ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଚର୍ଚ୍ଚା ର ବିଷୟ ପାଲଟିଛି ତାହା ହେଉଛି ଅତ୍ୟାଧୁନିକ ଜ୍ଞାନ ଓ କୌଶଳରେ ପ୍ରସ୍ତୁତ କରାଯାଇଥିବା ଏହିଭଳି ଏକ ଡିଜିଟାଲ ବସ ଟି | ଆଉ ଯାହା କୁହାଯାଉଛି କି ବସ ର ପ୍ରସ୍ତୁତି ପାଖରୁ ଆରମ୍ଭ କରିକି ସମସ୍ତ ପ୍ରକାରର ବ୍ୟବସ୍ଥା ଗୁଡିକ ବେଶ ଭଲ ଭାବରେ ହୋଇଛି ବୋଲି କୁହାଯାଉଛି | ଆଉ ତାହା ସହିତ ଯାତ୍ରା ମାନଙ୍କ ପାଇଁ ସ୍ଲିପର ର ବ୍ୟବସ୍ତା ରହିଛି | ଆଉ ଯାହା ମାଧ୍ୟମରେ ଯାତ୍ରୀ ମାନେ ନିର୍ଭର ରେ ଯାତ୍ରା କରି ପାରିବେ ଓ ଶୋଇକି ଟ୍ରେନ ଭଳିଆ ସମସ୍ତ ସୁବିଧା ଯାତ୍ରି ମାନଙ୍କୁ ମିଳିବ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ବସ ବିଷୟରେ ଅଧିକ କିଛି ଅଧିକ ସୂଚନା ଜାଣିବା |
ତେବେ ଯାହା କୁହାଯାଉଛି କି ବସ ଟି ବେଶ ସୁନ୍ଦର ଭାବରେ ତିଆରି କରାଯାଇଛି ଆଉ ଯୋଉଥିରେ ସ୍ମାର୍ଟ ଯୁଗରେ ସ୍ମାର୍ଟ ବ୍ୟବସ୍ତା ଗୁଡିକ ମଧ୍ୟ କରାଯାଇଛି | ଆଉ ଯେଉଁଠି ବସ ଟିକୁ ଦେଖିଲେ ଆପଣ ଙ୍କୁ ଲାଗିବ ଯେମିତି ଟ୍ରେନ ଭଳିଆ ସମସ୍ତ ବ୍ୟବସ୍ତା ରହିଛି | ଆଉ ବସ ଟିରେ ସମସ୍ତ ସିଟ ସ୍ଲିପର ଭଳିଆ ହୋଇଛି ଆଉ ଯେଉଁଠି ଏସି ର ବ୍ୟବସ୍ଥା ମଧ୍ୟ ରହିଛି | ତାହା ସହିତ ଯାତ୍ରୀ ମାନଙ୍କ ପାଇଁ ଚାର୍ଜଙ୍ଗ ର ବ୍ୟବସ୍ତା ମଧ୍ୟ କରାଯାଇଛି |ତେବେ ସିଟ ଗୁଡିକ ସହିତ ଏମର୍ଜେନ୍ସି ସୁଇଚ ମଧ୍ୟ ରହିଛି |
ତେବେ କୌଣସି ଅସୁବିଧା ହେଲେ ସେହି ଏମର୍ଜେନ୍ସି ସୁଇଚ ମାଧ୍ୟମରେ ସେମାନେ ଅସୁବିଧା ସମୟରେ ଜଣାଇ ପାରିବେ | ତେବେ ବସ ର ବାହାରକୁ ଯିବା ପାଇଁ ମଧ୍ୟ ଏମର୍ଜେନ୍ସି ଡର ମଧ୍ୟ ରହିଛି | ଆଉ ଯେଉଁ ଡର ମାଧ୍ୟମରେ ସେମାନେ ଆବଶ୍ୟକ ସ୍ଥଳରେ ବାହାରକୁ ଯାଇ ପାରିବେ ବୋଲି ମଧ୍ୟ କୁହାଯାଉଛି | ତେବେ ତାହା ବ୍ୟତୀତ ବସ ରେ ସିସିଟିଭି ମଧ୍ୟ ଲାଗିଛି | ଡ୍ରାଇଭର ପାଖରେ ମଧ୍ୟ ସିସିଟିଭି ଲାଗିଛି ଆଉ ଯାହାକୁ ଦେଖିକି ଡ୍ରଭର ଗାଡ଼ି ଟିକୁ ସୁରକ୍ଷା ର ସହିତ ଚଳେଇ ପାରିବ ବୋଲି କୁହାଯାଉଛି |
ତେବେ ତାହା ବ୍ୟତୀତ ସେହି ଗାଡ଼ି କୁ ଚଳାଇବା ପାଇଁ ଡ୍ରଭର ମାନଙ୍କୁ ମଧ୍ୟ 6 ଦିନ ଧରିକି ସ୍ୱତନ୍ତ୍ର ତାଲିମ ଦିଆଯାଇଛି | ଆଉ ଯେଉଁଥିରେ ସେମାନେ ଗାଡିକୁ ଚଳାଇବା ପାଇଁ ସେମାନଙ୍କୁ ସମସ୍ତ କଥା ଜଣାଇ ଦିଆଯାଇଛି |ଆଉ ସେହି ବସ ରେ ବର୍ଷା ସମୟରେ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ ରହିଛି | ଆଉ ତାହା ସହିତ ଘାଇ ଅଞ୍ଚଳରେ ପାଇଁ ବସ ଚଳାଇବା ର ବ୍ୟବସ୍ତା କରାଯାଇଛି | ତେବେ ଯାହା କୁହାଯାଉଛି କି ଏହା ବ୍ୟତୀତ ବସ ର ଉଚ୍ଚତା ବଢାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ସୁଇଚ ରହିଛି ବୋଲି କୁହାଯାଉଛି | ଆଉ ଯେଉଁ ବସ କଥା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।