ହଠାତ ‘ପଦରୁ ଇସ୍ତଫା ଦେଲେ କଂଗ୍ରେସ ର ହେବିୱେଟ ନେତା ସତ୍ୟ ନାୟକ’… କାହିଁକି ଏବଂ କଣ ପାଇଁ ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡିଆରେ ଅନେକ ପ୍ରକାରର ଭିଡିଓ ମାନ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ ସୋସିଆଲ ମିଡିଆରେ | ତେବେ ବେଳେ ବେଳେ କିଛି ଏଭଳି ଘଟଣା ଆସିଥାଏ ଆମ ସାମ୍ନାକୁ ଯାହା ଆମ ସମସ୍ତଙ୍କୁ ଚିନ୍ତା ରେ ପକାଇ ଦେଇଥାଏ ଓ ଆଶ୍ଚର୍ଯ୍ୟ ମଧ୍ୟ କରେଇଥାଏ | ତେବେ ସେହି ଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଯାଉଛି | ଆଉ ଯେଉଁଠି ଦେଖିବାକୁ ମିଳୁଛି କି କଂଗ୍ରେସ ର ଜଣେ ବହୁତ ବଡ଼ ଜଣା ଶୁଣା ଅଦକ୍ଷ ସତ୍ୟ ନାୟକ ବର୍ତ୍ତମାନ ନିଜ ପଦରୁ ଇସ୍ତଫା ନେବେ ବୋଲି ପ୍ରକାଶ କରିକି କହିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ମିଳିଥିବା ସୂଚନା ରୁ ଯାହା ଜଣା ପଡି ଛି କି ଗତ କାଲି ସାକ୍ଷାତ କାର କୁ ଆସିଥିଲେ ସତ୍ୟ ନାୟକ | ଆଉ କୁହାଯାଉଛି କି ସତ୍ୟ ମିଡ଼ିଆ ଭାଇ ମାନଙ୍କୁ ତାଙ୍କ ପାଖକୁ ଡୋକାଇଥିଲେ , ଆଉ ତାଙ୍କ ବିଷୟରେ କିଛି କହିବା ପାଇଁ ଚାହୁଁଥିଲେ | ତେବେ ତାଙ୍କର କହିବା ଅନୁସାରେ ଗତ କାଲି କଂଗ୍ରେସ ର ଭାରତୀୟ ରାଷ୍ଟ୍ରୀୟ ପଦବୀରେ ଅଧକ୍ଷ ପାଇଁ ପ୍ରାଥୀ ମାନଙ୍କର ନାଁ କୁ ଲେଖା ଯାଉଥିଲା ଏବଂ ନିର୍ବାଚନ ମଧ୍ୟ ହେଲା | ତେବେ ଏଥିରେ ନିର୍ବାଚନ ବା ପିସିସି ର କର୍ମଚାରୀ ମାନଙ୍କର ନାଁ ରେ ମେମ୍ବର ସ୍ଲିପ ମଧ୍ୟ ପ୍ରକାଶ କରାଯାଇଥିଲା |

ତେବେ କଂଗ୍ରେସ ପାଦ ର ଅଧକ୍ଷ ମାନେ ବହୁତ ବୁଦ୍ଧି ବିଚାରି ନାଁ ଗୁଡିକ ରଖା ଯାଇଛି, ତେବେ ଏଥିରେ 428 ଜଣଙ୍କର ନାଁ ନିଆଁ ଯାଇଛି | ତେବେ କୁହା ଯାଉଛି କି ଏହି ଚିଠା ଟି ପ୍ରଦେଶ କଂଗ୍ରେସ ଅଧକ୍ଷ ମାନେ ନେଇଛନ୍ତି ଆଉ ଯିଏ କଂଗ୍ରେସ ପାଇଁ କିଛି କାମ କରି ପାରିବ ଓ ସେମାନଙ୍କର ସମସ୍ତ କାର୍ଯ୍ୟ ପାଇଁ ଯୋଗ୍ୟ ହୋଇଥାଏ ସେହି ମାନଙ୍କର ନାଁ ନିଆଯାଇଛି ବୋଲି କୁହାଯାଇଛି |ତେବେ ସତ୍ୟ ଙ୍କର କହିବା କଥା କି ଏତେ ମେମ୍ବର୍ସ ଙ୍କ ମଧ୍ୟରେ ତାଙ୍କର ନାଁ କିନ୍ତୁ ନିଆଯାଇନାହିଁ |

ତେବେ ଏତେ ବଡ଼ ପଦବୀରେ ଅଧୁକାରୀ ହେଇଛନ୍ତି କିନ୍ତୁ ତା ତାଙ୍କୁ ସେମାନେ କଂଗ୍ରେସ ପାଇଁ ଅଧକ୍ଷ ହେବାକୁ ତାଙ୍କର ନାଁ କୁ ନିଆଁ ଯାଇଛି ନାହିଁ | ତେଣୁ ସେ ତାଙ୍କର ପଦବୀ ରୁ ଇସ୍ତଫା ହେଇଛନ୍ତି ବୋଲି କହିଛନ୍ତିମିଡ଼ିଆ କାନଭେନାର ଓ ଜେନେରାଲ ସେକ୍ରେଟେରି ପଦବୀ ରୁ ଇସ୍ତଫା ଆଜି ନେଇଛନ୍ତି ବୋଲି କହିଛନ୍ତି |ତେଣୁ ପିସିସି ଅଧକ୍ଷ ର ଚିଠାରେ ତାଙ୍କର ନାଁ ନ ଥିବାରୁ ସେ ଏଭଳି କରିଛନ୍ତି | ଯାହା ସେ ମିଡ଼ିଆ ଆଗରେ ପ୍ରକାଶ କରିକି କହିଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment