ଅଶ୍ଳୀଳ ନାଚକୁ ପୁରସ୍କାର ଜୋତା ମାଡ !! ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ ହେଉଛି ଏହି ଭିଡ଼ିଓ….

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ବର୍ତ୍ତମାନ ଚହଳ ଖେଳାଉଛି ସେହି ଗୋଟିଏ ଘଟଣା ଯାହା ହେଉଛି ଭଦ୍ରକ ରେ ଘଟିଥିବା ଯାତ୍ରା ପାଟିର ଡାନ୍ସ ଭିଡିଓ କୁ ନେଇକି ସୃଷ୍ଟି ହୋଇଥିବା ବିବାଦ| ଆଉ ଯେଉଁଠି ଦେଖିବାକୁ ମିଳିଛି କି ଯାତ୍ରା ରେ ଡାନ୍ସ କରୁଥିବା ସମୟରେ ରାଣୀ ପ୍ରିୟଦର୍ଶିନୀ ନାମକ ଜଣଙ୍କ କରିବାକୁ ଲାଗିଥିଲେ ଅଶ୍ଳୀଳ ଡାନ୍ସ ଆଉ ଯାହା ଫଳରେ ଯୁବତୀ ଙ୍କ ଉପରକୁ ଜୋତା ଫୋପାଡ଼ି ଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯାହାକୁ ନେଇକି କୁହାଯାଇଛି କି ଏବେ ଠାରୁ ଯିଏ ବି ଯାତ୍ରା ରେ ଅଶ୍ଳୀଳ ଡାନ୍ସ କରିବ ତାହାକୁ ଜୋତା ମାଳ ଦିଆଯିବ ବୋଲି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ପକାଇବା |

ଆଉ ଯେଉଁଠି କୁହାଯାଉଛି କି ସବୁବେଳେ ଦେଖିବାକୁ ମିଳିଥାଏ ଯାତ୍ରା ରେ ଡାନ୍ସର ମାନଙ୍କର ହଟ ହଟ ଡ୍ରେସ ପିନ୍ଧିକି ହଟ ଡାନ୍ସ କରିବାର ଘଟଣା ତେବେ ବର୍ତ୍ତମାନ ସେହି ଗୋଟିଏ ଭିଡିଓ ଯାହା ଏବେ ହୋଇ ଚଇ ସୃଷ୍ଟି କରିଛି |ଆଉ ଯେଉଁଠି ଜଣା ପଡିଛି କି ବର୍ଷା ପ୍ରିୟଦର୍ଶିନୀ ନାମକ ଜଣେ ଆଇଟମ ଗାର୍ଲ ଯିଏକି ଡାନ୍ସ କରିବାକୁ ଲାଗିଥିଲେ ମଞ୍ଚ ଉପରେ ତାଙ୍କର ଡାନ୍ସ କୁ ନେଇକି ମହିଳା ଜଣକ ଷ୍ଟେଜ ଉପରକୁ ଜୋତା ଫୋପାଡ଼ିଛନ୍ତି | ଆଉ ଯେଉଁ ଘଟଣା ପାଇଁକି ଚାରିଆଡେ ଚର୍ଚ୍ଚା ଜୋର ଧରିଛି ବୋଲି କୁହାଯାଉଛି |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ | ଆଉ କାଳୀପୂଜା ଅବସରରେ ଭଦ୍ରକ ରେ ଆୟୋଜନ କରାଯାଇଥିଲା ଏକ ବିରାଟ ଯାତ୍ରା ର ମଞ୍ଚ | ଆଉ ଯେଉଁଠି ଜଣା ପଡିଛି କି ଚରମ୍ପା ଯାତ୍ରା ଅଞ୍ଚଳରେ ରାଜନନ୍ଦିନୀ ଯାତ୍ରା କମିଟି ତରଫରୁ ଏକ ବିରାଟ ଯାତ୍ରା ର ଆୟୋଜନ ହୋଇଥିଲା ଆଉ ଅଶ୍ଳୀଳ ଡାନ୍ସ ପାଇଁ ମହିଳା ଜଣଙ୍କ ଚପଲ ମଧ୍ୟ ମାଡ଼ କରିଥିଲେ | ତେବେ କିଛି ଦିନ ପୂର୍ବରୁ ଦେଖିବାକୁ ମିଳିଥିଲା କି ସେହି ଯାତ୍ରା ଜଗତରେ ରାଣୀ ପଣ୍ଡା ଡ୍ରେସ ଖୋଲିକି ଅଶ୍ଳୀଳ ଡାନ୍ସ କରିଥିଲେ | ଆଉ ଯେଉଁଠି ପାଇଁ ବିବାଦ ଜୋର ଧରିଥିଲା |

ଆଉ ପୁଣି ଭଦ୍ରକ ରେ ଏଭଳି ଘଟଣା ସମସ୍ତଙ୍କୁ ଚିନ୍ତା ରେ ପକାଇଛି | କିନ୍ତୁ ଏଭଳି ଡାନ୍ସ ରେ ଯାତ୍ରା ମାଲିକ ର କିଛି ବି ପ୍ରୋବ୍ଲେମ ନାହିଁ ବୋଲ କୁହାଯାଉଛି | ଆଉ ବର୍ତମାନ ଏକ ନିୟମ କରାଯାଇଛି କି ଯାତ୍ରା ରେ ଯିଏ ବି ଏହିଭଳି ଅଶ୍ଳୀଳ ଡାନ୍ସ କରିବ ତାହାକୁ ଜୋତା ମାଳ ଦିଆଯିବ ବୋଲି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ମଧ୍ୟ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment