ସ୍ତ୍ରୀ ଗର୍ଭବତୀ ପ୍ରେମିକା ସହ ସୁଇକି ରୋମାଣ୍ଟିକ ରିଲ୍ସ କରୁଛି ସ୍ୱାମୀ…. ଦେଖନ୍ତୁ ଭାଇରାଲ Video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏକ ଭିଡିଓ ସୋସିଆଲ ମିଡିଆରେ ହୋଇଚଇ ସୃଷ୍ଟି କରିଛି ତାହା ହେଉଛି ପ୍ରେମିକ ଆଉ ପ୍ରେମିକାଙ୍କର ରିଲସ |ଆଉ ଯେଉଁଠି ପ୍ରେମିକା ଙ୍କ ସହିତ ରିଲସ ବନେଇ ଭାଇରାଲ କରେଇଥିଲେ ପ୍ରେମିକ ଜଣଙ୍କ | ଆଉ ଯାହା ଫଳରେ ପ୍ରେମିକ ଙ୍କ ଆଗରୁ ସ୍ତ୍ରୀ ଥିବାରୁ ତାହା କୁ ଦେଖିଲା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି | ଆଉ ଯାହା ଫଳରେ ଥାନା ର ଦ୍ୱାରସ୍ଥ ହୋଇଛନ୍ତି ସମସ୍ତେ , ଆଉ ନ୍ୟାୟ ପାଇଁ ବର୍ତ୍ତମାନ ଦାବି କରିଛନ୍ତି ସ୍ତ୍ରୀ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ସୂଚନା ଅନୁସାରେ ଏଭଳି eka ଅଭାବନୀୟ ଘଟଣା ଘାରିଛି ଭଦ୍ରକ ଜିଲ୍ଲା ପୀରହାଟି ଅଞ୍ଚଳରେ | ଆଉ ଯେଉଁଠି ଦେଖିବାକୁ ମିଳିଛି କି ଅନିଲ ନାମକ ଯୁବକ ଜଣଙ୍କ ବିବାହ କରିଥିଲେ ସୁସ୍ମିତା ଙ୍କୁ | ଆଉ ଦୁଇ ଜଣଙ୍କ ମଧ୍ୟରେ ସମ୍ପର୍କ ବେଶ ଭଲରେ ଚାଲିଥିଲା | ଆଉ ଅନିଲ ବିବାହ କରିଥିଲେ ସୁସ୍ମିତା ଙ୍କୁ | ଆଉ ଯାହା ଜଣା ପଡିଥିଲା କି ସୁସ୍ମିତା 6 ମାସ ର ପ୍ରେଗନେଟ ମଧ୍ୟ ଥିଲେ | କିନ୍ତୁ ତାହା ପରେ ସ୍ୱାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଝଗଡା | ଆଉ ସ୍ୱାମୀ ଜଣଙ୍କ ସ୍ତ୍ରୀ ଙ୍କୁ ନେଇକି ଛାଡି ଦେଇକି ଆସିଥିଲେ ସୁସ୍ମିତା ଙ୍କ ବାପ ଘରେ |

ଆଉ ପରେ ସ୍ୱାମୀ ଜଣଙ୍କ ସ୍ତ୍ରୀ ଙ୍କୁ ବାପ ଘରେ ଛାଡିକି ଆସିଥିଲେ ଆଉ ପିଲା ହେବ ପରେ ଆସିବା କୁ କହିଥିଲେ | ଆଉ ସେପଟେ ମାନସୀ ନାମକ ଝିଅ ସହିତ ପଳେଇ ଯାଇଥିଲେ | ଆଉ ମାନସୀ ବର୍ତ୍ତମାନ ଗୋଟିଏ ମାସର ପ୍ରେଗନେଟ ମଧ୍ୟ ଅଛନ୍ତି | ଆଉ ଯାହା ଜଣା ପଡିଛି କି ମାନସୀ ଓ ଅନିଲ ଙ୍କର ପ୍ରେମ ସମ୍ପର୍କ ର ରିଲ ବନାଇ ସୋସିଆଲ ମିଡିଆରେ ଭାଇରାଲ କରେଇଥିଲେ ପ୍ରେମିକ ଜଣଙ୍କ | ଆଉ ତାଙ୍କର ଏହି ଭଳି କାମ ଅନିଲ ଙ୍କ ଉପରେ ମହଙ୍ଗା ପଡିଲା |

ଆଉ ଯେଇଠି ଇନଷ୍ଟାଗ୍ରାମ ରିଲ କୁ ଦେଖିଥିଲେ ପ୍ରଥମ ସ୍ତ୍ରୀ ସୁସ୍ମିତା, ଆଉ ଯାହା ପରେ ସ୍ୱାମୀ ଓ ପ୍ରେମିକ ଆସୁଥିବାର ସୂଚନା ପାଇଁ ଥାନା ର ଦ୍ୱାରସ୍ଥ ହୋଇଥିଲେ | ଆଉ ଯାହା ଫଳରେ ରେଲୱେ ଷ୍ଟେସନ ରେ ପୋଲିସ ଆସିକି ଗିରଫ କରିଥିଲା ସୁସ୍ମିତା ଙ୍କ ସ୍ୱାମୀ ଅନିଲ ଆଉ ତାଙ୍କର ପ୍ରେମିକା ମାନସୀ ଙ୍କୁ | ଆଉ ସେପରେ ମାନସୀ କହିଛନ୍ତି କି ଅନିଲ ଙ୍କ ସ୍ତ୍ରୀ ତାଙ୍କୁ ଧୋକା ଦେଇ ଅନ୍ୟ ପୁରୁଷ ରହିତ ଖରାପ ସମ୍ପର୍କ ରଖୁଥିବାରୁ ମାନସୀ ଙ୍କ ସହିତ କୋଟ ମେରେଜ କରିବା ପାଇଁ ସେମାନେ ଘରୁ ପୋଳେଇଯିବ କଥା କହିଛନ୍ତି |ଶେଷରେ ସ୍ତ୍ରୀ ଜନକ ନ୍ୟାୟ ପାଇଁ ଦାବି କରିଛନ୍ତି |ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment