ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖୁବାକୁ ପାଉଥିବେ | ତେବେ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଛି ଏକ ଭିଡ଼ିଓ ଯାହାକୁ ନେଇ ଏବେ ଚାରିଆଡେ ଶୋକର ଛାୟା ଖେଳିଯାଇଛି | ତେବେ ସୂଚନା ଅନୁଯାୟୀ ଭାଇରାଲ ହେଉଥିବା ଭିଡ଼ିଓ ଏହା ଦେଖା ଯାଇଛି ଯେ | ଦୀପାବଳି ଦିନ ରାତିରେ ଦିନ ରାତିରେ ଦୁଇ ଭାଇ ବାଣ ଫୁଟାଇ ଦୁଇ ଭାଇ ବେଶ ଆନନ୍ଦ ର ସହିତ ମା ଯାହା ରାନ୍ଧି ଥିଲେ ଖାଇସାରି ଶୋଇଯାଇଥିଲେ | ରାତି ପାହି ସକାଳ ହେଲା ଦୁଇ ଭାଇ ବାହାରି ଗଲେ ନଈକୁ ଗାଧେଇ ପାଇଁ | ହେଲେ ସେଠାରେ ଯାହା ହେଇଥିଲା ତାହା ଏବେ ଚିନ୍ତା ର କାରଣ ହେଇଛି ଓ ଯାହା ଜଣା ପଡିଛି କି ଦୁଇ ଭାଇ ନଈ ରେ ଭାସି ଯାଇଥିବାର କଥା |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିବା |
ତେବେ ମିଳିଥିବା ସୂଚନା ଅନୁଯାୟୀ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିକିଛି ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶୋଳଘର ନିକଟରେ ଥିବା ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଏଭଳି ଅଘଟଣ ଘଟିଛି | ଯାହାକୁ ନେଇ ଏବେ ଶୋକ ର ଛାୟା ଖେଳି ଯାଇଛି | ତେବେ ସୂଚନା ଅନୁଯାୟୀ ଦୁଇ ଭାଇ ଗାଧେଇବା ପାଇଁ ଯାଇ ନଦୀ ଭାସି ଯାଇଛନ୍ତି | ତେଵେ ସେମାନେ ହେଲେ କୃଷ୍ଣ ଚନ୍ଦ୍ର ମହାନ୍ତି ଏବଂ କାହ୍ନୁ ଚରଣ ମହାନ୍ତି | ତେବେ ସାନ ଭାଇକୁ ଉଦ୍ଧାର କରାଯାଇଥିବା ବେଳେ ବଡ ଭାଇ ଭାସିଯାଇଥିବା ଜଣାପଡିଛି | ସୂଚନାଯୋଗ୍ୟ ଯେ ଆଜି ସକାଳେ ଦୁଇ ଭାଇ ଗାଧୋଉଥିବା ବେଳେ ଭାସି ଯାଇଥିଲେ | ଏହା ଦେଖି ନିକଟରେ ଗାଧୋଉବା ଜଣେ ମହିଳା ସାହାସିକତାର ସହ ପାଣି ମଧ୍ୟରେ ପଶି ସାନଭାଇ କାହ୍ନୁ ଚରଣଙ୍କୁ ଉଦ୍ଧାର କରିଥିବା ବେଳେ ବଡଭାଇ କୃଷ୍ଣ ଚନ୍ଦ୍ର ପାଣି ଶ୍ରୋତରେ ଭାସି ଯାଇଥିଲେ | ଉଦ୍ଧାର ହୋଇଥିବା କାହ୍ନୁଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ରହିଛି |
କୁହାଯାଉଛି କି ଖବରପାଇ ଘଟଣାସ୍ଥଳରେ ଗ୍ରାମବାସୀ ପହଞ୍ଚି ଓଡ୍ରାଫ ଟିମ ଓ ପୁରୁଷୋତ୍ତମପୁର ଅଗ୍ନିଶମବାହିନୀକୁ ଖବର ଦେଇଥିଲେ | ଉଭୟେ ଓଡ୍ରାଫ ଓ ଦମକଳ ବାହିନୀ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀର ପାଣି ଶ୍ରୋତରେ ବୋଟ ମାଧ୍ୟମରେ ପଶି ଖୋଜିବାରେ ଲାଗିଥିବା ବେଳେ ଗ୍ରାମବାସୀ ମଧ୍ୟ ଖୋଜିବାରେ ଲାଗିଛନ୍ତି | ଶୋଳଘରର ସନ୍ତୋଷ ମହାନ୍ତି ବ୍ରହ୍ମପୁରରେ ରହୁଥିଲେ | ମାତ୍ର ଦୀପାବଳି ଉତ୍ସବ ପାଳନ କରିବା ଲାଗି ସୋମବାର ନିଜ ଗ୍ରାମକୁ ଆସିଥିଲେ | ମଙ୍ଗଳବାର ସକାଳେ ଦୁଇ ପୁଅଙ୍କୁ ସାଙ୍ଗରେ ଧରି ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀକୁ ଗାଧୋଇବାକୁ ଯାଇଥିଲେ |
ତେବେ ଯାହା କୁହାଯାଉଛି କି ଦୁଇ ଭାଇ ନଦୀ ପଠାରେ ଖେଳୁଥିବା ବେଳେ ନଦୀକୁ ଖସିଯାଇଥିଲେ | ଏହାକୁ ନେଇ ଗ୍ରାମରେ ଶୋକକୁଳ ପରିବେଶ ଦେଖାଦେଇଛି | ତେଵେ ସୂଚନା ଅନୁଯାୟୀ ଏପର୍ୟ୍ଯନ୍ତ ଅଗ୍ନିଶମ ବାହନୀ ଭାସି ଯାଇଥିବା ଭାଇ ର ସନ୍ଧାନ ପାଇନାହିଁ ବୋଲି ଜଣା ପଡିଛି | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଦେଖାଯାଇଛି ଓ ଯାହା ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।