କୁମ୍ଭ ରାଶି ( Kumbha Rashi ) ବାର୍ଷିକ ରାଶିଫଳ 2023 ଉଭୟ ପୁରୁଷ ଏବଂ ମହିଳା ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ଆଉ ଅଳ୍ପ କିଛିଦିନ ପରେ ଆମର ନୂତନ ବର୍ଷ 2023ଆରମ୍ଭ ହେବାକୁ ଯାଉଛି |ଏହି ବର୍ଷର ଗ୍ରହମାନଙ୍କ ଚଳନ କାରଣରୁ ସାଧାରଣତଃ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ଉପରେ ଅଧିକ ପ୍ରଭାବ ପକାଇଥାଏ |ମୁଁ ଆଜି ଆପଣକୁ ଏହି କୁମ୍ଭରାଶିର ବ୍ୟକ୍ତିମାନଙ୍କ ନୂତନ ବର୍ଷଟି କିପରି କାଟିବ, ଗ୍ରହମାନଙ୍କ ଚଳନ ଏହା ଉପରେ କି ପ୍ରଭାବ ପକାଇବା ଆସନ୍ତୁ ଜାଣିବା |ଏମାନଂକ ବିଷୟରେ 6ଗୋଟି ମହତ୍ୱପୂର୍ଣ୍ଣ କଥା ମଧ୍ୟ୍ୟ ମୁଁ ଆପଣକୁ ଜଣାଇବି |

-2023ରେ ଶନିଦେବ 17ଜାନୁଆରୀରେ କୁମ୍ଭରାଶିରେ ପ୍ରବେଶ କରିବେ,21 ଏପ୍ରିଲ ରେ ଦେବଗୁରୁ ବୃହସ୍ପତି ମେଷରାଶିରେ ଗୋଚର କରିବେ,29ଅକ୍ଟୋମ୍ବର କୁ ରହୁଦେବ ମୀନାରାଶିରେ ରହିବେ |ଯାହାକି ଆପଣଙ୍କ ରାଶିର ଦ୍ୱିତୀୟ ଭାବ ଧନ ଭାବରେ ଗୋଚର ହେବ,କେତୁଦେବ ଆପଣଙ୍କ କନ୍ୟାରାଶିରେ ଗୋଚର କରିବେ |ଏହି 2023ରେ ଶନିଦେବ ଆପଣଂକ ରାଶିରେ ଅବସ୍ଥାନ କାରଣରୁ ଆପଣଙ୍କ ବିଦେଶ ଯାତ୍ରରେ ଯଉଁ ବାଧାସୃଷ୍ଟି ହେଉଥିଲା ତାହା ଆଉ ହେବ ନାହିଁ |ଧାର୍ମିକ ଯାତ୍ରା ଆପଣଙ୍କ ପାଇଁ ଭଲ ରହିବ,ଏହି କାରଣରୁ ଆପଣଙ୍କ କୌଣସି ଅଯଥା ଖର୍ଚ୍ଚ ନିୟଂତ୍ରଣ ରହିବ |

-ଯେଉଁମାନଙ୍କ ବିବାହ କୌଣସି କାରଣରୁ ଅଟକି ଯାଇଥିଲା ଶନିଦେବ ଅବସ୍ଥାନ କାରଣରୁ ବିବାହ ରାଶିମଧ୍ୟ ଖୋଲିଯିବ |ଜାନୁଆରୀ 17 ପରଠାରୁ ଆପଣଙ୍କ ବିବାହ ହୋଇପାରେ କିମ୍ବା ସେ ସମ୍ୱନ୍ଧରେ ଆଲୋଚନା ହୋଇପାରେ |

-ଦେବଗୁରୁ ବୃହସ୍ପତି 21 ଏପ୍ରିଲରେ ସପ୍ତମ ଗୃହରେ ରହି ଭାଗ୍ୟସ୍ଥାନକୁ ଦୃଷ୍ଟିଦେବେ ଯାହା ଫଳରେ ଏହି କୁମ୍ଭରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଖୋଲିପାରେ, ଏହି ସମୟରେ ଆପଣ କୌଣସି ଜିନିଷ କିଣିପାରନ୍ତି |21ଏପ୍ରିଲ ପରେ ଏକ ବଡ ଅଚିଭମେଣ୍ଟ ପାଇବା ସହିତ ଏକ ବଡ ଗାଡି, ମୋବଇଲ କିମ୍ବା ପ୍ରପଟି କିଣିବାର ଯୋଗ ରହିଛି |

-30 ଅକ୍ଟୋମ୍ବରରେ ଯେତେବେଳେ ରାହୁ ଆସି ଦ୍ୱିତୀୟରେ ରହିବେ, ଏହା ଆପଣଙ୍କ ପାଇଁ ସାମାନ୍ୟ ଭଲ ହୋଇନପାରେ |ଲଭ ରିଲେସନ ବା ଫ୍ୟାମିଲି ରିଲେସନ ହେଉ କିମ୍ବା ବୈବାହିକ ଜୀବନରେ ହେଉ ଯେ କୌଣସି କଥାକୁ ନେଇ ଅରଗୁମେଣ୍ଟ ବଢ଼ିପାରେ |ଆପଣ ବିନା କୌଣସି କଥାରେ ସମସ୍ତଙ୍କ ସହ ଅରଗୁମେଣ୍ଟ କରିପାରନ୍ତି, ଆପଣଙ୍କ ଏହି ସମୟରେ ଦାନ୍ତ, ଲିଭର କିମ୍ବା ଡ଼ାଇଯେସନ କୁ ନେଇ ସମସ୍ୟା ଦେଖିପାରେ |

-ଡ଼ିସେମ୍ବର 2023ରେ ଶୁକ୍ରଦେବ ଆପଣଙ୍କ ଭାଗ୍ୟ ସ୍ଥାନରେ ଗୋଚର କରିବେ,ସେଥିପାଇଁ ଏହା ଆପଣଙ୍କ ପାଇଁ ବହୁତ ଭଲ ସମୟରେ ଅଟେ |ଏହି ସମୟରେ ଆପଣଙ୍କ ପ୍ରୋମସନ ହୋଇପାରେ, ଏକ ବଡ ଅଚିଭମେଣ୍ଟ ମିଳିପାରେ,ନିଜର କ୍ୟାରିଅରରେ ବହୁତ ବାଡ଼ ପରିବର୍ତନ ହୋଇପାରେ |

-ଏହି 2023 ଏପ୍ରିଲ ପରଠାରୁ ଆପଣ ଯଦି କୌଣସି ହାଇଆର ଏଯୁକେସନ ପାଇଁ ଆପଣ ଚେଷ୍ଟା କରିବେତ ଆପଣଙ୍କ ପାଇଁ ବହୁତ ଭଲ ହେବ |ଏହି ସମୟରେ ଆପଣଙ୍କ ଅଟକି ରହିଯାଇଥିବା କାମ ବିନା ସମସ୍ୟରେ ହୋଇଯିବା |ଏହି ସମୟରେ ଆପଣ ଏକ ବ୍ୟବସାୟ ଆରମ୍ଭ କରିପାରନ୍ତି,ଏହି ସମୟରେ ଆପଣ କୌଣସି ପାଟନରସିପ ଆରମ୍ଭ କରିପାରନ୍ତି |

ଏହି ବର୍ଷରେ ଆପଣଙ୍କର ଆସୁଥିବା କେତେକ ସମସ୍ୟା ଦୂର ହେବାପାଇଁ ଆପଣ ପ୍ରତିଦିନ ସୂର୍ଯ୍ୟାସ୍ତ ପରେ ଶନିଦେବାଙ୍କ ବୀଜମନ୍ତ୍ର “ଓଁ ପ୍ରାଙ୍ଗ ପ୍ରିଙ୍ଗ ପ୍ରଂ ଶଃ ଶନିଶ୍ଚରାୟ ନମଃ “108ଥର ଜପ କରନ୍ତୁ ଏବଂ ପ୍ରତିଦିନ ସକାଳ ଶିବ ପାଞ୍ଚକ୍ଷର 108ଥର ଜପ କରିବା ସହିତ ହନୁମାନ ଚାଳିଶା ପାଠ କରନ୍ତୁ |ଆପଣ ପ୍ରତିଦିନ ଏମିତି କଲେ ଅନ୍ୟ ଗ୍ରହମାନଙ୍କ ଖରାପ ପ୍ରଭାବ ଆପଣଙ୍କ ଉପରେ ଆଉ ପଡିବ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment