ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଜାଣିଥିବେ କି କେଉଁ ଭଳି ଭାବରେ ନିଜର ଡାନ୍ସ ର ଯାଦୁ ରେ ସମସ୍ତଙ୍କର ମନକୁ ଆକୃଷ୍ଟ କରୁଥିବା ରାଣୀ ପ୍ରିୟଦର୍ଶିନୀ ଙ୍କ ନାଁ ରେ ଭାଇରାଲ ହୋଇଥିଲା ଅଶ୍ଳୀଳ ଡାନ୍ସ କଥା | ଆଉ ଯେଉଁଠି ଷ୍ଟେଜ ଉପରେ ଅଶ୍ଳୀଳ ନାଚ ନାଚିବା ଯୋଗୁ ମହିଳା ଜଣଙ୍କ ରାଣୀ ଙ୍କ ଉପରକୁ ଜୋତା ଫୋପାଡ଼ିବାକୁ ଲାଗିଥିଲେ | ତେବେ ବର୍ତ୍ତମାନ ଭାଇରାଲ ହେଉଥିବା ଭିଡିଓ ଟିରେ ଦେଖିବାକୁ ମିଳିଛି କି ପୁଣି ଥରେ ଯାତ୍ରା ରେ ଯୋଗ ଦେଇଛନ୍ତି ରାଣୀ | ଆଉ ତାଙ୍କର ଡାନ୍ସ ର ଜଲୱା ରେ ସମସ୍ତ ଦର୍ଶକ ମାନଙ୍କର ମନକୁ ମଧ୍ୟ ହରଣ କରିବାରେ ଲାଗି ପଡିଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ଭିଡିଓ ଟି ଉପରେ ଟିକିଏ ନଜର ପକାଇବା |
ତେବେ ଆପଣ ମାନେ ଜାଣିଥିବେ କି ଭଦ୍ରକ ର ଚରମ୍ପା ରେ ହୋଇଥିବା ରାଣୀ ପ୍ରିୟଦର୍ଶିନୀ ଙ୍କର ଅଶ୍ଳୀଳ ଡାନ୍ସ ପରେ ମହିଳା ଜଣଙ୍କର ଚପଲ ମାଡ଼ ସୃଷ୍ଟି କରିଥିଲା ବିବାଦ | ଆଉ ଯେଉଁଠି ପାଇଁ ଦେଖିବାକୁ ମିଳିଥିଲା କି ଷ୍ଟେଜ ଉପରେ ଗଣ୍ଡଗୋଳ ସୃଷ୍ଟି ମଧ୍ୟ ହୋଇଥିଲା | ତେବେ ଏତେ ସବୁ ବିବାଦ ପରେ ପୁଣି ଥରେ ନିଜର ଡାନ୍ସ ରେ ସମସ୍ତଙ୍କୁ ମୋତୁଆଲା କରିବାକୁ ଲାଗିଛନ୍ତି ରାଣୀ | ଆଉ ଯାହା ଜଣା ପଡିଛି କି ସୁନ୍ଦରଗଡ଼ ଜିଲ୍ଲାର ବଣାଇ ଲହୁଣୀ ପଡ଼ା ପଞ୍ଚାୟତ ରାଜକୁଣ୍ଡା ସ୍ଥିତ କ୍ଳବ ତରଫରୁ ରାଣୀ ଙ୍କୁ ଡ଼କା ଯାଇଥିଲା |
ଆଉ ରାଣୀ ମଧ୍ୟ ସେଠାରେ ନିଜର ହଟ ଡାନ୍ସ କୁ ଦେଖାଇବାକୁ ଲାଗିଥିଲେ | ଆୟୁବ ତାଙ୍କର ଡାନ୍ସ ମାଧ୍ୟମରେ ଦର୍ଶକ ମାନଙ୍କର ମନକୁ ମଧ୍ୟ କିଣି ନେଇଥିଲେ | ତାହା ସହିତ ଚୋମେଲୀ ଓ ମଦ ପିଇବି ନାହିଁ ଗୀତ ରେ ଦର୍ଶକ ମାନଙ୍କ ର ମନ କୁ ଆକୃଷ୍ଟ କରେଇଥିଲେ | ଆଉ ରାଣୀ ଦର୍ଶକ ଙ୍କ ହାତରେ କିସ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଦେଖିବାକୁ ମିଳିଥିଲା କି କେଉଁଭଳି ଭାବରେ ଅଶ୍ଳୀଳ ଡାନ୍ସ କରୁଥିଲେ ରାଣୀ ପ୍ରିୟଦର୍ଶିନୀ |
ଆଉ ଯାହା କୁହାଯାଉଛି କି ରାଣୀ ଙ୍କର ସେହି ଭଳି ଅଶ୍ଳୀଳ ଡାନ୍ସ କୁ ଦେଖିବା ପରେ ଦର୍ଶକ ମାନେ ପସନ୍ଦ କରିବା ସହିତ ଟଙ୍କା ମଧ୍ୟ ବର୍ଷା କରିବାକୁ ଲାଗିଥିଲେ | ଆଉ ଦର୍ଶକ ମାନେ ମଧ୍ୟ ରାଣୀ ଙ୍କର ଡାନ୍ସ କୁ ପସନ୍ଦ କରିବାରେ ଲାଗିଛନ୍ତି | ଆଉ ରାଣୀ ଙ୍କର ଏହିଭଳି ଅଶ୍ଳୀଳ ଡାନ୍ସ କୁ ଦେଖିକି ଦର୍ଶକ ମାନେ ମଧ୍ୟ ଝୁମିକି ଡାନ୍ସ କରିବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।