ରିଲ୍‌ କୁ ରିଏଲ୍‌ କରିବାକୁ ଚେଷ୍ଟା କରୁଥିଲେ ଯୁବତୀ, ଆଉ ତା ପରେ… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ ଏମିତି ଭିଡିଓ ଭାଇରାଲ ହେବାକୁ ଲାଗିଥାଏ ଯାହାକୁ ଦେଖିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଅଭିନୟ କରୁଥିଲେ ମହିଳା ଜଣକ | ଆଉ ଯେଉଁଠି ମହିଶାସୁର ଓ ମା ଙ୍କର ଯୁଦ୍ଧ ଲାଗିଥିଲା ର ଅଭିନୟ କରୁଥିଲେ ମଞ୍ଚ ଉପରେ | ଆଉ ଏହି ଭଳି ଅଭିନୟ ପୂଜା ଉପଲକ୍ଷେ ସୁଟିଂ ହେଉଥିବାର ଦେଖିବାକୁ ମିଳିଥିଲା | ଆଉ ଏହିଭଳି ଚାଲିଥିବା ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା ଆଉ ଯେଉଁଠି ମହିଳା ଜଣଙ୍କ ଯୁବକ ଙ୍କୁ ସତରେ ମାରିବା ପାଇଁ ପ୍ରସ୍ତୁ ତି ନେଉଥିବାର ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘାଟଣ ଉପରେ ଟିକିଏ ନଜର ପକାଇବା |

ତେବେ ଭାଇରାଲ ହେଉଥିବା ଏହି ଭିଡିଓ ରି କେଉଁଠି କାର ତାହା ଜଣା ପଡିନି | କିନ୍ତୁ ଯାହା ଦେଖୁବାକୁ ମିଳିଥିଲା କି ଏଠାରେ ମଞ୍ଚ ଉପରେ ଅଭିନୟ କରିବାକୁ ଲାଗିଥିଲେ କିଛି ଜଣ ଯୁବକ ଆଉ ମହିଳା ମିଶିକି | ଆଉ ନାଟକ ମାଧ୍ୟମରେ ସମସ୍ତଙ୍କୁ ମା ଦୁଗା ଆଉ ମହିଷାସୁର ବଦ୍ଧ ର ନିଆରା ଅଲିଭା ଅଭିନୟ କୁ ପ୍ରକାଶ କରିବା ସହିତ, ଦର୍ଶକ ମାନଙ୍କ ମନକୁ ଆକୃଷ୍ଟ କରିବା ପାଇଁ ଚେଷ୍ଟା କରିଥିଲେ କଳାକାର ମାନେ | ଆଉ ଏଭଳି ଅଭିନୟ କରୁଥିବା ବେଳେ ରିଲ ହେଇଯାଇଥିଲା ରିଏଲ |

ଆଉ ଯେଉଁ ଭିଡିଓ ରେ ଦେଖିବାକୁ ମିଳିଥିଲା କି ମହିଷାସୁର କୁ ବଦ୍ଧ କରିବା ସିନ ଟି ଦେଖାଉଥିଲେ ମହିଳା ଜଣଙ୍କ | ଆଉ ଏଭଳି ଅଭିନୟ କରୁଥିବା ସମୟରେ ମହିଳା ଜଣଙ୍କ ଓ ମହିଷାସୁର ଙ୍କ ମଧ୍ୟରେ ଘୋମା ଘଟ ଲଢେଇ ଚାଲିବାରେ ଲାଗିଥିଲା | ଆଉ ସେଭଳି କିଛି ସିନ ଚାଲିଥିବା ସମୟରେ ମହିଳା ଜଣଙ୍କ ଦୁର୍ଗା ରୂପ ଧରିକି ମହିଶାସୁର କୁ ବଦ୍ଧ କରିବାକୁ ଯାଉଥିଲେ | କିନ୍ତୁ ତାହା ରିଏଲ ଥିଲା ଅଭିନୟ ନ ଥିଲା ବୋଲି ଜଣା ପଡିବା ପରେ ଘଟଣା ସ୍ଥଳରେ ଥିବା ଲୋକ ମାନେ ମହିଳା ଜଣଙ୍କୁ ଅଟକାଇବା ପାଇଁ ଚେଷ୍ଟା କରିଥିଲେ |

ଆଉ ଯାହା ଜଣା ପଡିଛି କି ଏଭଳି ମହିଳା ଜଣଙ୍କ ଉତ୍ୟକ୍ତ ହୋଇ ଯାଇଥିଲେ କି ତାଙ୍କୁ ସମ୍ଭାଳିବା ମଧ୍ୟ ସହଜ ନ ଥିଲା | ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଲୋକ ମାନେ ମହିଳା ଙ୍କୁ ଟାଣିକି ରଖୁଥିବା ବେଳେ ମହିଳା ଜଣଙ୍କ ତାହା ଶୁଣୁ ନ ଥିଲେ ଆଉ ଉତ୍ୟକ୍ତ ହେଇକି ସେହି ମହିଶା ସୁର ଭାବରେ ଅଭିନୟ କରୁଥିବା ଯୁବକ ଙ୍କ ଉପରକୁ ମାଡ଼ି ଚଳୁଥିଲେ ତାଙ୍କୁ ମାରିବା ପାଇଁ | ଆଉ ଯେଉଁ ଭିଡିଓ ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment