ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ | ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ | ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | ତେବେ ସମସ୍ତଙ୍କ ମନକୁ ଛୁଇଁଲା ଭଳି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ ତୋ ପୁଣି ଅନେକ ସମୟରେ କିଛି ଏମିତି ଦୁଃଖଦ ଘଟଣା ସାମ୍ନା ଆସିଥାଏ ଯେ ଯାହାକୁ ଦେଖିବା କ୍ଷଣି ଆଖିରୁ ଲୁହ ଆସିଯାଇଥାଏ | ତେବେ ଠିକ ସେହିପରି କିଛି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଥିବା ସେହି ଭିଡ଼ିଓ ସମ୍ପର୍କ ରେ ଜାଣିବା | ଯାହାକୁ ଦେଖିଲେ ଆପଣଙ୍କ ଛାତି ଥରି ଉଠିବ | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ |
ତେବେ ଦର୍ଶକ ବନ୍ଧୁ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହାକୁ ଦେଖିଲେ ଆପଣଙ୍କର ହସ ଉଡିଯିବ | ହଁ ଆଜ୍ଞା ଦୁଶ୍ୟ କିଛି ଏମିତି ରହିଥିଲା ଯେ ଯାହାକୁ ଯିଏ କେହି ଦେଖିବ କଣ କରିବ ଭାବି ଚିନ୍ତାରେ ମୁଣ୍ଡ କୁ ବାଡେଇବା ରେ ଲାଗିବ | ତେବେ ମିଳିଥିବା ସୂଚନା ୱାଟରଫଲ ବୁଲିବାକୁ ଆସି ପାହାଡ ତଳେ ଫୋସି ରହିଥିଲେ ମା ‘ ଓ ଶିଶୁ | ଏପଟେ ଗୋଡ ଟିକିଏ ଖୋସିଗଲେ ମଣିଷ ତଳେ ଚାଲିଥିବା ୱାଟରଫଲ ର ପ୍ରଖର ଶ୍ରତ ରେ ଜୀବନ ଚାଲିଯିବା ସହିତ ମଣିଷ ର ଚି଼ହ୍ନ ବର୍ଣ୍ଣ ମଧ୍ୟ ରହିବନି | ତେବେ ଏମିତି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଏ ମୋବଇଲ ରୁ ସେ ମୋବାଇଲ କୁ ଘୁରିବୁଲୁଛି |
ତେବେ କହିବା ଅନୁସାରେ ଏମିତି ଲୋମଟାଙ୍କୁରା, ଛାତିଥରା, ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତାମିଲ ନାଡୁ ର ସାଲେମ ଜିଲ୍ଲା ରେ | ସୂଚନା ଅନୁଯାୟୀ ସାଲେମ ଜିଲ୍ଲା ରେ ଥିବା ୱାଟରଫଲ କୁ ଉପଭୋଗ କରିବା ପାଇଁ ବହୁତ ଦର୍ଶକ ମାନେ ଆସିଥାନ୍ତି | ସେମାନଙ୍କ ମଧ୍ୟରୁ ଜଣେ ମହିଳା ତାଙ୍କର ଛୁଆ କୁ ଧରି ଏହି ୱାଟରଫଲ କୁ ଉପଭୋଗ କରୁଥିବା ବେଳେ ପାହାଡ଼ ତଳକୁ ଖସି ଯାଇଥିଲେ | ହେଲେ ମହିଳା ଜଣଙ୍କ ଭାଗ୍ୟ ଟାଣ ଥିଲା ଯେ ସେ ତଳେ ଚାଲି ଥିବା ପ୍ରଖର ଶ୍ରତ ପାଣି ରେ ତାଙ୍କର ଗୋଡ ଖସି ଯାଇ |
ତେବେ ଯାହା ଜଣା ପଡିଛି କି ଠିକ ସେତିକି ବେଳେ ଭଗବାନ ଙ୍କ ରୂପ ନେଇ ଆସିଥିଲେ ସୁରକ୍ଷା କର୍ମୀ | କିଛି ସମୟ ର ପ୍ରୟାସ ପରେ ସେମାନେ ମା ‘ ଛୁଆ ଙ୍କୁ ବଞ୍ଚାଇ ଦେଇଥିଲେ ମଧ୍ୟ, ସୁରକ୍ଷା କର୍ମୀ ମାନଙ୍କ ଭିତରୁ ଦୁଇ ଜଣ ସୁରକ୍ଷା କର୍ମୀ ସେହି ପ୍ରଖର ଶ୍ରତରେ ଭାସି ଯାଇଥିଲେ | ହେଲେ କଥା ରେ ଅଛି ଦର୍ଶକ ବନ୍ଧୁ ଅନ୍ୟକୁ ସାହାଯ୍ୟ କରିଥିଲେ ଭଗବାନ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ | ତେବେ ଭାସି ଯାଇଥିବା ଦୁଇ ଜଣ ସୁରକ୍ଷା କର୍ମୀ ଙ୍କୁ ଭଗବାନ ସୁରକ୍ଷା ର କୂଳରେ ନେଇ ପହଞ୍ଚାଇ ଦେଇଥିଲେ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।