ମୁଁ ଖରାପ ଝିଅ ନୁହେଁ, ମୁଁ ବାପାଙ୍କର ଗୋଟେ ଦୁଷ୍ଟ ଝିଅ ” କହୁ କହୁ ଏମିତି କହିଦେଲେ ସୁପର ମଡେଲ ସ୍ଵାତି ( Swati )… ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ଆଜି ମୁଁ ଯାହାଙ୍କ ବିଷୟରେ କହିବାକୁ ଯାଉଛି ସେ ହେଉଛନ୍ତି ସ୍ଵାତି ଙ୍କ ବିଷୟରେ |ଆଉ ଯାହା ଜଣା ପଡିଛି କି ନିଜ ବିଷୟରେ କିଛି ଅଭୁଲା କଥା କୁ ସେ ସେୟାର କରିଛନ୍ତି ସମସ୍ତଙ୍କ ସହିତ | ତାହା ସହିତ ତାଙ୍କର ଏହି ମଡେଲିଂ କୁ ଆସିବା ପାଇଁ ତାଙ୍କୁ କେତେ ଷ୍ଟ୍ରଗଲ କରିବାକୁ ପଡିଥିଲା ସେ ବିଷୟରେ ମଧ୍ୟ କିଛି ଜଣାଇଥିଲେ ସ୍ଵାତି |ତାହା ସହିତ ତାଙ୍କ ଜୀବନରେ ଘଟିଥିବା କେତେକ ସକିଙ୍ଗ ମୁହୂର୍ତ୍ତ ବିଷୟରେ ମଧ୍ୟ ପ୍ରକାଶ କରିକି କହିବାକୁ ଲାଗିଥିଲେ ସ୍ଵାତି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରିବା |

ତେବେ ଯାହା କୁହା ଯାଉଛି କି ସ୍ଵାତି ହେଉଛନ୍ତି ଜଣେ ମଡେଲର, ଆଉ ଜଣେ ମଡେଲର ଭାବରେ ନେସନାଲ ସ୍ତରରେ ପ୍ରସଂଶା ଲୋଡ଼ିବାକୁ ଚାହୁଁଛନ୍ତି ଓ ନିଜ ପାଇଁ ଗୋଟିଏ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି ବୋଲି କୁହାଯାଉଛି | ତେବେ ଯାହା କହିଛନ୍ତି କି ସ୍ଵାତି ଥିଲେ ଜଣେ ସିଭିଲ ଇଞ୍ଜିନିଅର | ଆଉ ତାଙ୍କର ବାପା ଜଣେ ଥିଲେ ସରକାରୀ କଣ୍ଟ୍ରାକ୍ଟର | ଆଉ ଯାହା କହିଛନ୍ତି କି ତାଙ୍କର ବାପା ଆଉ ସେ ମିଶିକି ପ୍ଲାନିଂ କରିଥିଲେ କି ଆଗକୁ ସେ ଜଣେ ବଡ଼ ବିଜନେସମେନ ହେଇକି ବାହାରିବେ ବୋଲି ଆଶା ଥିଲା ତାଙ୍କର |ତେବେ ସେ ବର୍ତ୍ତମାନ ନେସନାଲ ସ୍ତରରେ ମଡେଲର ହେବା ପାଇଁ ଚେଷ୍ଟା କରିଛନ୍ତି |

ତେବେ ତାଙ୍କର କହିବା କଥା କି ତାଙ୍କ ଜୀବନର ଗୋଟିଏ ସକିଙ୍ଗ ମୁହୂର୍ତ୍ତ ହେଉଛି କି ସେ ଅର୍ଚନା ନାଗ ଙ୍କ ଘରକୁ ଯାଇଥିଲେ |ଆଉ ସେଠାରେ ତାଙ୍କ ସହିତ କଥା ମଧ୍ୟ ହୋଇଥିଲେ , ଆଉ ଯେତେବେଳେ ତାଙ୍କର ମା ଅର୍ଚନା ନାଗ ଙ୍କ କଥା କହିଥିଲେ ସେତେବେଳେ ତାଙ୍କୁ ଟିଭି ରେ ଦେଖିବା ପରେ ସ୍ଵାତି ସକିଙ୍ଗ ହୋଇଯାଇଥିଲେ | ତେବେ ତାଙ୍କର କହିବା କଥା କି ସେ ମଡେଲର ହେବା ପାଇଁ ତାଙ୍କ ଜୀବନରେ ବହୁତ ସାରା ଷ୍ଟ୍ରୋଗଲ କରିଛନ୍ତି ତାଙ୍କ ଜୀବନରେ | ତାହା ସହିତ ଆହୁରି ମଧ୍ୟ କହିଛନ୍ତି କି ପ୍ରଡୁସର ଆଉ ଡିରେକ୍ଟର ମାନେ ଆଶା ଦିଅନ୍ତି କିନ୍ତୁ ପୁରଣ କରନ୍ତି ନାହିଁ କେବେ |

ଆଉ ତାଙ୍କୁ ମଧ୍ୟ ଏମିତି ମଡେଲର ହେବା ପାଇଁ ବହୁତ କଷ୍ଟ କରିବାକୁ ପଡିଥିଲା ତେବେ ତାଙ୍କୁ ରାଉଲକେଲା ର ହୃଷିକେଶ ନାମକ ଜଣେ ଡିରେକ୍ଟର ସାହାଯ୍ୟ କରିଥିଲେ ବୋଲି କହିଛନ୍ତି |ତାହା ବ୍ୟତୀତ ଆଜିର ସମାଜରେ ଯେଉଁ ଭଳି ଭାବରେ ଦୁର୍ନୀତି ଚାଲିଛି ତାହା ପଛରେ ଝିଅ ପୁଅ ଉଭୟ ଙ୍କର ଭୁଲ ରହିଛି ବୋଲି ସେ କହିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment