର ଗୋଟିଏ ମାତ୍ର ପୁଅ ରହିଛି ଯାହାର ବୟସ ମାତ୍ର ୫ ବର୍ଷ ହୋଇଥାଏ। ମହିଳାଙ୍କ ସ୍ୱାମୀ ଦିନ ମଜୁରିଆ କାମ କରନ୍ତି ଯାହା ସେଥିରୁ ରୋଜଗାର ହୁଏ, ତାଙ୍କ ପରିବାରଟି ହସ ଓ ଖୁସିରେ ଚଳି ଯାଇଥାଏ।

ତେବେ କିନ୍ତୁ ହଠାଥ ମହିଳା ଜଣଙ୍କ ଫେସବୂକର ଜଣେ ଯୁବକଙ୍କ ପ୍ରେମରେ ପଡି ଯାଇ ଥିଲେ। ପ୍ରଥମେ ଯୁବକଙ୍କ ସହିତ ଚାଟିଙ୍ଗ ଓ ପରେ ଫୋନରେ କଥା ବାର୍ତା ହୋଇ ତାଙ୍କ ପ୍ରେମ ସମ୍ପର୍କ ନିବିଡ଼ ହୋଇ ଯାଇ ଥିଲା। ଏହି କଥା ମହିଳାଙ୍କ ସ୍ୱାମୀ ଜାଣି ପାରି ଥିଲେ, ତାଙ୍କ ସ୍ୱାମୀ ମହିଳାଙ୍କୁ ବାରଣ କରିବା ସ୍ୱତେ ମଧ୍ୟ ସେ ଜମାରୁ ତାଙ୍କ କଥା ମାନୁ ନଥିଲେ। ଏହା ପରେ କାହାକୁ କିଛି ନଜଣାଇ ମହିଳା ଜଣଙ୍କ ତାଙ୍କ ସ୍ୱାମୀ ଓ ଛୁଆକୁ ଛାଡି ସେହି ଫେସବୂକ ଯୁବକଙ୍କ ସହିତ ଫଳାଇ ଯାଇଥିଲେ।

ତେବେ ଏହି ଘଟଣା ମହିଳାଙ୍କ ସ୍ୱାମୀ ଜାଣିବା ପରେ ସଙ୍ଗେ ସଙ୍ଗେ ଯାଇ ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ସ୍ୱାମୀଙ୍କ ଅଭିଯୋଗ ମୁତାବକ ତାଙ୍କ ସ୍ତ୍ରୀ ସବୁବେଳେ ପାଇଁ ହାଇ ପ୍ରୋଫାଇଲରେ ରହିବ ଇଚ୍ଛା ପ୍ରକାଶ କରି ଥାଆନ୍ତି, ସେଥିପାଇଁ ତାଙ୍କ ସହିତ ଫେରାର ହୋଇ ଯାଇଛନ୍ତି ପୋଲିସ ନିକଟରେ କହିଥିଲେ। କିନ୍ତୁ ଏହି ଘଟଣାକୁ ନେଇ ତଦନ୍ତ ଆଗେଇ ପାରି ନାହିଁ। ତେବେ ବନ୍ଧୁଗଣ ଏଭଳି କାର୍ଯ୍ୟ ପାଇଁ ସମାଜ ଦିନକୁ ଦିନ କଳୁଷିତ ହେବାରେ ଲାଗିଛି। ଯାହାକି ଏହା ସମାଜ ପାଇଁ ମଧ୍ୟ ଲଜ୍ୟା ଜନକ ବା ନିନ୍ଦନୀୟ କାର୍ଯ୍ୟ ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।