ବନ୍ଧୁଗଣ ସମୟ ସବୁବେଳେ ସମସ୍ତଙ୍କ ସାଥ ଦେଇନଥାଏ, ଯେଉଁ ବ୍ୟକ୍ତି ଆଜି ବହୁତ ପଇସା ମାଲିକ ହୋଇଥିଲେ ମଧ୍ୟ୍ୟ ସମୟର ବିଡବନାର ସେ କାଲି ଯେ ଫକୀର ହୋଇନଯିବ ତାହା କୁହା ଯାଇପାରିବ ନାହିଁ |ଆପଣ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣକୁ ଯଉଁ ଘଟଣା ବିଷୟରେ କହିବି ତାହା ଶୁଣୁଲେ ଆପଣଙ୍କ ଆଖିରେ ଲୁହ ଆସିଯିବ |ବିଶ୍ୱରେ ଯେ ଧନୀ ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି ଅମିତାବ ବଚନ କିନ୍ତୁ ତାଙ୍କର ଭାଇ ଆଜି ଗରିବ, ଭୋକ ଉପାସରେ ନିଜର ପେଟ ପାଳୁଛନ୍ତି |ବିଗ -ବି ଅମିତାବ ବଚନଙ୍କ ଭାଇ ବର୍ତମାନ ଭିକ ମାଗୁଛନ୍ତି, କଥାଟି ଆପଣଙ୍କୁ ଅସୁନ୍ଦର ଲାଗୁଥିଲେ ମଧ୍ୟ୍ୟ ଘଟଣାଟି ସମ୍ପୂର୍ଣ ସତ|ତେବେ ଆସନ୍ତୁ ଏହି ଘଟଣାର ସମ୍ପୂର୍ଣ ଖବର ବିଷୟରେ ଜାଣିବା |
ସମୟ ସମସ୍ତଙ୍କ ସହିତ ଚକା ଭଉଁରୀର ଖେଳ ଖେଳିଥାଏ, ମଣିଷ ଦିନେ ସମୟର ବିଡବନାରେ ଦାଣ୍ଡର ଭିକାରି ସାଜିଯାଏ |ଆପଣ ବଲିଉଡ ସେନେମା ଜଗତର ସୁପର ଷ୍ଟାର ଅମିତାବ ବଚନକୁ ଜାଣିଥିବେ ନିଶ୍ଚିତ, ସେ ପିଲାବେଳୁ ସିନେମା ଜଗତରେ ପାଦ ଦେଇଥିଲେ |ସେ ସେନେମା ଜଗତରେ ରହି ଦର୍ଶକ ମାନଙ୍କ ମନ କିଣି ନେଇଥିଲେ, ତାଙ୍କର ପ୍ରତ୍ୟେକ ଚଳଚିତ୍ର ସୁପର ହିଟ ହେଉଥିଲା |ବିଗ-ବି କେବଳ ଭାରତ ନୁହଁ ସମଗ୍ର ବିଶ୍ୱରେ ମଧ୍ୟ ଚଳଚିତ୍ର ମାଧ୍ୟମରେ ନିଜକୁ ପ୍ରତିଷ୍ଠିତ କରାପାରିଛନ୍ତି |ତାହା ସହିତ ବର୍ତମାନ ସେ ଅମାପ ସମ୍ପତିର ଅଧିକାରୀ, ବିଶ୍ୱରେ ସମସ୍ତ ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ସେ ଜଣେ |ବିଶ୍ୱରେ ଯେତେ ଧନୀ ବ୍ୟକ୍ତିଙ୍କ ତାଲିକା ରହିଛି ତାହା ମଧ୍ୟରେ ଅମିତାବ ନାମ ରହିଛି |
ବର୍ତମାନ ଏହି ବିଗ -ବି ଅମିତାବ ବଚନ କୋଟି କୋଟି ଟଙ୍କାର ଉତ୍ତରାଧିକାରୀ, ହେଲେ ତାଙ୍କର ଭାଇ ଏବେ ଦାଣ୍ଡରେ ଭିକ ମାଗୁଛନ୍ତି |ଅମିତାବ ଏତେ ବଡ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ହୋଇ ମଧ୍ୟ ତାଙ୍କର ପାରିବାରୁ ଜଣେ ସଦସ୍ୟ ଅତି ଗରିବ ହୋଇ ଜୀବନ ବିତାଉଛନ୍ତି |ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଖୁଦ ବିଗ -ବି ଅମିତାବ ବଚନଙ୍କ ମାଉସୀ ପୁଅ ଅନୁବ ଚନ୍ଦ୍ର, ନିଜର ପରିବାର ଚଳାଇବା ପାଇଁ ସେ ଅସମର୍ଥ |ଅମିତାବଙ୍କ ପରିବାର ଠାରୁ ଅନୁବ ଦୁରେଇ ଯିବାର ମୁଖ୍ୟ କାରଣ ହେଉଛି ଜମି ବିବାଦ |
ଅନୁବଙ୍କ ପରିବାର ସ୍ଥିତି ପ୍ରଥମରୁ ଭଲ ନଥିଲା,ହେଲେ ତାଙ୍କର ଧନ ସମ୍ପତି ପ୍ରତି ଆଶକ୍ତି ବଢି ଯାଇଥିଲା,ତେଣୁ ସେ ଏହି କାରଣରୁ ଧୀରେ ଧୀରେ ଅମିତାବଙ୍କ ପରିବାର ଠାରୁ ଦୁରେଇ ଯାଇଥିଲେ |ବର୍ତମାନ ଏହି ଅନୁବଙ୍କ ପରିବାର ତାଙ୍କର ପୈତୃକ ଘରେ ରହୁଛନ୍ତି ଏବଂ ଦୁଃଖ କଷ୍ଟରେ ଚଳୁଛନ୍ତି |ଅନୁବ ବର୍ତମାନ ତାଙ୍କର ପରିବାରକୁ ଭଲରେ ଚଳାଇବା ପାଇଁ ସକ୍ଷମ ହେଇପାରୁ ନାହାନ୍ତି |ବିଗ -ବି ଅମିତାବ ବଚନଙ୍କ ଭାଇ ଅନୁବ ବର୍ତମାନ ବହୁ କଷ୍ଟରେ ଦିନବିତାଉ ଥିବାର ଖବର ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।