ଘର ଭିତରେ ସାନ ପୁଅର ଏନ୍ତୁଡ଼ି ଜଳିଲା,ବଡ଼ ପୁଅର ଗାଁ ମସାଣି ରେ ଜୁଇ ଜଳିଲା… ଦେଖନ୍ତୁ Video

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଘଟଣା ସାମ୍ନାକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଉଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ବଡ଼ ପୁଅ ପୋଖରୀ ରେ ପଡିକି ମୃତ୍ୟୁ ହେଉଥିବା ବେଳେ ଗର୍ଭବତୀ ମା ତାହାର ସାନ ପୁଅ କୁ ଜନ୍ମ ଦେଉଛି | ଆଉ ମା ପୁଅ ମଧ୍ୟ ଗୋଟିଏ ହସ୍ପିଟାଲ ରେ ଭର୍ତ୍ତି ହେଉଥିବା ର ମଧ୍ୟ ଦେଖିବାକୁ ମିଳିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭଳି ଏକ ଅଭାବନୀୟ ଘାଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଡେରାବିଶ ସାଣ୍ଡାଲ ଫାଣ୍ଡି ଅନ୍ତର୍ଗତ ଇନ୍ଦର ପଞ୍ଚାୟତ ବୋରଗଡ଼ିଆ ରେ ଘଟିଛି ଏଭଳି ଏକ ଅଭାବନୀୟ ଛାତି ଥରା ଘଟଣା | ଆଉ ଯେଉଁଠି ଦେଖିବାକୁ ମିଳିଛି କି ସେହି ଗାଁ ର ସଞ୍ଜୟ ମଲ୍ଲିକ ଙ୍କ 3 ବର୍ଷ ର ପୁଅ ବିକି ମଲ୍ଲିକ ଖେଳୁଥିବା ସମୟରେ ହଠାତ ସମସ୍ତଙ୍କର ଆଖି ଆରୁ ଅଳରେ ପଳେଇ ଯାଇଥିଲେ ପୋଖରୀ ପାଖକୁ | ଆଉ ସୂଚନା ଅନୁସାରେ ପିଲା ଟିର ମା ଯେତେବେଳେ ପିଲା ଟିକୁ ଖୋଜିବାକୁ ଲାଗିଥିଲା ସେତେବେଳେ ପରିବାର ଲୋକ ଖୋଜିବାକୁ ଲାଗିଥିଲେ | ଆଉ ପରେ ପିଲା ଟି ପୋଖରୀ ରେ ଭାସୁଥିବାର ସୂଚନା ମିଳିଥିଲା |

ତେବେ ପିଲା ଟିକୁ ସାଙ୍ଗେ ସାଙ୍ଗେ ଡକ୍ଟର ଙ୍କ ପାଖକୁ ଅର୍ଥାତ ପାଖରେ ଥିବା ହସ୍ପିଟାଲ କୁ ନିଆଯାଇଥିଲା | ଆଉ ସେମିତି ସମୟରେ ମା ଜଣଙ୍କ 9 ମାସ ର ପ୍ରେଗ୍ନେଣ୍ଟ ମଧ୍ୟ ଥିଲେ | ଆଉ ଯେଉଁଥିପାଇଁ ପୁଅ ର ଏହିଭଳି ଅବସ୍ଥା କଥା ମା ଙ୍କୁ ଜଣାଇ ନ ଥିଲେ କେହି | କିନ୍ତୁ ସେହି ସମୟରେ ମା ଜଣଙ୍କର ଗର୍ଭ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା | ଆଉ ଯାହା ଜଣା ପଡିଛି କି ମା ଜଣଙ୍କୁ ମଧ୍ୟ ପୁଅ ଭର୍ତ୍ତି ହେଇଥିବା ହସ୍ପିଟାଲ କୁ ନିଆଁ ଯାଇଥିଲା | ଆଉ ଯାହା ଦେଖିବାକୁ ମିଳିଥିଲା କି ବଡ଼ ପୁଅ ର ମୃତ୍ୟୁ ଘଟୁଥିବା ବେଳେ ମା ଜଣଙ୍କ ଜନ୍ମ ଦେଉଛି ସାନ ପୁଅ କୁ |

ତେବେ ଜଣେ ମା ଙ୍କ ପାଇଁକି ଏହି ଘଟଣା ଟି କେତେ ବଡ଼ ଦୁଃଖର କଥା ପାଲଟିଛି | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଗୋଟିଏ ହାତରେ ସୁଖ ଆସୁ କି ନ ଆସୁ ଆଉ ଗୋଟିଏ ହାତରେ ମା ଙ୍କ ପାଇଁ ଦୁଃଖର ଛାୟା ଖେଳି ଯାଇଛି | ଆଉ 3 ବର୍ଷର ପୁଅ କୁ ହରେଇକି ମା ଜଣଙ୍କ ଭାଙ୍ଗି ପଡିଛନ୍ତି | ଆଉ ଯେଉଁ ଘଟଣା ତୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment