ହଁ ଦର୍ଶକ ବନ୍ଧୁ ଆଜି କାଲି ସୋସିଆଲ ମିଡିଆରେ ଯୁଆଡେ ଦେଖିବା ସେହି ଗୋଟିଏ କଥା ସାମ୍ନା କୁ ଆସୁଛି ତାହା ହେଉଛି ଅର୍ଚନା ନାଗ ଙ୍କ ବିଷୟରେ କିଛି ଘାଟଣ |ତେବେ ଏଠାରେ କୁହାଯାଉଛି କି କଳାହାଣ୍ଡି ଓ କେସିଙ୍ଗା ଭଳି ଗୋଟିଏ ଛୋଟ ଜାଗା କୁ ଆସିକି ନିଜର ବେଣି କୁ ହଳାଇ ଭୁବନେଶ୍ୱର କୁ ଚହଲାଇ ଦେଉଥିବା କଥା କୁହାଯାଉଛି | ଆଉ ଯାହା ଜଣା ପଡିଛି କି ଦଶମ ଶ୍ରେଣୀ ଯାଏ ପାଠ ସିନା ପଢ଼ିଥିଲେ ସେହି ନାଗୁଣୀ ଜଣଙ୍କ କିନ୍ତୁ ତାଙ୍କର ନାଗ ଫାସ ଥିଲା ବହୁତ ବଡ଼ | ଆଉ ସେହି ଫାସ ରେ କରୁଥିଲେ ସମସ୍ତଙ୍କୁ ବାଇଆ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ଫାସ ରେ ଅର୍ଚନା ନାଗ ଫୋସାଇବାକୁ ଯାଉଥିଲେ ବ୍ୟବସାୟୀ ଜଣଙ୍କୁ | ଆଉ ଯାହା ଜଣା ପଡିଛି କି ନିଜର ବୁଦ୍ଧି ବଳରେ ଅଳ୍ପକେ ବର୍ତ୍ତୀ ଗଲେ ବ୍ୟବସାୟୀ ଜଣଙ୍କ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ସମସ୍ତେ ଅର୍ଚନା ନାଗ ର ନାଗ ଫାସ କଥା ତ ବେଶ ଭଲ ଭାବରେ ଜାଣିଥିବେ | ଆଉ ଯେଉଁ ନାଗ ଫାସରେ କେତେ କେତେ ରାଜ ନେତା ଆଉ ମନ୍ତ୍ରୀ ମାନଙ୍କୁ ନିଜର ମାୟାର ଜାଲରେ ଫୋସାଇ ପାରୁଥିଲେ ଅର୍ଚନା ନାଗ | ତେବେ ବର୍ତ୍ତମାନ ଅର୍ଚନା ନାଗ ଙ୍କ ବିଷୟରେ ଆଉ ଗୋଟିଏ ସତ ସାମ୍ନା କୁ ଆସିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅର୍ଚନା ନାଗ ପ୍ରଥମେ 4 ବର୍ଷ ତଳେ ଜଣେ ବ୍ୟବସାୟୀ ଙ୍କ ପାଖକୁ ପଠାଇଥିଲେ ଫ୍ରେଣ୍ଡ ରିକୁଏଷ୍ଟ |
ଆଉ ତାହା ପରେ ତାଙ୍କ ସହିତ କଥା ମଧ୍ୟ ହେଉଥିଲେ, ଆଉ ସ୍ୱାମୀ ର ଦେହ ଖରାପ ଅଛି ବୋଲି କହି ବିଭିନ୍ନ ପ୍ରକାରର ବାହାନା ମଧ୍ୟ କରୁଥିଲେ ଅର୍ଚନା ନାଗ |ଆଉ ଯେଉଁଠି ଦେଖିବାକୁ ମିଳିଥିଲା କି ଅର୍ଚନା ନାଗ ବ୍ୟବସାୟୀ ଜଣଙ୍କୁ କେତେବେଳେ 50 ହଜାର ଆଉ କେତେବେଳେ ଲକ୍ଷେ ଟଙ୍କା ମଧ୍ୟ ମାଗୁଥିଲେ | ଆଉ ସେ ବରମୁଣ୍ଡା ଫ୍ରେଣ୍ଡ୍ସ କଲୋନୀ ରେ ରୁହନ୍ତି ବୋଲି ମଧ୍ୟ କହିଥିଲେ | ଯେହେତୁ ସେଇଟା ବ୍ୟବସାସୀ ଶାଶ୍ୱତ ସାହୁ ଙ୍କର ଘର ପାଖ ଥିଲା ତେଣୁ ତାଙ୍କ ମନରେ ସନ୍ଦେହ ଆସିଲା |
ତାହା ପରେ ଅର୍ଚନା ତାଙ୍କୁ ଶାରୀରିକ ସମ୍ପର୍କ ରହିବାର ଲୋଭ ମଧ୍ୟ ଦେଖାଇଥିଲେ, ଆଉ ସେଥିପାଇଁ ତାଙ୍କୁ ଟଙ୍କା ର ଆବଶ୍ୟକତା ଅଛି ବୋଲି ମଧ୍ୟ କହିଥିଲେ | ତେବେ ବ୍ୟବସାୟୀ ଜଣଙ୍କ ଅର୍ଚନା ର କଥା ଶୁଣି ତାହାର ଚଲାକି ଜାଣି ପାରିଥିଲେ | ଆଉ ଯାହା ଜଣା ପଡିଛି କି ବ୍ୟବସାୟୀ ଜଣଙ୍କ ଅର୍ଚନା ନାଗ ଙ୍କ କଥା ରେ ନ ପଡି ତାଙ୍କର ନମ୍ବର କୁ ମଧ୍ୟ ବ୍ଲକ କରି ଦେଇଥିଲେ | ଆଉ ଏବେ ଅର୍ଚନା ଙ୍କ ଫୋଟ ଭାଇରାଲ ହେବା ପରେ 4 ବର୍ଷ ପୂର୍ବରୁ ଘଟିଥିବା ଘଟଣା କୁ ସେ ପ୍ରକାଶ କରିଛନ୍ତି | ଆଉ ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।