ଭିଜିଲାନ୍ସ ଜାଲରେ ଥାନା ବଡ ବାବୁ ‘ମୁଁ ଆଇଆଇସି ମୋ ପାଖେ ଲକ୍ଷେ ଟଙ୍କା ରହିବ’… ଏ ନେଇ କଣ କହୁଛନ୍ତି, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବିଶେଷ କରି ଆଜିକାଲି ଦୁର୍ନୀତି ଅଭିଯୋଗ ଅଧିକ ଚାଲିବାରେ ଲାଗିଛି ଆମ ଓଡିଶା ରେ | ଆଉ ଟଙ୍କା ଠକେଇ ଠାରୁ ନେଇକି ବ୍ଲାକ ମେଲିଂ ପର୍ଯ୍ୟନ୍ତ ଗୋଟିଏ ପରେ ଗୋଟିଏ ଦୁର୍ନୀତି ଯୋଗୁ ଲୋକ ମାନେ ବିଭିନ୍ନ ପ୍ରକାରର ଅସୁବିଧା ରେ ପଡୁଥିବାର ଦେଖିବାକୁ ମିଳିଛି | ତେବେ ବର୍ତ୍ତମାନ ଏକା ଦୁର୍ନୀତି ଦେଖିବାକୁ ମିଳିଛି ଆଉ ଯେଉଁଠି ସରକାରୀ କର୍ମଚାରୀ ଜଣଙ୍କ ସେହି ଭଳି କାମ କରୁଥିବାର ନଜର ଆସିଛନ୍ତି | ତେବେ କନ୍ଧମାଳ ଈସା ଲକ୍ଷଧିକ ଟଙ୍କା ନେଇ ପଳାଇ ଯାଉଥିବା ବେଳେ ଧରା ପଡିଛନ୍ତି | ତାହେଲେ ଆସନ୍ତି ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମସ୍ତ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ବର୍ତ୍ତମାନ ଏକ ସାଙ୍ଘାତିକ ଅଭିଯୋଗ ଆସିଛି କନ୍ଧମାଳ ଈସା ଙ୍କ ନା ରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଭିଜିନାକ୍ସ ର ପାଞ୍ଝା ଭିତରେ ବର୍ତ୍ତମାନ କନ୍ଧମାଳ ଜିଲ୍ଲାର କୋଟାଗଡ଼ ଥାନା ର IIC ଧୀରଜ ଲେଙ୍କା |ଆଉ ତାଙ୍କ ନାଁ ରେ ବର୍ତ୍ତମାନ ଅଭିଯୋଗ ଆସିଛି, ଆଉ ଯେଉଁଠି କୁହାଯାଉଛି କି IIC ଧୀରଜ ଲେଙ୍କା କୋଟଗଡ଼ ଥାନା ରୁ ଗାଡ଼ିରେ ଖଜୁରୀ ପଡ଼ା ଅଭିମୁଖେ ଯାତ୍ରା କରୁଥିବାର ଦେଖିବାକୁ ମିଳିଥିଲା |ଆଉ ସେଠାକୁ ଯାତ୍ରା କରୁଥିବା ସମୟରେ ବାଲିଗୁଡା ଠାରେ ଫୁଲବାଣୀ ଭିଜିଲାନ୍ସ ପୋଲିସ ଟିମ ତାଙ୍କ ଗାଡ଼ି କୁ ଅଟକ ରଖିବା ସହିତ ତାବକ ପାଖରୁ 1 ଲକ୍ଷ 45 ହଜାର 8 ଶହ ଟଙ୍କା ଜବତ କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି |

ଆଉ ଯାହା ଜଣା ପଡିଛି କି ତାଙ୍କ ପାଖରୁ ଏହି ଟଙ୍କା ଜବତ କରିବା ପରେ ପୋଲିସ ତାଙ୍କୁ ହେପାଜତ ରେ ମଧ୍ୟ ନେଇକି ରଖିଥିବାର ସୂଚନା ମିଳିଛି |ତେବେ ଯାହା କୁହାଯାଉଛି କି ଫୁଲବାଣୀ ଦୁର୍ନୀତି ନିବାରଣ ବିଭାଗର DSP ଅରୁଣ ନୟକଙ୍କ କହିବା ଅନୁସାରେ IIC ଧୀରଜ ଲେଙ୍କା ଗାଡ଼ିରେ ଲକ୍ଷା ଧିକ ଟଙ୍କା ନେଇ ତାଙ୍କର ପତ୍ନୀ ଙ୍କ ପାଖକୁ ଯାଉଥିବାର ଅଭିଯୋଗ ହୋଇଥିଲା ଆଉ ଯେଉଁଠି ପାଇଁ ତାଙ୍କୁ ହେପାଜତ କୁ ନିଆଯାଇଛି ବୋଲ କହିଥିଲେ DSP ଅରୁଣ ନୟକଙ୍କ|

କିନ୍ତୁ ତାଙ୍କର କଥା କୁ ପ୍ରତ୍ୟାଖାନ କରିଥିଲେ IIC ଧୀରଜ ଲେଙ୍କା| ଆଉ ତାଙ୍କର କହିବା କଥା କି ଯେହେତୁ ସେ ଜଣେ ଈସା ତେଣୁ ସେ ତାଙ୍କ ସହିତ ଯେତେ ଟଙ୍କା ପାରିବେ ସାଙ୍ଗରେ ନେଇକି ଯାଇ ପାରିବେ ବୋଲି | ଆଉ ଏହି ଘଟଣା କୁ ନେଇକି ବର୍ତ୍ତମାନ ତଦନ୍ତ ଚାଲିଛି ଓ ସୋସିଆଲ ମିଡିଆରେ ଏହି ଘଟଣା ଟି ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment