ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଭିଡ଼ିଓ ଯାହାକୁ ଦେଖି ଦର୍ଶକ ମାନେ ପ୍ରଶଂସା କରିଥିବା ନଜର ଆସିଛନ୍ତି | ତେବେ ଓଡିଶା ଯାତ୍ରା ଜଗତର ନିଜର ଅଭିନୟ ଓ ଡ୍ୟାନ୍ସ ମାଧ୍ୟାମ ରେ ଲୋକମାନଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଥିବା ଓଡିଶା ଜଗତର ଡ୍ୟାନ୍ସ କୁଇନ ବା ଯାହାକୁ ଆମେ ଆଇଟମ ଗାର୍ଲ ଭାବେ ଜାଣୁ ସେ ହେଉଛନ୍ତି ରାଣୀ ପଣ୍ଡା | ଯାହାଙ୍କର ଅଭିନୟ ଦେଖିବା ହେଉ କିମ୍ବା ଡ୍ୟାନ୍ସ ଦେଖିବା ହେଉ ଲୋକମାନେ ତାଙ୍କର ଟିକିଏ ଝଲକ ପାଇବା ପାଇଁ | ଲୋକମାନେ ବହୁତ ଦୂର କୁ ଯିବାର ମଧ୍ୟ ଦେଖାଯାଏ | ତେବେ ଏହି ଦୀପାବଳି ଅବସରରେ ସେ ତାଙ୍କର ଅଗଣତି ପ୍ରଶଂସକଙ୍କୁ ଭିଡ଼ିଓ ମାଧ୍ୟମ ରେ କିଛି ଦେଖାଇବା ପାଇଁ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଜାରି କରିଛନ୍ତି ଯାହା ଏବେ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତାହାଲେ ଆସନ୍ତୁ ଦର୍ଶକ ବନ୍ଧୁ ଜାଣିବା ରାଣୀ ପଣ୍ଡା ଙ୍କର ସେହି ଭାଇରାଲ ଭିଡ଼ିଓ ବିଷୟରେ |
ତେବେ ବନ୍ଧୁ ଗଣ ଏବେ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ରେ ଭାଇରାଲ ହେଉଥିବା ଏକ ଭିଡ଼ିଓ ଯାହା ଦର୍ଶକ ମାନଙ୍କୁ ବେଶ ପସନ୍ଦ ଆସିଥିବା ଜଣାପଡିଛି | ତେବେ ସୂଚନା ଅନୁଯାୟୀ କିଛି ଦିନ ପୂର୍ବରୁ ରାଣୀ ପଣ୍ଡା ଙ୍କୁ ତାଙ୍କର କିଛି ଫ୍ୟାନ ମାନେ ତାଙ୍କର ଘର ଦେଖାଇବା ପାଇଁ କହିଥିଲେ | ତେବେ ରାଣୀ ପଣ୍ଡା ତାଙ୍କର ଫ୍ୟାନ ମାନଙ୍କ କଥା ରଖିବା ପାଇଁ ଯାଇ ସୋସିଆଲ ମିଡିଆରେ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି | ଯେଉଁ ଥିରେ ରାଣୀ ପଣ୍ଡା ତାଙ୍କର ଘର ବୁଲି ଦେଖାଇଥିବା ନଜର ଆସିଛନ୍ତି | ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଆଉ ଏହି ଭିଡ଼ିଓ ଟି ରେ ରାଣୀ ପଣ୍ଡା କହିଛନ୍ତି ଯେ ମୁ କୋଉଁଠି ଅଛି ମୁ ଜାଣେନି | ହେଲେ ମୁ ମୋ ଘର ଆପଣଙ୍କ ଦେଖାଉଛି | ତେଵେ ସେ ସର୍ବପ୍ରଥମେ ତାଙ୍କ ଘରେ ଥିବା ମାଛ ପହଁରୁ ଥିବାର ଦୃଶ୍ୟ ଦେଖାଇଥିଲେ | ତାପରେ ତାଙ୍କର ପୂଜା ଘରେ ସେ ପୂଜା କରୁଥିବା ସମସ୍ତ ଦେବା ଦେବୀ ଙ୍କ ଫୋଟ ମଧ୍ୟ ଦେଖାଇଥିଲେ ତାପରେ ଜଗତର ନାଥ ଜଗନ୍ନାଥ ଙ୍କ ଫୋଟ ମଧ୍ୟ ଦେଖାଇ କହିଥିଲେ | ଏ ହେଉଛନ୍ତି ସାଡେ ଚାରିକୋଟି ଓଡିଶା ଙ୍କ ମୌଡ଼ ମଣି ଜଗତର ନାଥ ଜଗନ୍ନାଥ | ଆଉ ଯାହାକୁ ଦେଖାଇଛନ୍ତି ରାଣୀ ପଣ୍ଡା ଆଉ ଯାହାଙ୍କର ଆଶୀର୍ବାଦ ନେଇ ସେ ଆଗକୁ ବଢିଛନ୍ତି ବୋଲି କହିଛନ୍ତି |
ଏହା ପରେ ସେ ତାଙ୍କର ରୋଷେଇ ଘର, ଡାଇନିଇଂ ରୁମ, ଡ୍ରଇଂ ରୁମ, ତାଙ୍କର ବେଲକନି, ବେଡ଼ ରୁମ ଆଦି ଦେଖାଇ ଥିଲେ | ଏହି ଭଳି ଭାବରେ ତାଙ୍କର ଘରର ସବୁ ଜିନିଷ କୁ ଦେଖାଇଥିଲେ ରାଣୀ ପଣ୍ଡା ଓ ଏହା ସହିତ ସେ ତାଙ୍କର ସମସ୍ତ ଫ୍ୟାନ ଙ୍କୁ ଧନତେରସ ଓ ଦୀପାବଳି ର ଶୁଭେଚ୍ଛା ମଧ୍ୟ ଜଣାଇଥିଲେ ଏହି ଦୀପାବଳି ରେ | ଆଉ ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ସମସ୍ତେ ବହୁତ ପ୍ରସଂଶା ମଧ୍ୟ କରିଛନ୍ତି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।