ଦେଖନ୍ତୁ ଭିଡ଼ିଓ : femous ଅଭିନେତ୍ରୀ Genelia D’Souza ଙ୍କ ଦୁଇ ପୁଅ କରୋନା ରେ ଆକ୍ରାନ୍ତ, ଭିଡ଼ିଓ କୁ ଅଧିକରୁ ଅଧିକ ସେୟାର କରିବା ପାଇଁ ହାତ ଯୋଡି କଲେ ଅନୁରୋଧ….

0

କୋଭିଡ-୧୯ ଭାଇରସ ଗତ ବର୍ଷ ଠାରୁ ଆଜି ପର୍ଯ୍ୟନ୍ତ କମିବାର ନା ଧରୁନାହିଁ। ସମଗ୍ର ବିଶ୍ୱ ରେ ଏହାର ପ୍ରଭାବ ପଡିଛି । ବର୍ତ୍ତମାନ ସମଗ୍ର ବିଶ୍ୱରେ କରନା ବହୁ ମାତ୍ରାରେ ବଢି ଚାଲିଛି। ଲୋକେଙ୍କ ରୋଜଗାର ବନ୍ଦ ହେବା ସହିତ ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଅନେକ ସଂଘର୍ଷ କରୁଛନ୍ତି। ଗତ ବର୍ଷ ଅର୍ଥାତ ପ୍ରଥମ ଲହରୀ ଏତେଟା ମାରାତ୍ମକ ହୋଇନଥିଲା। ଲୋକେ ସଂକ୍ରମିତ ହେଉଥିଲେ ସତ କିନ୍ତୁ ମୃତ୍ୟୁ ର ପ୍ରଭାବ ବହୁତ କମ ଥିଲା। ବର୍ତ୍ତମାନ ଦେଶରେ କରନାର ଦ୍ୱିତୀୟ ଲହରୀ ଚାଲିଛି, ଏଥିରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହେଉଛନ୍ତି। ସଂକ୍ରମଣ ହାର ଅନୁସାରେ ପ୍ରତିଦିନ ହଜାର ହଜାର ଲୋକ ମୃତ୍ୟୁବରଣ କରୁଛନ୍ତି। ଦ୍ୱିତୀୟ ଲହର ଏତେ ମାରାତ୍ମକ ଯେ ସଂକ୍ରମିତ ଲୋକଙ୍କ ଅମ୍ଳଜାନ ସ୍ତର କମି ଦେଉଛି। ସେଥିପାଇଁ ସଂକ୍ରମିତଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକତା ପଢୁଛି। କିନ୍ତୁ ଅକ୍ସିଜେନ ସିଲିଣ୍ଡର ଅଭାବ ଯୋଗୁଁ ଲୋକେ ମୃତ୍ୟୁ ବରଣ କରୁଛନ୍ତି।

କୋଭିଡ-୧୯ ରେ ସେଲିବ୍ରେଟି ମଧ୍ୟ ବାଦ ପଡି ନାହାନ୍ତି, ଅନେକ ସେଲିବ୍ରେଟି କରନା ରେ ସଂକ୍ରମିତ ହୋଇ ମୃତ୍ୟୁ ବରଣ କରିଛନ୍ତି। ବର୍ତ୍ତମାନ ସମୟରେ ଆଗ ଧାଡ଼ିର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ର ଅଭିନେତ୍ରୀ ଜେନେଲିଆ ଡିସଜାଙ୍କ ଦୁଇ ପୁଅ କରନା ପଜେଟିଭ। ତେବେ ଏଭଳି ଖବର ଶୁଣିବା ମାତ୍ରେ ତାଙ୍କର ଫ୍ୟାନ ମାନେ ଆତଙ୍କିତ ହୋଇ ପଡିଛନ୍ତି। ତେବେ ଜେନେଲିଆ ନିଜର ଫ୍ୟାନ ମାନଙ୍କୁ ଏକ ଭିଡ଼ିଓ ମାଧ୍ୟମରେ ଆଶ୍ୱାସନା ଦେଇଛନ୍ତି। ତେବେ ଆସନ୍ତୁ ଜାଣିବା କଣ କହିଛନ୍ତି ଅଭିନେତ୍ରୀ ଜେନେଲିଆ;

ତେବେ କରନା ରେ ଜେନେଲିଆଙ୍କ ଦୁଇ ପୁଅ ଆକ୍ରାନ୍ତ ହୋଇଥିଲେ। ତେବେ ସେ ପ୍ରଥମେ ଭୟଭିତ ହୋଇପଡିଥିଲେ। ପରେ ତାଙ୍କ ଦୁଇ ପୁଅଙ୍କ ଭଲ ଭାବରେ ଯତ୍ନ ନେବା ଫଳରେ ସେମାନେ ବତ୍ତମାନ ସୁସ୍ଥ ଥିବାର ସୂଚନା ଦେଇଛନ୍ତି। ଏବଂ ସେ କହିଛନ୍ତି ଯେ କରନାକୁ ହାଲୁକା ଭାବରେ ନିଅନ୍ତୁ ନାହିଁ। ଯଦି ଆପଣଂକୁ ଥଣ୍ଡା , ଜର , କାଶ ହୋଇଛି। ତାହାଲେ ଆପଣ ବାହାରକୁ ଯାଆନ୍ତୁ ନାହିଁ। କରନା ଯଦି ଆପଣ କରନାରେ ସଂକ୍ରମିତ ହୋଇଛନ୍ତି, ତେବେ ଆପଣଙ୍କ ଠାରୁ ଅନ୍ୟକୁ ସଂକ୍ରମିତ ହେବାର ସମ୍ଭାବନା ଥାଏ।

ତେବେ ଆପଣ ଘରେ ଅଲଗା ରୁହନ୍ତୁ , ହେଲେ ପରିବାର ଲୋକଙ୍କ ସହିତ ମିଶନ୍ତୁ ନାହିଁ। ନିଜେ ଯତ୍ନ ନିଜର ନିଅନ୍ତୁ ମନବଳ ଦୃଡ଼ ରଖନ୍ତୁ। ଅଧିକାଂଶ ଲୋକ ଭୟରେ ନିଜର ଶରୀର ଅସୁସ୍ଥ କରିଦେଉଛନ୍ତି। ଆଦୁ ଭୟଭିତ ହୁଅନ୍ତୁ ନାହିଁ, ଭଲ ହେଲା ପରେ ମଧ୍ୟ ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୂରତା ରକ୍ଷା କରନ୍ତୁ। ଏହା ସହିତ ବାରମ୍ବାର ହାତ ଧୁଅନ୍ତୁ। ଏମିତି କଲେ ଆମେ ନିଜେ ସୁସ୍ଥ ହେବା ସହିତ ଅନ୍ୟକୁ ମଧ୍ୟ ସୁସ୍ଥ ରଖି ପାରିବା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।