ସମସ୍ତ ଙ୍କ ଆଖିରେ ଲୁହ , ସ୍ୱାମୀ ଙ୍କ ମୃତ୍ୟୁ ଦେଶ ପାଖରେ ମୁଣ୍ଡ କୁଡେଇ କୁଡେଇ ହୋଇ କାନ୍ଧୁଚି ସ୍ତ୍ରୀ ଆଉ କହୁଛି “ଉଠ ତୁମ ବିନା ମୁଁ କେମିତି ବଞ୍ଚିବି ମୋତେ ଏକା କରି ଏହିପରି ଚାଲିଯାଅ ନାହିଁ”। ବାପ କୁ ହରେଇ ପୁଅ ଆଖିରେ ଲୁହ ଶୁଖୁ ନାହିଁ, ବାପା ଙ୍କୁ ହରେଇ ସବୁକିଛି ହରେଇ ଦେଇଛି ପୁଅ ଯାହା ଆପଣ ତାଙ୍କୁ ଦେଖି ଜାଣି ପାରୁଥିବେ। ଆଉ ପରିବାର କଥା କଣ କହିବେ, ପରିବାର ଲୋକେ କାନ୍ଦି କାନ୍ଦି ବେହୋସ ହୋଇଗଲେଣି। ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ସ୍ତ୍ରୀ ପୁଅ ଓ ପରିବାର କଥା କହୁଛନ୍ତି।
ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ମୃତ୍ୟୁ ପରେ ବର୍ତ୍ତମାନ ତାଙ୍କର ସ୍ତ୍ରୀ , ପୁଅ ଓ ପରିବାର ର ଭିଡ଼ିଓ ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ଙ୍କ ଆଖିରୁ ମଧ୍ୟ ଲୁହ ଆସିଯିବ। ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଆଜି ASI ଗୋପାଳ ଙ୍କ ଗୁଳି ମାଡ଼ ରେ ମୃତ୍ୟୁ ବରଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। ତେବେ ସୂଚନା ଅନୁସାରେ , ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଆଜି ଏକ କାର୍ଯ୍ୟକ୍ରମ ରେ ଯୋଗ ଦେବା କୁ ଯାଉଥିବା ବେଳେ ଏହିଭଳି ଅଘଟଣ ଘଟିଥିଲା। ତେବେ ନବ ଦାସ , କାର ରୁ ତଳ କୁ ଉଲ୍ହେଇବା ସମୟ ରେ ଏ ଏସ ଆଇ (ASI) ଗୋପାଳ କୃଷ୍ଣ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଗୁଳି ମାଡ଼ କରିଥିଲେ।
ତେବେ ASI ଙ୍କ ଗୁଳି ଯାଇ ବାଜିଥିଲା ମନ୍ତ୍ରୀ ନବ ଦାସ ଙ୍କ ଛାତି ରେ। ଆଉ ସଂଗେ ସଂଗେ ସେ ସେଠା ରେ ଟଳି ପଡ଼ିଥିଲେ , ଆଉ ପାଖ ରେ ଥିବା ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରାଯାଇ ଥିଲା। ତେବେ ଗୁଳି ମାଡ଼ ହେବା ପରେ ସଂଗେ ସଂଗେ ତାଙ୍କୁ ଏୟାର ଲିଫ୍ଟ କରି ଭୁବନେଶ୍ୱର ର ଆପୋଲ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ଆଉ ଆପୋଲ ରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଓଟି ରେ ଚିକିତ୍ସା କରାଯାଉ ଥିଲା ଯାହାକୁ ନେଇ ମୁଖ୍ୟମନ୍ତ୍ରୀ ନିଜେ ମଧ୍ୟ ସେଠାରେ ତଦାରଖ ପାଇଁ ପହଁଚି ଥିଲେ। ମାତ୍ର ସବୁ ଚେଷ୍ଟା ପରେ ମଧ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ର ମୃତ୍ୟୁ ହୋଇଛି ଯାହାକି ଅତ୍ୟନ୍ତ ଦୁଖଃ ର କାହାଣୀ ଅଟେ।
ତେବେ ବର୍ତ୍ତମାନ ନବ ଦାସ ଙ୍କ ମୃତ୍ୟୁ ପରେ ତାଙ୍କର ମୃତ୍ୟୁ ଦେହ କୁ ଘର କୁ ନିଆଯାଇ ଥିଲା ଆଉ ତାହାକୁ ଦେଖି ତାଙ୍କର ସ୍ତ୍ରୀ ମୁଣ୍ଡ ବାଡେଇ ବାଡେଇ କାନ୍ଦୁଥିଲେ ,ଆଉ ପୁଅ ଆଖିରେ ଶୁଖୁ ନଥିଲା ଲୁହ କାରଣ ସେ ତାର ବାପ ଙ୍କ ସହ ସବୁ ସ୍ୱପ୍ନ କୁ ହରେଇ ଦେଇଛି। ଆଉ ଜଣେ ଭଲ ଲୋକଙ୍କୁ ହରାଇ ପୁରା ପରିବାର ଲୋକେ ମଧ୍ୟ କାନ୍ଦି କାନ୍ଦି ବେଦମ ହୋଇଗଲେଣି। ତେବେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ର ଅନ୍ତାନ ସତ୍କାର ପାଇଁ ଗାଡି ବାହାରି ସାରିଥିବା ଜଣା ପଡ଼ିଛି। ତେବେ ଭଗବାନ ତାଙ୍କର ଆତ୍ମା କୁ ସଦ୍ଗତି ଦିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।