ସାରା ଓଡ଼ିଶାରେ ଚହଳ ପକାଇଲା ପୂର୍ଣ୍ଣ ଦାଦା ଙ୍କ ପ୍ରଥମ ଆଲବମ ଭିଡ଼ିଓ… ମାତ୍ର 4 ଘଣ୍ଟାରେ 9 Million ରୁ ଅଧିକ ଲୋକ ଦେଖି ସାରିଲେଣି…

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ମନ ଛୁଆଁ ଭିଡ଼ିଓ ଆଉ ଗୀତ ଭାଇରାଲ ହେଉଥିବାର ତ ଆପଣ ମାନେ ଜାଣିବାକୁ ପାଇଥିଲେ | ତେବେ ସେହି ମ୍ୟୁଜିକ ଭିଡ଼ିଓ ଗୁଡିକ ମଧ୍ୟରେ କିଛି ଏମିତି ରହିଛି ଯେଉଁ ଭିଡ଼ିଓ କୁ ଦେଖିଲେ ଆପଣଙ୍କ ଆଖିରେ ମଧ୍ୟ ଲୁହ ଆସିଯିବ | ତେବେ ସେହି ଭଳି ଏକ ଦୁଖଃଦ ଓ ଆଜିର ଯୁବ ପିଢ଼ି ମାନଙ୍କୁ ନେଇକି ଏକ ଭିଡ଼ିଓ ଟି ଭାଇରାଲ ହେଉଛି | ଆଉ ଯେଉଁଥିରେ ପୂର୍ଣ୍ଣ ମଉସା ବହୁତ ସୁନ୍ଦର ଭାବରେ ତାଙ୍କର ଅଭିନୟ କୁ ପ୍ରକାଶ କରିଛନ୍ତି | ଆଉ ଯିଏ ଏହି ଗୀତ ଆଉ ଭିଡ଼ିଓ ଟିକୁ ଦେଖିବ ସତରେ ତାର ଆଖିରୁ ପାଣି ଆସିଯିବ | ତାହେଲେ ଆସନ୍ତୁ ଦର୍ଶକ ବାନ୍ଧୁ ସେହିଭଳି ଏକ ମନ ଛୁଆଁ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ପୂର୍ଣ୍ଣ ମଉସା ଙ୍କ ଦ୍ଵାରା ଏକ ଦୁଃଖଦ ମ୍ୟୁଜିକ ଭିଡ଼ିଓ ରିଲିଜ ହୋଇଛି ଯାହାର ନାଁ ହେଉଛି “ପୁଅ ମୋର ବଡ଼ ଲୋକ ବଡ଼ ଅଫିସର “, ଆଉ ଏହି ଗୀତ ଆଉ ଭିଡ଼ିଓ ମାଧ୍ୟମରେ କୁହାଯାଇଛି କି ଆଜିର ଯୁବ ପିଢ଼ି ମାନେ କିଭଳି ଭାବରେ ବଡ଼ ହୋଇଗଲା ପରେ ଓ ଗୋଟିଏ ଚାକିରୀ କରିଲା ପରେ ନିଜର ସ୍ତ୍ରୀ କଥାରେ ପଡିକି ବାପା ଙ୍କୁ ପର କରି ଦେଉଛି ଓ ବାପା ସେହି ପୁଅ ପାଇଁ ବୋଝ ହୋଇଯାଉଛି | ଆଉ ବାପା ଙ୍କର ମୂଲ୍ୟ ଏଠି ଶସ୍ତା ହୋଇଯାଇଛି ଆଉ ପୁଅ ର ଦାମି କାର ଆଉ ବଙ୍ଗଳା ବହୁତ ମୂଲ୍ୟବାନ ହୋଇଯାଇଛି ପୁଅ ଝିଅ ଙ୍କ ପାଇଁ |

ଆଉ ଯେଉଁ ଭିଡ଼ିଓ ରେ ଆଜିର ସମାଜରେ ଘଟୁଥିବା ସତ ଘଟଣା କଥା କୁହା ଯାଇଛି |କୁହାଯାଏ କି ମଣିଷର ସବୁଠୁ ବଡ଼ ଧର୍ମ ହେଉଛି ତାର ମଣିଷ ପଣିଆ | ତେବେ ପିଲା ମାନଙ୍କ ପାଇଁ ବାପା ମା କେଉଁ ସବୁ କଷ୍ଟ କରିଥାନ୍ତି ସେ ଜନ୍ମ ଠାରୁ ଆରମ୍ଭ କରିକି ବଡ଼ ହେବା ପର୍ଯ୍ୟନ୍ତ | ଆଉ ଶେଷରେ ଶୁଣିବାକୁ ମିଳିଥାଏ ପୁଅ ଆଉ ବୋହୂ ଙ୍କର ଗାଳି ଆଉ ମାଡ଼ | ତେବେ ଯେତେବେଳେ ପୁଅଟି ବଡ଼ ହୋଇଯାଏ ଆଉ ନିଜ ଗୋଡ଼ରେ ନିଜେ ଠିଆ ହୋଇଯାଏ ସେତେବେଳେ ବାପା ମା ଙ୍କ କଥା କୁ ଭୁଲିଯାଏ ଆଉ ନିଜ ର କାମ ଆଉ ବଡ଼ ବଡ଼ ସ୍ବପ୍ନ ଦେଖିବା ଆରମ୍ଭ କରେ |

ଆଉ ଶେଷରେ ନିଜର ବାପା ଙ୍କୁ ବନେଇ ଦିଏ ଦଣ୍ଡା ର ଭିକାରୀ ଆଉ ନିଜେ ଅଏସ ଆଉ ଆରାମରେ ରହୁଥିବା ବେଳେ ବାପା ଦୁଆର ଦୁଆର ବୁଲିକି ଭିକ ମାଗୁଛି ଆଉ ଵୃଦ୍ଧାଶ୍ରମ ତା ପାଇଁ ଶେଷ ଠିକଣା ହେଉଛି | ଆଉ ଯେଉଁ ଭିଡ଼ିଓ ମାଧ୍ୟମରେ କୁହାଯାଇଛି କି ଆଜିର ପୁଅ ଝିଅ ମାନେ ଏତେ ବ୍ୟସ୍ତ କି ଶେଷ ସମୟରେ ବାପା ଙ୍କ ତୁଣ୍ଡରେ ପାଣି ଦେବା କୁ ବି ସମୟ ନାହିଁ | ଆଉ ପୂର୍ଣ୍ଣ ମଉସା ଙ୍କ ଏହି ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିବ ସହିତ ଲୋକ ମାନେ ମଧ୍ୟ ପସନ୍ଦ କରିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment